ବନ୍ଧୁଗଣ ନମସ୍କାର,ତେବେ ଏହି ୬ ରାଶି ଙ୍କ ଜୀବନ ରେ ଥିବା ବିପଦ ଦୂର କରିବେ ଭଗବାନ ଶିବଶମ୍ଭୁ । ଦେବ ର ଦେବ ମହାଦେବ ହେଉଛନ୍ତି ସମ୍ପୂର୍ଣ୍ଣ ଜଗତ ର ପ୍ରତିଷ୍ଠାତା । ମହାଦେବ ଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ । ଯଦି କୌଣସି ଲୋକ ଉପରେ ବିପଦ ଆସିଥାଏ ତେବେ ମହାଦେବ ତାଙ୍କୁ ନିଶ୍ଚିତ ରକ୍ଷା କରିଥାନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ରାଶିଚକ୍ର ର ୬ ଟି ରାଶି ଉପରେ ପ୍ରସନ୍ନ ଅଛନ୍ତି ଶିବଶମ୍ଭୁ । ଏମାନଙ୍କ ଜୀବନ ରେ ବର୍ତ୍ତମାନ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ । ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ତେବେ ଆସନ୍ତା ସମୟରେ ଏହି ରାଶି ମାନଙ୍କୁ ମହାଦେବ ଙ୍କ କୃପାଦୃଷ୍ଟି ଲାଭ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ଥିବା ସମସ୍ତ ପ୍ରକାର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କୌଣସି ଯାନବାହନ କ୍ରୟ କରିବାର ସମ୍ଭାବନା ରହିଛି । ଯେଉଁମାନେ ପ୍ରେମ ସମ୍ବନ୍ଧରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କ ଆସୁଥିବା ସମୟ ଅତ୍ୟନ୍ତ ଆନନ୍ଦ ଦାୟକ ରହିବ ।
ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ମହାଦେବ ଙ୍କ ଅଶେଷ କୃପାଦୃଷ୍ଟି ରହିବ । ଏମାନଙ୍କୁ ସମସ୍ତ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଏବଂ ଏମାନେ ଉନ୍ନତି ହାସଲ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ବହୁତ ଉପଯୋଗୀ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ ଏବଂ ଏହା ସହିତ ପ୍ରତିଯୋଗିତା ଓ ଖେଳକୁଦ ରେ ମଧ୍ୟ ଉନ୍ନତି ହାସଲ କରିବେ ।
କୌଣସି ଗୁପ୍ତ ଧନ ଲାଭ ହେବାର ସମ୍ଭାବନା ରହିଛି । ଏମାନଙ୍କ ମନ ପାଠରେ ଲାଗି ରହିବ । ସମସ୍ତ କାର୍ଯ୍ୟ ସଫଳ ଭାବରେ ସମ୍ପାଦନ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟରେ ବିଦେଶ ଯାତ୍ରା ର ଯୋଗ ରହିଛି ଏବଂ ଏହା ସହିତ କୌଣସି ଧାର୍ମିକ ଅନୁଷ୍ଠାନ କୁ ମଧ୍ୟ ଏମାନେ ଯାତ୍ରା କରି ପାରିବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ପକ୍ଷ ରେ ରହିବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ବଢ଼ିବ ।
ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଏବଂ ଜୀବନ ରେ ଥିବା ସମସ୍ତ ବାଧା ବିଘ୍ନ ଦୁର ହେବ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଘର ଓ ପରିବାର ରେ ଶାନ୍ତି ର ବାତାବରଣ ରହିବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପୂର୍ଣ ହୋଇଯିବ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବିଶେଷ ଙ୍କ ଖରାପ ସମୟ ର ଅନ୍ତ ଘଟି ଶୁଭ ସମୟର ଆଗମନ ହେବାକୁ ଯାଉଛି । ମହାଦେବ ଏମାନଙ୍କ ଜୀବନ ରେ ହସଖୁସି ଭରି ଦେବେ । ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି, କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଏବଂ ତୁଳା ରାଶି ।