ବନ୍ଧୁଗଣ ଆପଣଙ୍କୁ ଆସନ୍ତା ପଣା ସଙ୍କ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା ଆମ ପରିବାର ତରଫରୁ । ଆମେ ସବୁ ଜାଣିଛୁ ପଣା ସଙ୍କ୍ରାନ୍ତି ବା ମହାବିଷୁବ ସଙ୍କ୍ରାନ୍ତି ସାରା ଦେଶରେ ଓଡିଆ ଘରେ ନବବର୍ଷ ଭାବେ ପାଳନ କରାଯାଏ । ବହୁତ ଧୁମଧାମରେ ଏହା ପାଳନ କରାଯାଏ । ଗ୍ରହ ମାନଙ୍କର ଚଳନରେ ଏହି ଦିନ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହର ପରିବର୍ତ୍ତନ ହେତୁ କିଛି ରାଶିଙ୍କ ଉପରେ ଭଲ ଓ ଖରାପ ପ୍ରଭାବ ପଡିବାକୁ ଯାଉଛି ।
ଏହି 6ଟି ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି ପଣା ସଙ୍କ୍ରାନ୍ତି ଠାରୁ । ଏମାନେ ବହୁ କ୍ଷେତ୍ରରେ ବିଜୟ ଲାଭ କରିବେ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ତୁଳା ରାଶି : ପଣା ସଙ୍କ୍ରାନ୍ତି ଠାରୁ ପ୍ରଭୁ ହନୁମାନ ଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ବିଶେଷ ଭାବେ ରହିବ । ଆପଣଙ୍କର ଅଟକିଥିବା ଧନ ଫେରି ପାଇବେ । ଦାଂପତ୍ଯ ଜୀବନରେ ଯାହା ବି ସମସ୍ଯା ଚାଲିଥିଲା ତାହା ଦୂର ହେବ । ଆଗାମୀ ସମୟ ଖୁବ ଆନନ୍ଦୟ ହେବାକାଉ ଯାଉଛି । ଆପଣଙ୍କ ଜୀବନରେ ଅନେକ ସାରା ଖୁଶିର ଆଗମନ ହେବାକୁ ଯାଉଛି ।
ସିଂହ ରାଶି : ପ୍ରଭୁ ହନୁମାନ ଙ୍କ କୃପା ବିଶେଷ କୃପା ଆପଣଙ୍କ ଉପରେ ରହିବାର ଅଛି । ଯାହା କାରଣରୁ ଆପଣଙ୍କର ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଖୁବ ବୃଦ୍ଧି ହେବ । ଯେଉଁ ମାନେ ଚାକିରି ସନ୍ଧାନରେ ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିପାରେ । ଆପଣଙ୍କ ଜୀବନରେ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ଅଛି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
କନ୍ୟା ରାଶି : ମହାବିଷୁବ ସଙ୍କ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବାକୁ ଯାଉଛି । ଆପଣ ଯାହା ଚାହିଁବେ ତାହା କରିପାରିବେ । ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କର ସବୁ ଦୁଖ କଷ୍ଟ ଦୂର ହେବ । ପ୍ରେମ ପ୍ରସଙ୍ଗରେ ଆପଣ ଭାଗ୍ୟଶାଳୀ ରହିବେ । ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ ।
ମେଷ ରାଶି : ଆପଣଙ୍କ ଉପରେ ପ୍ରଭୁ ବଜରଙ୍ଗବାଲି ଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ଯାହା କାରଣରୁ ଆପଣଙ୍କର ସବୁ ଦୁଖର ଅନ୍ତ ହେବାକୁ ଯାଉଛି । ଦାଂପତ୍ଯ ଜୀବନ ସୁଖମୟ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଧନ ରୋଜଗାର ହେବ । ଆୟରେ ବୃଦ୍ଧି ହେବ । ସନ୍ତାନ ସୁଖ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ ।
କୁମ୍ଭ ରାଶି : ପଣା ସଙ୍କ୍ରାନ୍ତି ପର ଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଯାହା ଫଳରେ ଆପଣଙ୍କ ଜୀବନରୁ ନେଗେଟିଭ ଊର୍ଜା ଦୂର ହୋଇ ପଜେଟିଭ ଊର୍ଜା ର ସଂଚାର ହେବ । ଆପଣ କାହାକୁ ପ୍ରପୋଜ କରିବାକୁ କାହାହୁନ ଥିଲେ ଏହି ସମୟରେ କରିପାରିବେ । କୌଣସି କ୍ଷେତ୍ରରୁ ଆପଣଙ୍କୁ ଧନ ଲାଭ ହୋଇପାରେ । ଧନ କମାଇବାର ନୂଆ ମାର୍ଗ ଆପଣଙ୍କୁ ମିଳିବ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହୋଇପାରେ । ଆପଣଙ୍କ ଜୀବନରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ ।