ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯେଉଁ ଲୋକମାନଙ୍କ ଉପରେ ପିତୃପୁରୁଷଙ୍କର ଆଶ୍ରୀବାଦ ରହିଥାଏ । ସେହି ବ୍ୟକ୍ତି ଜୀବନରେ ଅନେକ ଉନ୍ନତି କରିବାର ଦେଖାଯାଇଥାଏ । ସେଥିପାଇଁ ସବୁ ମନୁଷ୍ୟ ନିଜ ପିତୃପିରୁଷଙ୍କ ଆତ୍ମାକୁ ଶାନ୍ତି କରିବାକୁ ଦାନ, ଧର୍ମ କରିବା ନିହାତି ଜରୁରୀ ହୋଇଥାଏ । ଯେଉଁ ବ୍ୟକ୍ତି ଏପରି କାର୍ଯ୍ୟ କରିନଥାଏ । ସେହି ବ୍ୟକ୍ତିକୁ ପିତୃଦୋଷ ଲାଗିଥାଏ । ଯେଉଁ କାରଣରୁ ବ୍ୟକ୍ତି ଜୀବନରେ ଅନେକ କଷ୍ଟ ଭୋଗ କରିଥାଏ ।
ଗରୁଡ ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ କଥା ଅନୁଯାଇ ନିଜର ପିତୃପୁରୁଷଙ୍କୁ ପ୍ରସନ୍ନ କରିବାକୁ କେତେକ ଉପାୟ ବର୍ଣ୍ଣନା କରାଯାଇଛି । ପିତୃପୁରୁଷ ପକ୍ଷ ଦିନ ମାନଙ୍କରେ ଘରର ବ୍ୟକ୍ତି ନିଜ ପିତୃପୁରୁଷଙ୍କୁ ଆବାହନ କରିଥାଏ କିନ୍ତୁ ସେହି ସମୟରେ ଅନ୍ୟ ଖରାପ ଆତ୍ମା ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥାଏ । ଖରାପ ପ୍ରେତ ଆତ୍ମାର ପ୍ରବେଶ ଦ୍ଵାରା ଘରେ ଭୟଙ୍କର ପରିବେଶ ସୃଷ୍ଟ ହୋଇଥାଏ ।
ସେଥିପାଇଁ ନିଜ ପିତୃପୁରୁଷଙ୍କୁ ନିଜ ଘରକୁ ଆବାହନ କରିବା ପାଇଁ ନିଜ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ପାଣି ଛିଞ୍ଛିବା ଉଚିତ ହୋଇଥାଏ । ପିତୃପୁରୁଷଙ୍କ ସନ୍ତୁଷ୍ଟି ନିମନ୍ତେ ସେହି ଦିନ ଭୋଜନ ବ୍ୟବସ୍ତା କରାଯାଇଥାଏ । ବହୁତ ଲୋକ ଅଛନ୍ତି ପିତୃପୁରୁଷଙ୍କୁ ଭୋଜନ ଦେବାକୁ ଯାଇ ତାଙ୍କ ଫୋଟ ସାମ୍ନାରେ ଭୋଜନ ରଖିଦେଇଥାନ୍ତି ।
ଏହା ଦ୍ଵାରା ତାଙ୍କୁ ଶାନ୍ତି ପ୍ରାପ୍ତ ହୋଇନଥାଏ । ସେଥିପାଇଁ ସେହି ଭୋଜନରୁ କିଛି ଗାଈ, କୁକୁର ଓ କାଉ ମାନଙ୍କୁ ଦେବା ଉଚିତ । ଏପରି କରିବା ଦ୍ଵାରା ଏହି ଭୋଜନ ପିତୃପୁରୁଷଙ୍କୁ ପ୍ରାପ୍ତ ହୋଇଥାଏ । ପିତୃ ପକ୍ଷରେ ପିତୃଙ୍କୁ ଶାନ୍ତି ପାଇଁ ତାଙ୍କ ଫୋଟ ସମ୍ମୁଖରେ ଶୁଦ୍ଧ ଘିଅ ଜଳାଇବା ଉଚିତ । ନିଜ ଭୁଲ୍ ପାଇଁ ତାଙ୍କୁ କ୍ଷମା ମାଗି ତାଙ୍କର ଆବାହନ କରିବା ଦରକାର । ଯଦି ପିତୃ ପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରନ୍ତି ନାହିଁ ।
ତେବେ ତାଙ୍କ ପାଇଁ ଦକ୍ଷିଣ ଦିଗରେ ଦୀପ ପ୍ରଜ୍ୱୋଳନ କରିବା ଉଚିତ ହୋଇଥାଏ । ଗାଈଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ଆପଣ ଯେଉଁ ସ୍ତାନରେ ଠିଆ ହୋଇଥାନ୍ତୁ । ଦକ୍ଷିଣ ଦିଗକୁ ମୁହଁ କରି ପିତୃପୁରୁଷଙ୍କୁ ପ୍ରଣାମ କରି ତାଙ୍କ ଠାରୁ କ୍ଷମା ପାର୍ଥନା କରିବା ଦରକାର । ଭଗବାନ ଶ୍ରୀକୃଷ୍ଣଙ୍କ କଥା ଅନୁସାରେ ପିତୃପୁରୁଷଙ୍କ ଉଦ୍ଧେଶ୍ୟରେ ରାଶିର ଦାନ କରିବା ଉଚିତ ।
ସେହି ବ୍ୟକ୍ତି ନିଜର ସମସ୍ତ ପାପରୁ ମୁକ୍ତି ପାଇକରି ବୈକୁଣ୍ଠ ଧାମ ପ୍ରାପ୍ତ କରିଥାଏ । ସେଥିପାଇଁ ପିତୃ ପକ୍ଷ ଦିନ ପିତୃପୁରୁଷଙ୍କର ଆଶ୍ରୀବାଦ ପାଇବା ପାଇଁ ସେହିଦିନ ରାଶି ଦାନ କରିବା ନିହାତି ଉଚିତ । ପିତୃ ପକ୍ଷ ଦିନ ନିମ ଗଛ, ପିପ୍ପଳି ଗଛ କାଟିବା ଉଚିତ ନୁହେଁ । ଏହା ଦ୍ଵାରା ପିତୃ ଦୋଷ ଲାଗିଥାଏ । ସେହି ଦିନ ରାଶି ମିଶ୍ରିତ ପାଣି ତୁଳସୀ ଗଛକୁ ଚଢାଇବା ଉଚିତ । ଏହା ଦ୍ଵାରା ଦରିଦ୍ରତା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ