ସକାଳୁ ଉଠି କହି ଦିଅନ୍ତୁ ଏହି ମନ୍ତ୍ର, ସବୁ ମନୋକାମନା ହେବ ପୂର୍ଣ, ଯାହା ଚାହିଁବେ ତାହା ପାଇବେ…

ବନ୍ଧୁଗଣ ସକାଳୁ ମନ୍ତ୍ର ଜପ କରିବା ସାକ୍ଷାତ ଆପଣଙ୍କ ଘରୁ ଦାରିଦ୍ରତା ଦୂର କରିବା ବୋଲି ମାନାଯାଏ । କାରଣ ଯେଉଁ ଘରେ ସକାଳୁ ଶୁଭ ହୋଇଥାଏ ସେଠାରେ ଦୁଖ, ଦାରିଦ୍ରତା ଆସେ ନାହି । କାରଣ ଆଜିକା ସମୟରେ କିଛି ନା କିଛି ରୂପେ ବ୍ୟକ୍ତିକୁ ମାନସିକ ଚିନ୍ତା ହୋଇଥାଏ । ଏହା କାରଣରୁ ଆର୍ଥିକ କ୍ଷତି ହୋଇଥାଏ । ବ୍ୟାପାରରେ, ପରିବାରରେ କିଛି ଅସୁବିଧା ସୃଷ୍ଟି ହୋଇଥାଏ ।

ସେଥିପାଇଁ ସକାଳୁ ଉଠିବା ପରେ ଏହି ମନ୍ତ୍ର କହିବା ଦ୍ଵାରା ବିନା ପୂଜାରେ ବି ସବୁ ଇଚ୍ଛା ପୂରଣ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମନ୍ତ୍ର ଜପ କରିଲେ ଆପଣ ସବୁ କିଛି ପାଇପାରିବେ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଆଜି ଆମେ ଆପଣଙ୍କୁ କହିବୁ ଦେବାଧିଦେବ ମହାଦେବ ଙ୍କ ମନ୍ତ୍ର ବିଷୟରେ । ମହାଦେବଙ୍କ ଠାରେ ଏତେ ଶକ୍ତି ଥାଏ କି ସେ ଆମର ଟିକେ ପ୍ରାର୍ଥନା ରେ ସବୁ ଇଚ୍ଛା ପୂରଣ କରିଥାନ୍ତି ।

ଏହି ମନ୍ତ୍ର ଜରିଆରେ ଆପଣଙ୍କ ଜୀବନର ସବୁ ଶକ୍ତି କୁ ଜୀବନରେ ଦେଖିବାକୁ ପାଇପାରିବେ । ମହାଦେବ ଙ୍କ ମନ୍ତ୍ର ଜପ ପୂର୍ବରୁ ତାଙ୍କ ଅବତାର ପ୍ରଭୁ ହନୁମାନ ଙ୍କ ମନ୍ତ୍ର ଜପ କରିବା ଉଚିତ । କାରଣ ସବୁଠୁ ଅଧିକ ଶକ୍ତି ଓ କଳିଯୁଗରେ ଥିବା ଦେବତା ହେଉଛନ୍ତି ହନୁମାନ । ସକାଳୁ ଉଠିବା ପରେ ଉତ୍ତର ଦିଗକୁ ମୁଖ କରି ବସନ୍ତୁ । ଗୋଟେ ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଦ୍ଵାରା ଜୀବନରେ କିଛି ଦୁଖ ରହିବ ନାହି ।

ଆପଣଙ୍କର ସବୁ ସଙ୍କଟ ଦୂର ହେବ । ହନୁମାନ ଚାଳିଶା ପାଠ କରିବା ଦ୍ଵାରା କେହି ଅନିଷ୍ଟ ଚିନ୍ତା କରୁଥିଲେ କିଛି ପରିଣାମ ମିଳିବ ନାହି । କୌଣସି କାମରେ ଆପଣ ବିଜୟ ପ୍ରାପ୍ତ କରିବେ । ଭୋଳାନାଥ ଙ୍କର ସେହି ମନ୍ତ୍ର ଟି ହେଉଛି ଓମ ନମହ ଶିବାୟ ଯାହା ଛୋଟିଆ ମନ୍ତ୍ର ଅଟେ । କିନ୍ତୁ ଏଥିରେ ବ୍ରମହା, ବିଶୁଣୁ, ମହେଶ୍ଵର ତିନି ଦେବତାଙ୍କ ଶକ୍ତି ରହିଛି । ଓମ ଶବ୍ଦ ଦ୍ଵାରା ସେହି ୩ଟି ଦେବତାଙ୍କ କୃପା ପାଇ ହେବ ।

ସକାଳୁ ଉଠିବା ପରେ ହାତ ଯୋଡି ଓମ କହିବା ଦ୍ଵାରା ଚାରି ପାଖରେ ଥିବା ଖରାପ ଶକ୍ତି ଦୂର ହେବ । ଆପଣଙ୍କ ଘରେ ଥିବା ନେଗେଟିଭ ଊର୍ଜା ଦୂର ହେବ । ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଏହି ମନ୍ତ୍ର ଯାହା ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ ତାହାକୁ ଉଚ୍ଚାରଣ କରିବାକୁ ହେବ । ଆପଣଙ୍କ ଜୀବନରେ କେହି ଶତ୍ରୁ ରହିବେ ନାହି । କୌଣସି ବ୍ୟକ୍ତି ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିବେ ନାହି ।

ଆପଣଙ୍କୁ ଗୋଟେ ଥର ସକାଳୁ ଏହି ମନ୍ତ୍ର ଜପ କରିବାକୁ ହେବ । ମାତ୍ର ଟି ହେଉଛି ତ୍ରୟମ୍ବକ ୟଜାମହେ ସୁଗନ୍ଧିମ ପୃଷ୍ଟି ବର୍ଦ୍ଧନମ ଉର୍ବାରୁକମେବ ବନ୍ଧନାତ ମୃତ୍ୟୁ ମୁଖ୍ୟ ମାମୃତୟା । ଏହି ମନ୍ତ୍ର ଜପ କରିଲେ ବଡରୁ ବଡ ଦୁଖ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *