ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, 24 ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇଦେବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଶ୍ଚୟ ଅଣଦେଖା କରିଥିବେ । ଏହା କୌଣସି ଜଙ୍ଗଲି ଗଛ ନୁହେଁ । ଏହା ଏମିତି ଏକ ଗଛ ଯେଉଁଥିରେ ଭଗବାନ ଶିବ, ଶନିଦେବ ଓ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଗଛର ମୂଳରେ ମା ଗଙ୍ଗାଙ୍କର ବାସ ହୋଇଥାଏ । ଏହାର ଆୟୁର୍ବେଦିକ ଚମତ୍କାର ଜାଣିପାରିଲେ ଜୀବନରୁ ଗରିବୀ, ଦାରିଦ୍ରତା ସବୁ ଦୂର ହୋଇପାରିବ ।

ଯଦି ଆପଣଙ୍କ ଜୀବନରେ ଧନ କାରଣରୁ ଚିନ୍ତି ଅଛନ୍ତି, ଧନ ଆସିବାର ମାର୍ଗ ବନ୍ଦ ହୋଇଯାଇକି ତେବେ ଏହି ଗଛର ବ୍ୟବହାର କରନ୍ତୁ । ଆସନ୍ତୁ ଜାଣିବା ଏହି ଗଛର ଚମତ୍କାରିତା ବିଷୟରେ ବିସ୍ତାର ଭାବେ । ତେବେ ଆମେ ଏଠାରେ ଯେଉଁ ଗଛ ବିଷୟରେ କହୁଛୁ ତାହାର ନାଁ ହେଉଛି ଅପାମାର୍ଗ ଗଛ । ଏହାକୁ ଅପାମାର୍ଗ ଏଥିପାଇଁ କୁହାଯାଇଛି କାରଣ ଏହା ଓଲଟା ଚାଲିଥାଏ ।

ଏହି ଗଛର 2ଟି ଗୁଣ ଯଥା ଆୟୁରର୍ବେଦିକ ଓ ତାନ୍ତ୍ରିକ ଗୁଣ । ଆପଣଙ୍କୁ କୌଣସି ରୋଗରୁ ଉପସମ ମିଳୁ ନ ଥିଲେ ଏହି ଗଛର ବ୍ୟବହାର କରନ୍ତୁ । ଏହି ଗଛ ଓଡିଶାରେ ବହୁତ ଦେଖିବାକୁ ମିଳିଥାଏ । ଏହି ଗଛର ଉପର ଭାଗ ଓଲଟା ଚାଲିଥାଏ । ଏହି ଗଛର ଖାସ ମହତ୍ଵ ହେଉଛି ଏହାର ବୀଜ । ଏହି ଗଛର ବ୍ୟବହାର କରି ଶରୀରରେ ପ୍ରୋତିଙ୍କୁ ପୂର୍ତ୍ତି କରିପାରିବେ ।

ସାଧୁ ସନ୍ଥ ମାନେ ତପସ୍ୟା ସମୟରେ ଏହି ଗଛର ବୀଜର ଖେଚେଡି ବନାଇ ଖାଉଥିଲେ ଯାହା ଶାସ୍ତ୍ରରେ କୁହାଯାଇଛି । ଏହି ଗଛ ଏମିତି ଏକ ଗଛ ଯାହା ଉପରେ ଅମୃତର କିଛି ବୁନ୍ଦା ପଡିଥିଲା ଯେବେ ସମୁଦ୍ର ମନ୍ତନ ହୋଇଥିଲା । ଯେଉଁ କାରଣରୁ ଏହାର ମୂଳରେ ମା ଗଙ୍ଗାଙ୍କର ବାସ ହୋଇଥାଏ । ପୂର୍ବ କଳାର ବ୍ୟକ୍ତି ଏହି ଗଛର ମୂଳ ନିଶ୍ଚୟ ବ୍ୟବହାର କରୁଥିଲେ ।

ମାଢିରେ ଦରଜ ହେଉଛି, ବ୍ୟାକ୍ଟେରିୟା ଜମା ହୋଇଛି, ପୋକ ଖାଇଛି, ହଳଦିଆ ପଡିଛି ଏହି ଗଛର ମୂଳ ବା ଚେରାରେ 15 ଦିନ ଯାଏଁ ଦାନ୍ତ ଘସିଲେ ତୁରନ୍ତ ଠିକ ହୋଇଯିବ । ଆଁଠୁ ଗଣ୍ଠିରେ ଦରଜ ହେଉଥିଲେ ଏହି ଗଛର ମୂଳକୁ ଖରରେ ଶୁଖାଇ ଏହାର ପାଉଡର ବନାନତୁ । ଏହାକୁ ସୋରିଷ ତେଲରେ ମିଶାଇ ମାଲିସ କରିଲେ ବହୁତ ଭଲ ଫାଇଦା ମିଳିବ ।

ଯଦି ଆପଣଙ୍କର କେହି ଶତ୍ରୁ ଅଛନ୍ତି ତେବେ ଏହି ଗଛର ବୀଜକୁ ଆଣି ଶନିବାର ଦିନ ଆଣିବାକୁ ହେବ । ଏହାକୁ ନାଲି କପଡାରେ ବାନ୍ଧି ଶନିଦେବଙ୍କ ଫୋଟୋ ଆଗରେ ବସି ଶନି ଚାଳିଶା 51 ଥର ପାଠ କରନ୍ତୁ । କପଡାକୁ ଏମିତି ଜାଗାରେ ରଖନ୍ତୁ ଯେଉଁଥି କିଏ ଯାଉ ନ ଥିବେ । ଏମିତି କରିଲେ ଶତ୍ରୁ ବିନାଶ ହେବ ।

ବ୍ୟାପାରରେ ବୃଦ୍ଧି ହେବାକୁ ଚାହୁଁଥିଲେ ଶୁକ୍ରବାର ଦିନ ଏହି ଗଛର ବୀଜକୁ ଆଣି ନାଲି କପଡାରେ ରଖି ସିନ୍ଦୁର ପକାଇ ବାନ୍ଧି ଦିଅନ୍ତୁ । ଏହାକୁ ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଦେଖିବେ ଧନର ଅଭାବ କେବେ ହେବ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *