ପଇସା ଗଣି ଗଣି ଥକିଯିବେ ଦୀର୍ଘ 53 ବର୍ଷ ପରେ 27 ନଭେମ୍ବର “କାଳସର୍ପ ଯୋଗ” 6ଟି ରାଶିରେ ଲାଗିବ ଲଟେରୀ

ଜ୍ଯୋତିଷ ଶାସ୍ତ୍ର ର ଗଣନା ରୁ ଜଣା ପଡିଛି କି ବହୁ ଦିନ ପରେ କିଛି ରାଶି ର ବ୍ୟକ୍ତି ମାନେ କାଳସର୍ପ ର ଦୋଷ ରୁ ମୁକ୍ତି ପାଇବାକୁ ଯାଉଛନ୍ତି । ଏହାର ଅର୍ଥ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ଶୁଭତା ରେ ଭରି ଯିବ । ଏପରି କି ସେମାନଙ୍କ ର ଦୈନିକ ଜୀବନରେ ଭଗବାନ ଶିବ ଙ୍କର ମଧ୍ୟ କୃପା ବର୍ଷିବ । ବହୁ ଦିନ ରୁ ନ ହେଉଥିବା ସମସ୍ତ କାର୍ଯ୍ୟ ବର୍ତମାନ ସମୟ ଠାରୁ ହେବାକୁ ଲାଗିବ । ପ୍ରଥମ ରାଶି ଟି ହେଉଛି କନ୍ୟା ଓ ବୃଷ ରାଶି ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଦୁଇଟି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ଏହି ସମୟ ଠାରୁ କାଳସର୍ପ ଦୋଷ ରୁ ମୁକ୍ତି ପାଇବାକୁ ଯାଉଛନ୍ତି । ଏମାନଙ୍କ ଉପରେ ଦେବ ଦେବ ମହାଦେବ ନିଜର କୃପା କରି ସାରିଛନ୍ତି । ଫଳରେ ଦୈନିକ ଜୀବନ ଅତ୍ୟନ୍ତ ସୁଖରେ କଟିବ ।

ଏମାନଙ୍କର ସମସ୍ତ ସ୍ଵପ୍ନ ଖୁବ ଶୀଘ୍ର ସାକାର ହେବାକୁ ଯାଉଛି । ଦାମ୍ପତ୍ୟ ଜୀବନରେ ଚାଲୁଥିବା ସମସ୍ଯା ମଧ୍ୟ ସବୁ ଦୂର ହୋଇଯିବ । ଏମାନଙ୍କ ପାଇଁ ଭଗବାନ ଶିବଙ୍କ ପୂଜା କରିବା ମଧ୍ୟ ଶୁଭ ରହିବ । ପରବର୍ତ୍ତୀ ରାଶି ଟି ହେଉଛି ମକର ଓ କର୍କଟ ରାଶି ।

ବହୁଦିନ ପରେ ଶିବ ଯୋଗ ନିର୍ମାଣ ହେବା କାରଣ ରୁ ମକର ଓ କର୍କଟ ରାଶି କାଳସର୍ପ ଯୋଗ ରୁ ମୁକ୍ତି ପାଉଛନ୍ତି । ଯାହାଦ୍ଵାରା ଏମାନଙ୍କ ଜୀବନ ରେ ଆଲୋକ ପ୍ରବେଶ କରି ପାରେ । ଏହି ରାଶିର ଲୋକ ମାନଙ୍କୁ ଜୀବନରେ ଏବେ ଠାରୁ ସଫଳତା ମିଳିବା ଆରମ୍ଭ ହୋଇଯିବ । ଏମାନଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ଅନେକ ସୁଧାର ଆସିବ । ଘର ପରିବାର ରେ ମଧ୍ୟ ହସ ଖୁସିର ବାତାବରଣ ରହିବ । ଭଗବାନ ଶିବ ଙ୍କର କୃପା ସବୁବେଳେ ଏମାନଙ୍କ ଉପରେ ରହିବ ।  ପରବର୍ତ୍ତୀ ଟି ହେଉଛି କୁମ୍ଭ ଏବଂ ଧନୁ ରାଶି ।

ଏହି ଦୁଇ ରାଶିର ବ୍ୟକ୍ତି ମାନେ ମଧ୍ୟ କାଳସର୍ପ ର ଦୋଷ ରୁ ମୁକ୍ତ ହେଉଛନ୍ତି । ଏମାନଙ୍କ ଜାତକରେ ଶିବ ଯୋଗର ସମୟ ପ୍ରାରମ୍ବ ହୋଇ ସାରିଛି  । ଭଗବାନ ଶିବ ଙ୍କ କୃପାରୁ ଜୀବନରେ ଲାଭ ହିଁ ଲାଭ ଦେଖିବାକୁ ମିଳିବ । ପ୍ରେମ ଓ କ୍ଯାରିୟର ରେ ଏମାନଙ୍କୁ ସଫଳତା ଦେଖିବାକୁ ମିଳିବ । ଏପରିକି ଏମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ଅନେକ ସୁଦୃଢ ହୋଇଯିବ ।

ଏମାନେ ଭଗବାନ ଶିବ ଙ୍କୁ ଜଳ ଅର୍ପଣ କଲେ ଖୁବ ଭଲ ଲାଭ ଜୀବନ ଦେଖିବାକୁ ପାଇବେ । ଏହାସହ ଏମାନେ ଜୀବନରେ ହଟାତ ପରିବର୍ତ୍ତନ ଦେଖିବାକୁ ମଧ୍ୟ ପାଇବେ । ଏମାନଙ୍କର ଜୀବନ ସୁଖ ଓ ଶାନ୍ତି ରେ ଭରିଯିବ । ଦର୍ଶକ ବନ୍ଧୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ        

Leave a Reply

Your email address will not be published. Required fields are marked *