Jyotish Shastra- ପଣା ସଂକ୍ରାନ୍ତି ( 14 April ) ଠାରୁ ସୁନା ଠାରୁ ବି ଅଧିକ ଚମକିବ ଏହି 5 ଟି ରାଶିର ଭାଗ୍ୟ, ଏଥିରେ ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଏପ୍ରିଲ 14 ରେ ପଡୁଛି ପବିତ୍ର ପଣା ସଙ୍କ୍ରାନ୍ତି । ଏହା ସହ ହନୁମାନ ଜୟନ୍ତୀ ମଧ୍ୟ ଅଡୁଛି । ଏହାକୁ ମହାବିଷୁବ ସଙ୍କ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ପ୍ରଭୁ ହନୁମାନ ତାଙ୍କ ଭକ୍ତ ମାନଙ୍କର ଦୁଖକୁ ସହ ମୋଚନ କରିବାକୁ ପ୍ରୟାସ କରିଥାନ୍ତି । ଭାରତୀୟ ଜ୍ଯୋତିଷ ଅନୁସାରେ ସୂର୍ଯ୍ୟଙ୍କର ଗୋଟେ ରାଶିଙ୍କୁ ଅନ୍ୟ ରାଶିକୁ ସ୍ଥାନାନ୍ତରକୁ ସଙ୍କ୍ରାନ୍ତି କୁହା ଯାଇଥାଏ । 12ଟି ରାଶି ଅନୁସାରେ 12ଟି ସଙ୍କ୍ରାନ୍ତି ରହିଛି ।

ମକର ସଙ୍କ୍ରାନ୍ତିରୁ କ୍ରମଶ ସୂର୍ଯ୍ୟ ପୃଥିବୀରେ ବିଷୁବ ରେଖା ଆଡକୁ ଗତି କରନ୍ତି । ଯେବେ ସୂର୍ଯ୍ୟ ମେଷ ରାଶିକୁ ପ୍ରବେଶ କରନ୍ତି ସେଦିନକୁ ମହାବିଷୁବ ସଙ୍କ୍ରାନ୍ତି କୁହାଯାଏ । ଏହି ସଙ୍କ୍ରାନ୍ତିରେ କିଛି ରାଶି ହେବାକୁ ଯାଉଛନ୍ତି ଧନବାନ ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗର ସମୟ ଆସୁଛି । ଆପଣଙ୍କ ପାଇଁ ରାଜଯୋଗର ସମୟ ଆସୁଛି ।

ଲମ୍ବା ସମୟରୁ ଯେଉଁ ଅସୁବିଧାର ସମୁଖିନ୍ନ ହେଉଥିଲେ ତାହା ଦୂର ହେବ । ସମସ୍ୟାର ସମାଧାନ ମିଳିବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ଆପଣ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ ।

ସିଂହ ରାଶି : ଏହି ରାଜଯୋଗ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଭଲ ରହିବାର ଅଛି । ଆପଣଙ୍କର ଭାଗ୍ଯର ଦ୍ଵାର ଖୋଲିଯିବ । ଆପଣଙ୍କର ଶୁଭ ସମୟର ରମ୍ଭ ହେବାକୁ ଯାଉଛି । ଆପଣଙ୍କର କିଛି ଯୋଜନା ହେବାର ଅଛି । ତାହା ଆଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଯଦି ଆପଣ ଲମ୍ବା ସମୟରୁ ପ୍ରମୋଶନ ପାଇଁ ଅପେକ୍ଷା କରିଛନ୍ତି ଏହାର ଫଳ ପ୍ରାପ୍ତ ଭେବ ।

କନ୍ୟା ରାଶି : ଏହି ରାଶିର ଲୋକଙ୍କ ପାଇଁ ବଡ ଧନ ଲାଭର ଯୋଗ ଅଛି । ବ୍ୟାପାରୀ ଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ବଡ ଧନ ଲାଭ ହେବାର ସମ୍ଭାବନା ରହୁଛି । ଆପଣ ଅଭୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ । ଏହି ଯୋଗ ପରେ ଆପଣଙ୍କର ପଇସାରେ କିଛି ବି ଅସୁବିଧା ରହିବ ନାହି ।

ତୁଳା ରାଶି : ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀ ଓ ପ୍ରଭୁ ହନୁମାନ ଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି । ଯାହା ଫଳରେ ଗୋଟେ ପଟେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଦ୍ଵିତୀୟ ପଟେ ଆପଣଙ୍କ ଘରେ ନୂଆ ବାହନ ମଧ୍ୟ ଆସିପାରେ । ଫାଲତୁ ଜିନିଷରେ ଆପଣ ପଇସା ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ । ଏହା କରିଲେ କୁବେର ମହାରାଜ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ।

କୁମ୍ଭ ରାଶି : ଏହି ଲୋକଙ୍କର ସବୁ ଅସୁବିଧା ଦୂର ହେବାକୁ ଯାଉଛି । ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି । ଏହା ବ୍ଯତୀତ ଆଜି ଯାଏଁ ଚାଲି ଆସୁଥିବା ଆର୍ଥିକ ସମସ୍ଯା ଦୂର ହେବ । କୌଣସି କାମକୁ ତରବର ହୋଇ କରିଲେ ସମସ୍ୟାରେ ପଡ଼ିପାରନ୍ତି ।

Leave a Reply

Your email address will not be published. Required fields are marked *