Jyotish Shastra- ପଣା ସଂକ୍ରାନ୍ତି ଠାରୁ ସୁନା ଠାରୁ ବି ଅଧିକ ଚମକିବ ଏହି 6 ଟି ରାଶିର ଭାଗ୍ୟ, ଏଥିରେ ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପରିବାର ତରଫରୁ ଆସନ୍ତା ପଣା ସଙ୍କ୍ରାନ୍ତି ବା ମହାବିଷୁବ ପଣା ସଙ୍କ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ଆମେ ସବୁ ଜାଣିଛୁ ପଣା ସଙ୍କ୍ରାନ୍ତି ସାରା ଓଡିଶାରେ ଓଡିଆ ମାନଙ୍କର ନବ ବର୍ଷ ଭାବେ ପାଳନ କରାଯାଏ । କିନ୍ତୁ ଏହି ପଣା ସଙ୍କ୍ରାନ୍ତି ଦିନ ରହ ମାନଙ୍କର ଚଳନରେ ଏକ ପରିବର୍ତ୍ତନ ହେବାକୁ ଯାଉଛି ।

ଗ୍ରହ ମାନଙ୍କର ଏହି ପରିବର୍ତ୍ତନ ହେତୁ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ପଡିବାକୁ ଯାଉଛି । ଗ୍ରହ ମାନଙ୍କର ପ୍ରଭାବ ହେତୁ ମଣିଷ ଜୀବନରେ ଖୁସି ଓ ଦୁଖର ଛାୟା ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ଯେଉଁ ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ।ବୃଷ ରାଶି : ଏମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଯାହା ଫଳରେ ଏମାନଙ୍କର ସମୟ ଖୁବ ଆନନ୍ଦ ହେବାକୁ ଯାଉଛି । ଆର୍ଥିକ ପାଖରେ ସୁଧାର ଆସିବ । କାର୍ଯ୍ୟ କ୍ଷେତ୍ରରେ ପ୍ରମୋସନ ହୋଇପାରେ । ଜୀବନରେ ଉନ୍ନତିର ନୂଆ ମାର୍ଗ ଦେଖାଯିବ । ଦୈନିକ କାର୍ଯ୍ୟ ବ୍ଯତୀତ ନୂଆ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ।

କୁମ୍ଭ ରାଶି : ଆପଣଙ୍କର ନବ ବର୍ଷ ଠାରୁ ଭାଗ୍ୟ ଚମକିବାକୁ ଯାଉଛି । ସମାଜରେ ମାନ ସମାନ ପ୍ରାପ୍ତ କରିବେ । ଯାତ୍ରା ମଧ୍ୟ କରିବେ । ଆର୍ଥିକ ପକ୍ଷ ମଜବୁତ ହେବାକୁ ଆଗିବ । ପ୍ରଭୁ ହନୁମାନଙ୍କ କୃପାରୁ ନୂତନ କାମ ଆରମ୍ଭ କରିଲେ ସେଥିରେ ସଫଲାତ ହାସଲ କରିବେ ।

ତୁଳା ରାଶି : ଏହି ରାଶିଙ୍କର ପଣା ସଙ୍କ୍ରାନ୍ତି ଠାରୁ ଭାଗ୍ଯର ତାଲା ଖୋଲିବାକୁ ଯାଉଛି । ପ୍ରଭୁ ହନୁମାନଙ୍କ କୃପା ଦ୍ରୁଷ୍ଟି ଭରପୁର ମାତ୍ରାରେ ପଡିବାକୁ ଯାଉଛି । ଯାହା ଫଳରେ ଭାଗ୍ୟରେ ଅଚାନକ ଧନ ଲାଭ ହେବ । ଆପଣଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ । ଭାଗ୍ଯର ସଂପୂର୍ଣ୍ଣ ସାଥ ମିଳିବ ।

କନ୍ୟା ରାଶି : ଆସନ୍ତା ପଣା ସନରାକତି ଠାରୁ ଭବିଷ୍ୟତକୁ ଏଇ ଯାହା ବି ଚିନ୍ତା ତାହା ଦୂର ହେବ । ବଡ ଭଉଣୀଙ୍କ ଠାରୁ ଲାଇଫ ଚେଞ୍ଜ କରିବାର ପରାମର୍ଶ ମିଳିପାରେ । ଆପଣଙ୍କର ଅଯଥା ଖର୍ଚ୍ଚ ହେବ ନାହି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ଆର୍ଥିକ ସ୍ଥିତିରେ ସୁଧାର ହେବ ।

ମିଥୁନ ରାଶି : ଆସନ୍ତା ନବ ବର୍ଷ ଠାରୁ ଭାଗ୍ୟ ଅଚାନକ ଚମକିବାକୁ ଯାଉଛି । ଏହି ଦିନ ଠାରୁ ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଯାନବାହନ ରାୟ କରିପାରନ୍ତି । ଜୀବନରେ ପଜେଟିଭ ପରିଣାମ ଦେଖିବାକୁ ମିଳିବ । ଧନରେ ବୃଦ୍ଧି ଘଟିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ଆସିବ ।

ମକର ରାଶି ; ଆପଣଙ୍କର ଓଡିଆ ନବ ବର୍ଷ ଠାରୁ ଅଚାନକ କୌଣସି ଦିଗରୁ ବହୁତ କିଛି ଇଲିବାକୁ ଯାଉଛି । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ସକ୍ରିୟ ରହିବେ । ଘରେ ପୂଜା ପାଠର ଆରମ୍ଭ କରିବେ । ଆପଣଙ୍କ ପାଇଁ ସମୟ ଶୁଭ ରହିବାକୁ ଯାଉଛି । ଧନ ଦୌଲତ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *