ନମସ୍କାର ବନ୍ଧୁଗଣ । ଯଦି କୌଣସି ବ୍ୟକ୍ତି ଙ୍କର କଥାବାର୍ତ୍ତା ଓ ତାଙ୍କର ବ୍ୟବହାର କୁ ଦେଖି ଆପଣ ଜାଣି ପାରୁ ନାହାନ୍ତି କି, ତାଙ୍କ ମନରେ ଆପଣ ଙ୍କ ପାଇଁ କେଉଁ ଭଳି ଭାବନା ରହିଅଛି, ବା ସେ ଆପଣ ଙ୍କ ପାଇଁ କିଭଳି ଚିନ୍ତା କରିଥାନ୍ତି । ତେବେ ଆଜିର ଏହି ବିଷୟ ଟି ଆପଣ ଙ୍କ ପାଇଁ ହିଁ ଲାଭଦାୟୀ ହୋଇ ପରେ । ଏଠାରେ ଆପଣ କୌଣସି ଏକ ବ୍ୟକ୍ତି ଙ୍କର ମନର କଥା କୁ ଜାଣିବା ତାଙ୍କ ନାମ ରେ ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।
କିନ୍ତୁ ବନ୍ଧୁଗଣ ଏଠାରେ ଆପଣ ଙ୍କୁ ଜଣାଇଦେବୁ କି ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ । ତେଣୁ କିଛି କ୍ଷେତ୍ର ରେ ଏହା କିଛି ଲୋକ ଙ୍କ ସହ କନେକ୍ଟ ମଧ୍ୟ ହୋଇ ନଥାଏ । ତେବେ ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ନମ୍ବର 1 କୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଙ୍କୁ ଲାଗେ କି ଆପଣ ପ୍ରତ୍ଯେକ ଜିନିଷ ରେ ସକ୍ଷମ ଅଟନ୍ତି ।
ଅର୍ଥାତ ଆପଣ ଙ୍କ ପାଖରେ ସେ ସକ୍ଷମତା ଅଛି କି ଆପଣ ସବୁ କାମ କୁ କରି ପାରିବେ । କିନ୍ତୁ ସେ ଏପରି ମଧ୍ୟ ଆପଣ ଙ୍କ ପାଇଁ ଚିନ୍ତା କରିଥାନ୍ତି କି ଆପଣ ଙ୍କ ପାଖରେ ସେ ବୁଦ୍ଧି ନାହିଁ କି ସେହି କାମ କୁ କିପରି କରାଯିବ । ଆପଣ ଙ୍କର ସକ୍ଷମତା ହିଁ ତାଙ୍କୁ ଆପଣ ଙ୍କ ପାଖକୁ ଆକର୍ଷିତ କରିଥାଏ ।
ନମ୍ବର 2 କୁ ଯେଉଁ ମାନେ ଯେଉଁ ବ୍ୟକ୍ତି ଙ୍କ ଭାବନା କୁ ଜାଣିବା ପାଇଁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଆପଣ ଙ୍କୁ ସାମାନ୍ଯ ଦ୍ଵନ୍ଦ ରେ ରହିଥିବା ମଣିଷ ରୂପରେ ଦେଖିଥାନ୍ତି । ତାହାଛଡା ତାଙ୍କୁ ଏପରି ଲାଗିଥାଏ କି ଆପଣ ନିଜ ବୁଦ୍ଧି ରେ କମ ଓ ଅନ୍ୟ ରେ ବୁଦ୍ଧି ରେ ଅଧିକ କାର୍ଯ୍ୟ କରିଥାନ୍ତି ।
ନମ୍ବର 3 କୁ ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତି ମାନଙ୍କୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କୁ ଏପରି ଲାଗିଥାଏ କି, ଆପଣ ପ୍ରତ୍ଯେକ କଥା ରେ ବୋଧ ହୁଏ ଆବଶ୍ୟକ ରୁ ଅଧିକ ଚିନ୍ତା କରିଥାନ୍ତି । ତାହାଛଡା ଆପଣ ଜଣେ ଏପରି ବ୍ୟକ୍ତି ଅଟନ୍ତି ଯେ କି ନିଜ ହାତ ରେ ଭଲ ଜିନିଷ କୁ ମଧ୍ୟ ଖରାପ କରି ଦେଇଥାନ୍ତି ।
ନମ୍ବର 4 କୁ ଯେଉଁ ମାନେ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି ସେ ବ୍ୟକ୍ତି, ଆପଣ ଙ୍କୁ ଏକ ଦାୟିତ୍ଵବାନ ବ୍ୟକ୍ତି ରୂପରେ ଦେଖିଥାନ୍ତି । ତାହାଛଡା ଆପଣ ଙ୍କ ପାଇଁ ତାଙ୍କ ମନରେ ଖୁବ ବିଶ୍ବାସ ଓ ସମ୍ମାନ ମଧ୍ୟ ରହିଛି ।ତାଙ୍କୁ ଏପରି ଲାଗେ କି ଆପଣ ସବୁ ପରିସ୍ଥିତି କୁ ଅନ୍ୟ ଙ୍କ ଅପେକ୍ଷା ଖୁବ ଭଲ ଭାବରେ ସବୁ ପରିସ୍ଥିତି କୁ ବୁଝିଥାନ୍ତି । ସେ ଆପଣ ଙ୍କ ଉପରେ ଖୁବ ପ୍ରଭାବିତ ହୋଇ ଅଛନ୍ତି ।
ନମ୍ବର 5 କୁ ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଁ ଅନେକ ଭଲ ପାଇବା ଭରି ହୋଇ ରହିଛି । ସେ ଆପଣଙ୍କୁ ଖୁବ ପସନ୍ଦ କରିଥାନ୍ତି । ଆପଣ ଙ୍କର ବ୍ୟକ୍ତିତ୍ବ ତାଙ୍କୁ ଖୁବ ଅଧିକ ପ୍ରଭାବିତ କରିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ