ବନ୍ଧୁଗଣ ନମସ୍କାର, ତେବେ ପ୍ରତ୍ୟେକ ବ୍ୟକ୍ତି ର ନାମ ପଛରେ କିଛି ବିଶେଷ ଉଦ୍ଦେଶ୍ୟ ରହିଥାଏ । ବ୍ୟକ୍ତି ଙ୍କ ନାମ ମାଧ୍ୟମରେ ହିଁ ସେମାନଙ୍କ ସ୍ଵଭାବ ତଥା ସେମାନଙ୍କ ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ ଜଣା ପଡି ଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ନାମ ର ଯଦି ପ୍ରଥମ ଅକ୍ଷର ନିମୋକ୍ତ ହୋଇଥାଏ ତେବେ ସେମାନେ ଜନ୍ମ ରୁ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନଙ୍କ ଭବିଷ୍ୟତ ବହୁତ ଉଜ୍ଜ୍ୱଳ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧- ପ୍ରଥମ ରେ ଅଛି ”C” ନାମ ଥିବା ବ୍ୟକ୍ତି । ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ନାମର ବ୍ୟକ୍ତି ସବୁବେଳେ କାରୋବାର ସମ୍ବନ୍ଧରେ ହିଁ ଅଧିକ ଚିନ୍ତା କରିଥାନ୍ତି । ଏହି ନାମର ବ୍ୟକ୍ତି ଅନ୍ୟର କାମ କରିବାକୁ ପସନ୍ଦ କରି ନଥାନ୍ତି । ଏମାନେ ନିଜର କାରୋବାର ଆରମ୍ଭ କରିବା ଉପରେ ବିଚାର କରିଥାନ୍ତି । ଏମାନଙ୍କର ଏହି ଚିନ୍ତାଧାରା ଯୋଗୁଁ ଏମାନେ ଚାକିରି କରି ନଥାନ୍ତି । ଏହି କାରଣ ହେତୁ ଏମାନଙ୍କୁ ମାଲିକ ବୋଲି କୁହାଯାଇଥାଏ ।
୨- ଦ୍ଵିତୀୟ ରେ ଅଛି “H” ନାମ ଥିବା ବ୍ୟକ୍ତି, ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସବୁବେଳେ କୌଣସି ନା କୌଣସି କାରବାରରେ ଧନ ନିବେଶ କରିବା ନିମନ୍ତେ ଚିନ୍ତା କରିଥାନ୍ତି । ଏମାନେ କାରୋବାର କ୍ଷେତ୍ରରେ ବହୁତ ପ୍ରସିଦ୍ଧି ପ୍ରାପ୍ତ କରିଥାନ୍ତି । ଏମାନେ ନିଜର କାର୍ଯ୍ୟ କରିବାକୁ ବହୁତ ପସନ୍ଦ କରିଥାନ୍ତି ।
୩- ତୃତୀୟ ରେ ଅଛି “L” ନାମ ଥିବା ବ୍ୟକ୍ତି । ଯେଉଁ ବ୍ୟକ୍ତି ମାନଙ୍କ ନାମ ର ପ୍ରଥମ ଅକ୍ଷର ଏହି ନାମରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟ ନିଜ ମସ୍ତିଷ୍କ ରୁ ହିଁ କରିଥାନ୍ତି ଏବଂ ଏମାନେ ବହୁତ ସାହସୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜକୁ କୌଣସି ମାଲିକ ଠାରୁ କମ ଭାବନ୍ତି ନାହିଁ । ଏହି ନାମ ଥିବା ବ୍ୟକ୍ତି ନିଜର କାରୋବାର କରିଦେଇଥାନ୍ତି ।
୪- ଚତୁର୍ଥ ରେ ଅଛି “M” ନାମ ଥିବା ବ୍ୟକ୍ତି । ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ମାଲିକ ହେବା ନିମନ୍ତେ ହିଁ ଜନ୍ମ ନେଇଥାନ୍ତି । ଏହି କଥାର ପୁଷ୍ଟି ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ କରାଯାଇଅଛି ଯେ ଏହି ନାମର ଲୋକେ ଜନ୍ମ ରୁ ହିଁ ମାଲିକ ହୋଇଥାନ୍ତି ।
୫- ପଞ୍ଚମ ରେ ଅଛି “S” ନାମ ଥିବା ବ୍ୟକ୍ତି । ଏହି ଅକ୍ଷର ଥିବା ନାମର ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ଏମାନଙ୍କ ମସ୍ତିଷ୍କ ମଧ୍ୟ ବହୁତ ତେଜ ହୋଇଥାଏ । ଏହି ନାମର ବ୍ୟକ୍ତି ନିଜର ସମସ୍ତ ସଫଳତା କୁ ଶୀଘ୍ର ପ୍ରାପ୍ତ କରିବା ନିମନ୍ତେ ବିଶ୍ଵାସ ରଖିଥାନ୍ତି ।
୬. ଷଷ୍ଠ ରେ ଅଛି “V” ନାମ ଥିବା ବ୍ୟକ୍ତି । ଯେଉଁ ବ୍ୟକ୍ତି ଙ୍କ ନାମ ଏହି ଅକ୍ଷୟ ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ନିଜର ବୁଦ୍ଧି ଏବଂ ପରିଶ୍ରମ ବଳରେ ହିଁ ନିଜର ପରିଚୟ ସୃଷ୍ଟି କରିଥାନ୍ତି । ନିଜ ବୁଦ୍ଧି ଯୋଗୁଁ ଏମାନେ ଖୁବ କମ ସମୟ ଭିତରେ ନିଜର ଲକ୍ଷ ହାସଲ କରିଥାନ୍ତି ଏବଂ ଏମାନଙ୍କ ପାଖରେ କେବେବି ଧନର ଅଭାବ ରହି ନଥାଏ ।