ବାଛନ୍ତୁ ଗୋଟିଏ ଚିତ୍ର ଓ ଜାଣନ୍ତୁ November ମାସରେ ଆପଣଙ୍କୁ କଣ ମିଳିବ ( Personality Test )

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସମସ୍ତେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥିବେ। ତେବେ ଟାରଟ କାର୍ଡ ମୋଡ୍ ଅନୁଯାୟୀ ଆମର ଭବିଷ୍ୟତ ଆମର ନିଜ ଚେତନାରେ ଫିଡ୍ ହୁଏ ।ଯେପରି ଗୀତା ଅନୁଯାୟୀ, ଆମ ସମସ୍ତଙ୍କ ମନରେ ଏକ ସଂକଳ୍ପ ଅଛି ଏବଂ ଆମେ ନିଶ୍ଚିତ ଭାବରେ ଏହାକୁ ପୂରଣ କରୁ । ସେହିଭଳି, ଟାରଟ କାର୍ଡ କହୁଛି ଯେ ଆମର ଭବିଷ୍ୟତ ଆମ ଭିତରେ ସୁରକ୍ଷିତ, ଆମକୁ କେବଳ ଏହାକୁ ପଢିବାକୁ ପଡିବ। ଏହା ଏକ ସେତୁ ଯାହା ମାଧ୍ୟମରେ ତୁମେ ତୁମର ଅବଚେତନା ସହିତ ସଂଯୋଗ କର ।

ଭାରତୀୟ ଦୃଷ୍ଟିକୋଣରେ ଆଧ୍ୟାତ୍ମିକତା ସହିତ ସଂଯୋଗ କରି ଏହି ଧାରା ଅଧିକ ବିଶ୍ୱାସଯୋଗ୍ୟ ହୋଇଯାଏ। ଏପରି ପରିସ୍ଥିତିରେ, ଆମେ ସମସ୍ତେ ଏହା ମାଧ୍ୟମରେ ଆମ ଜୀବନର ରହସ୍ୟ ସମାଧାନ କରିପାରିବା ଏବଂ ଆଜି ଆମେ ଟାରଟ କାର୍ଡ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ଜାଣିବା ପାଇଁ ଏପରି କିଛି ସୁଯୋଗ ଆଣିଛୁ ।ଏଥିପାଇଁ ଆପଣଙ୍କୁ କେବଳ ଦିଆଯାଇଥିବା କାର୍ଡ ମଧ୍ୟରୁ ଗୋଟିଏ ବାଛିବାକୁ ହେବ।

୧- ଯଦି ଆପଣ ପ୍ରଥମ କାର୍ଡ ବାଛିଛନ୍ତି ତେବେ ଏହା ବହୁତ ଖାସ ଅଟେ । ଏହି କାର୍ଡ ଆପଣ ଙ୍କୁ ଜୀଵନ କୁ ଗମ୍ଭୀରତା ର ସହିତ ଦେଖିବାକୁ କହୁଛି । ଏବଂ ଆପଣ ଜୀବନର ସତ୍ୟ ଏବଂ ମିଥ୍ୟା ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ କାହା ଉପରେ ଅତି ଶୀଘ୍ର ଏବଂ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ । ସବୁ ପରିସ୍ଥିତି କୁ କିମ୍ବା ଜିନିଷ କୁ କେବଳ ବାହାରୁ ନୁହେ ବରଂ ତାର ଗଭୀରତା ଭିତରକୁ ଯାଇ ଦେଖିବାକୁ ପଡିବ ।

୨- ଯଦି ଆପଣ ଦ୍ଵିତୀୟ କାର୍ଡ କୁ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଜୀଵନ ରେ ଆସୁଥିବା ସମସ୍ତ ସମସ୍ୟା କୁ ନିଡର ଭାବେ ସାମ୍ନା କରନ୍ତି । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମଧ୍ୟ ଡରନ୍ତି ନାହିଁ ସର୍ଵଦା ସକରାତ୍ମକ ଭାବ ରଖନ୍ତୁ ଏବଂ ଏହା ଦ୍ୱାରା ଆପଣ ଜୀଵନ ରେ ଅନେକ ଉନ୍ନତି କରି ପାରିବେ ।

୩- ଯଦି ଆପଣ ତୃତୀୟ କାର୍ଡ କୁ ବାଛିଛନ୍ତି ତେବେ ଆପଣଙ୍କ ସହ ଉଭୟ ଭଲ ଓ ଖରାପ ହେବାରଏ ସମ୍ଭାବନା ଥାଏ,ଏହି କାର୍ଡ଼ ଅପଣଙ୍କ ଅସାଧାରଣ ରଚନାତ୍ମକ କ୍ଷମତାକୁକ ବାହାରକୁ ବାହାର କରିଥାଏ। ଏହି କାର୍ଡ଼ ନିଜ ସାଥି କିମ୍ବା ଅନ୍ୟ କାହାପ୍ରତି ଇର୍ଷା ଭାବର ପ୍ରମାଣ ଦେଇଥାଏ ଯାହା ଭବିଷ୍ୟତରେ ଯାଇଁ ବହୁତ ବଢ଼ିପାରେ ଆଉ ମଧ୍ୟ କହିଥାଏ କି ଭବିଷ୍ୟତରେ ହେଉଥିବା କୌଣସି ଘଟଣାର ଅନୁଧ୍ୟାନ କରିବା ଉଚିତ। ଏହି କାର୍ଡ଼ ଦେଖାଣିଆଲୋକଙ୍କ ଠାରୁ ସାବଧାନ ରଖିବାରେ ସାହାଯ୍ୟ କରେ। ଏହି କାର୍ଡ଼ ଉଭୟ ଭଲ ଓ ଖରାପ ଖବର ଦେଇଥାଏ।

Leave a Reply

Your email address will not be published. Required fields are marked *