500 ବର୍ଷ ପରେ ଏହି ବର୍ଷ ରାଖୀରେ ବନୁଛି ମହା ସଂଯୋଗ… ରାକ୍ଷୀ ବାନ୍ଧିବା ପୂର୍ବରୁ କରନତୁ ଏହି 1 କାମ

ରାକ୍ଷୀ ବାନ୍ଧିବାକୁ ପୂର୍ବ ରୁ କରିବେ ଏହି ଏହି କାମ । ଶ୍ରାବଣ ର ପୂର୍ଣ୍ଣିମା ତିଥି ରେ ରକ୍ଷାବନ୍ଧନ ର ପାଳନ କରାଯାଏ । ଏହି ଥର ରାକ୍ଷୀ ବୋହୁତ ଶୁଭ ଯୋଗ ରେ ଆସୁଅଛି । ଏହି ମାସ ର ବା ଅଗଷ୍ଟ ମାସର 11 ତାରିଖ ରେ ଏହି ବନ୍ଧନ ହେବ । ଏହି ଦିନ ରେ ଭଉଣୀ ନିଜ ଭାଇ କୁ ରାକ୍ଷୀ ବନ୍ଧିକି ଭାଇ ର ଆଶୀର୍ବାଦ ନିଏ । 2022 ରାକ୍ଷୀ ବାନ୍ଧିବା ର କିଛି ସଂକେତ ବା ନିୟମ ସମ୍ପର୍କ ରେ ସୂଚନା ଦେବୁ । 11:37 ରେ 12 : 29 ଅଭିଚିତ୍ ମୁହୂର୍ତ୍ତରହିବ , ଖରାବେଳେ 2:14 ରୁ 3:7 ପର୍ଯ୍ୟନ୍ତ ବିଜୟ ମୁହୁର୍ତ ରହିବ ।

ଗୋଧୁଳି ମୁହୂର୍ତ୍ତ ସନ୍ଧ୍ୟା 6:23 ରୁ 6:47 ମିନିଟ ପର୍ଯ୍ୟନ୍ତ ରହିବ । ସନ୍ଧ୍ୟା କାଳୀନ ସମୟ 6:36 ରୁ 7:42 ମିନିଟ ପର୍ଯ୍ୟନ୍ତ ରହିବ । ଅମୃତ କଲା ମୁହୂର୍ତ୍ତ ସନ୍ଧ୍ୟା 6:56 ରୁ 8: 30 ମିନିଟ ପର୍ଯ୍ୟନ୍ତ ରହିବ । ଏହି ପୂର୍ଣ୍ଣିମା ରେ ରବି ଓ ସୌଭ୍ୟା ରହିବ । ଶୋଭନ ଯୋଗ ର ମଧ୍ୟ ଯୋଗ ରହିଛି । ଏହି ଯୋଗ କେତେ ବର୍ଷ ପରେ ପଡ଼ିବାକୁ ଯାଉଛି ।

ରକ୍ଷାବନ୍ଧନ ଦିନ ସକାଳ ଗାଧେଇବା ପରେ ଭାଇ ଭଉଣୀ ର ସମ୍ପର୍କ କୁ ନେଇ ରାକ୍ଷୀ ବନ୍ଧା ଯାଇଥାଏ ଏବଂ ଭାଇ ଭଉଣୀ ର ସମ୍ପର୍କ ନିବିଡ଼ ହୋଇଥାଏ । ପ୍ରତ୍ୟେକ ରାକ୍ଷୀ ପୂର୍ବ ରୁ ଭଗବାନ ଗଣେଶ ଙ୍କୁ ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ପରେ ଭଗବାନ ବିଷ୍ଣୁ , ଶିବ , ଓ ଶ୍ରୀ କୃଷ୍ଣ ଙ୍କୁ ବାନ୍ଧିବା ଉଚିତ୍ ।

ମେଷ ରାଶି – ଏହି ରାଶି ଙ୍କ ପାଇଁ ନାଲି ରଙ୍ଗ ଶୁଭ ଅଟେ । ଆପଣ ଭଉଣୀ କୁ ନାଲି ରଙ୍ଗ ର କିଛି ଉପହାର ଦିଅନ୍ତୁ । ବୃଷ ରାଶି – ଶୁକ୍ର ଗ୍ରହ ର ପ୍ରବାହ ହୋଇଥାଏ । ଚାଦୀ ର ଜିନିଷ ବା ସିକା ଦେଉଛନ୍ତି ତାହା ଶୁଭ ହୋଇଥାଏ ।

କର୍କଟ ରାଶି – ଗ୍ରହ ଚନ୍ଦ୍ରମା ଏହି ରାଶି ଚାତକ ରେ ଧଳା ରଙ୍ଗ ର କିଛି ଉପହାର ଦିଆଯାଇଥାଏ । ସିଂହ ରାଶି – ଏମାନ ଙ୍କୁ ସୁନା ବା କୌଣସି ସୁନା ପଇସା ଉପହାର ଦିଅନ୍ତୁ । ସୁନେଲି ରଙ୍ଗ ଶୁଭ ହୋଇଥାଏ ।
କନ୍ୟା ରାଶି – ବୁଧ ଗ୍ରହ , ଏହି ରାଶି ଲୋକ ମାନେ ଗଣେଶ ଙ୍କ ମୂର୍ତ୍ତି ବା କୌଣସି ବହି କୁ ଉପହାର ଦିଅନ୍ତୁ ।

Leave a Reply

Your email address will not be published. Required fields are marked *