ନମସ୍କାର ବନ୍ଧୁଗଣ ତେବେ ଗ୍ରହ ମାନଙ୍କ ଚଳନରେ ବ୍ୟକ୍ତି ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ । ଗ୍ରହ ଓ ନକ୍ଷେତ୍ର ମାନଙ୍କର ଗତିବିଧି ପାଇଁ ମଣିଷ ରାଶି ମାନଙ୍କ ଉପରେ ପ୍ରବାହ ପଡିଥାଏ । ଏହି ୬ଟି ରାଶି ପାଇଁ ବନୁଛି ମହା ସଂଯୋଗ । ଏହି ରାଶିର ଲୋକମାନଙ୍କର ଭାଗ୍ୟ ପ୍ରଭୁ ଶନିଦେବଙ୍କ କୃପା କାରଣରୁ ଆପଣଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ବ୍ୟାପାରୀମାନେ ଅଧିକ ଧନ ଲାଭ କକିବେ । କିଛି ନୂଆ ସୁଯୋଗ ଆପଣଙ୍କ ପାଖକୁ ଆସିବ । ନିଜର ବୁଦ୍ଧିମତା ଆପଣ ଅଧିକରୁ ଅଧିକ ଧନ ଉପାର୍ଜନ କରିପାରିବେ ।
ତେବେ ବ୍ୟବସାୟ, ପରିବହନ, ଶିଳ୍ପ ଏବଂ ନିର୍ମାଣ କ୍ଷେତ୍ରର ବ୍ୟକ୍ତି ତାହା ସହିତ ବାଲି, ଗୁଡି ଏବଂ ସିମେଣ୍ଟର ବ୍ୟାପାରୀମାନଙ୍କୁ ଏବଂ ଲୁହା ଜନିତ ବ୍ୟାପାରୀମାନଙ୍କୁ ଏହି ମାସରେ ସବୁଠାରୁ ଅଧିକ ଧନ ଲାଭ ହେବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଭଗବାନ ଶନିଦେବଙ୍କ କୃପାରୁ ଉନ୍ନତିର ନୂଆ ଅବସର ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଦୂର ହୋଇଯିବ । ଆପଣଙ୍କ ପାଖରେ ଶତୃମାନେ ପରାଜିତ ହେବେ । ପାରିବାରିକ ଶାନ୍ତି ପ୍ରାପ୍ତ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇିଁବ ।
ମହିଳା ମାନେ ସୁଖରେ ଜୀବନ ଯାପନ କରିବେ । ଛାତ୍ରଛାତ୍ରୀ ମାନେ ମଧ୍ୟ ସଫଳତା ଲାଭ କରିବେ । ଆପଣ ଯେଉଁ ବି କର୍ମ କ୍ଷେତ୍ରରେ ଥାଆନ୍ତୁ ନାଁ କାହିଁକି ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି । ମାନ ସମ୍ମାନ ବୃଦ୍ଧି ପାଇିଁବ । ବନ୍ଧୁ ମାନଙ୍କ ସହଯୋଗ ପ୍ରାପ୍ତ ହେବ । କୌଣସି ବନ୍ଧୁ ତରଫରୁ ଆପଣଙ୍କୁ ଖୁସି ଖବର ପ୍ରାପ୍ତ ହେବ ।
କିମ୍ବା କୌଣସି ବନ୍ଧୁ ସହଯୋଗ ପାଇଁ ଆପଣଙ୍କ କ୍ୟାରିଅର କ୍ଷେତ୍ରରେ ଉନ୍ନତି ହେବ । ସମ୍ପତ୍ତି ସମ୍ଭନ୍ଧୀୟ ବାଦ ବିବାଦ ଦୂର ହୋଇଯିବ । ନୂତନ ଅର୍ଥ ଲାଭର ଯୋଗ ବନୁଅଛି । ତେବେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂତନ ପଦାର୍ଥ କ୍ରୟ କରିବେ । ପାରିବାରିକ ଶାନ୍ତି ବଜାୟ ରହିବ । ଜୀବନ ସାଥିଙ୍କ ସହଯୋଗ ପାଇଁବେ ।
ଅଧୁରା କାମ ପୂରା ହେବ । ସାମାଜିକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ସରକାରୀ କାମରେ ସାହାର୍ଯ୍ୟ ପ୍ରାପ୍ତି ହେବ । ଉନ୍ନତିର ନୂଆ ରାସ୍ତା ଖୋଲିବ । ଆପଣ ଆପଣଙ୍କ ଭାଗ୍ୟକୁ ଏହି ମାସରେ ପରୀକ୍ଷା କରିପାରିବେ । ତେବେ ବନ୍ଧୁଗଣ ସେହି ସବୁ ରାଶି ଗୁଡିକ ହେଉଛନ୍ତି- ମିଥୁନ,କର୍କଟ,ବୃଷ,ମୀନ,କନ୍ୟା ଏବଂ ମେଷ ।