ପତ୍ନୀଙ୍କୁ ନିଜ ବାପା ଓ ମା’ଙ୍କ ଠାରୁ ବି ଅଧିକ ଭଲ ପାଆନ୍ତି ଏହି 2ନାମର ପୁରୁଷ- Jyotisha Shastra

ସ୍ତ୍ରୀ କୁ ବାପା ମା ଙ୍କ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏହି ଦୁଇଟି ନାମ ର ପୁରୁଷ । ଆଜି ଆମେ ଏପରି 2 ଟି ନାମ ର ପୁଅ ଙ୍କ ନା କହିବାକୁ ଯାଉଛୁ । ସେମାନେ ସବୁବେଳେ ସୁଖ ରେ ରୁହନ୍ତି । ଆମ ସାମ୍ନା ରେ ବିବାହ ଦୁଇଜଣ ଙ୍କ ର ନୁହେଁ ବରଂ 2 ଟି ପରିବାର ସହ ଜଡ଼ିତ । ବାହାଘର ପୂର୍ବ ରୁ ଦୁହେଁ ଦୁହିଁ ଙ୍କୁ ଜାଣିନଥାନ୍ତି କିନ୍ତୁ ବାହାଘର ପରେ ଦୁହେଁ ଦୁହିଁଙ୍କ ପରିବାର କଥା ଭାବି ନିଜର ଘର ସଂସାର କରିଥାନ୍ତି । ବା ସୁଖ ରେ ସମୟ ଅତିବାହିତ କରିଥାନ୍ତି । ଏ ସମାଜ ରେ ବିବାହ ଏକ ଏମିତି ବନ୍ଧନ ଯାହାକୁ ଲୋକ ମନେ ବୋହୁତ ବିଶ୍ୱାସ କରନ୍ତି ।

ସ୍ବାମୀ ସ୍ତ୍ରୀ ଏହି ବନ୍ଧନ କୁ ଦୁନିଆ ର ସବୁଠୁ ଭଲ ସମ୍ପର୍କ ବୋଲି କୁହାଯାଏ । ଥରେ ବାହାଘର ହେଲା ପରେ ସେମାନେ ନିଜ ଦୁଃଖ ରେ ଦୁଖୀ ହୋଇ ସମୟ ଅତିବାହିତ କରିଥାନ୍ତି । ଦୁହେଁ ଦୁହିଙ୍କୁ ବୁଝିବାର କ୍ଷମତା ରହିଥାଏ । ହିନ୍ଦୁ ଧର୍ମ ଅନୁସାରେ ବିବାହ ବନ୍ଧନ ରେ ସାତଜନ୍ମ ର ସାଥି ହେବାକୁ ପାଦ ରେ ପାଦ ମିଶେଇ ଚାଲିବାକୁ ଦୁହେଁ ଦୁହିଁଙ୍କୁ କଥା ଦେଇଥାନ୍ତି ।

ଦୁହି ଙ୍କ ମଧ୍ୟ ରେ ଝଗଡ଼ା ହେଲେ ମଧ୍ୟ ସେତିକି ପ୍ରେମ ମଧ୍ୟ ଭରି ରହିଥାଏ । ଆମେ ଆଜି ଦୁଇ ଜଣଙ୍କ ନା କହିବାକୁ ଯାଉଛୁ ଯାହାକି ସେମାନେ ନିଜ ଜୀବନ ସାଥି ଙ୍କ ସହ ଖୁସି ରେ ରହିଥାନ୍ତି । ଦୁଇ ଜଣଙ୍କ ମଧ୍ୟ ରେ ଝଗଡ଼ା ଦେଖା ଦେଇ ନଥାଏ । ଶାନ୍ତି ଦ୍ଵାରା ସେମାନେ ନିଜ ଖୁସି କୁ ଦୁଇ ଗୁଣିତ କରନ୍ତି ।

ପ୍ରଥମ ଅକ୍ଷର ହେଉଛି A ଏହି ନାମ ର ପୁଅ ତାଙ୍କ ଜୀବନ ସାଥି ଙ୍କୁ ବୋହୁତ ଭଲ ପାଇଥାନ୍ତି କିନ୍ତୁ ତାଙ୍କୁ ସବୁବେଳେ ଅଜଣା ଆତଙ୍କ ଘାରି ଥାଏ । ଯାହା ଦ୍ଵାରା ସେମାନେ ତାଙ୍କ ଜୀବନ ସାଥି ଙ୍କୁ ପ୍ରତିଟି କଥା ରେ ସଙ୍କା କରିଥାନ୍ତି । ସେହି ସନ୍ଦେହ ଦୁଇ ଙ୍କ ମଧ୍ୟ ରେ ବୋହୁତ କ୍ଷତି କରିଥାଏ ।

ଆଉ ଗୋଟେ ଅକ୍ଷର ହେଉଛି D ଏହି ନାମ ର ପୁଅ ମାନେ ସ୍ଵଭାବ ରେ ଖରାପ ହୋଇନଥାନ୍ତି କିନ୍ତୁ ଏମାନେ ଖୁସି ରେ ବା ସୁଖ ରେ ଚଳିପାରନ୍ତିନି । ଅମ୍ବେ କେବେ ମଧ୍ୟ ନିଜ ଜିନିଷ କୁ ପର ସହ ବାଣ୍ଟିବାକୁ ଚାହାନ୍ତିନି ଯାହା ଦ୍ଵାରା ସେମାନେ ସବୁବେଳେ ଦୁଃଖ ରେ ଜୀବନ ଅତିବାହିତ କରିଥାନ୍ତି । ଏବଂ ନିଜ ଜୀବନ ସାଥି ଙ୍କୁ ବୋହୁତ ଭଲ ପାଇଥାନ୍ତି । ସୁଖ ପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି । ପତ୍ନୀ ଙ୍କୁ ସବୁବେଳେ ଖୁସି କରିବାର ପ୍ରୟାସ କରିଥାନ୍ତି । ସବୁବେଳେ ତାଙ୍କର କଥା କୁ ମନେପକାଇ ଥାଆନ୍ତି । ଏବଂ ସ୍ଵଭାବ ରେ ଅତ୍ୟନ୍ତ ଭଲ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *