ଶ୍ରାବଣ ମାସ ଯାହାକୁ ପ୍ରେମର ମାସ ବୋଲି କୁହାଯାଏ । ଏହି ମାସ ରେ ଭଗବାନ ଙ୍କୁ ତପସ୍ୟା କରି ଯାହାର ଯାହା ଇଛା ରହିଥାଏ ତାହା ପୂରଣ ହୋଇଥାଏ । ଏହି ମାସ ରେ ପାର୍ବତୀ ଶିବ ଙ୍କୁ ପୂଜାର୍ଚ୍ଚନା ର ସହ ଭକ୍ତି ପୂର୍ଣ୍ଣ ଭାବ ରେ ତାଙ୍କୁ ମାଗିଥିଲେ ଏବଂ ଶିବ ତାଙ୍କୁ ନିଜ ସ୍ତ୍ରୀ ରୂପେ ସ୍ବୀକାର କରିଥିଲେ । ଭଗବାନ ଶିବ ଙ୍କ ପୂଜାର୍ଚ୍ଚନା ଆମେ ବୋହୁତ ଧୁମ୍ ଧାମ ର ସହ ପାଳନ କରିଥାଉ । ତାଙ୍କୁ ପ୍ରସନ୍ନ କରିବାକୁ ବୋହୁତ ସାରା ଲୋକ ମାନେ ପୂଜା ପାଠ କରିଥାନ୍ତି । କିନ୍ତୁ ଯିଏ ନିଜ ହୃଦୟ ରୁ ପୂଜା କରିଥାଏ ସିଏ ହିଁ ଶିବ ଙ୍କ କୃପା କୁ ଲାଭ କରିପାରେ ।
କିଛି ଲୋକ କେବଳ ସାତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି । ଯଦି ଏହି ମାସ ରେ ଆପଣ ପ୍ରଭୁ ଶିବ ଙ୍କ ସହ ମାତା ପାର୍ବତୀ ଙ୍କ ର ପୂଜାର୍ଚ୍ଚନା କରିବେ ତାହେଲେ ମଧ୍ୟ ଭଲ ଫଳ ମିଳିବ । ଶ୍ରାବଣ ମାସ ରେ ଶିବ ଙ୍କ ସହ ମାତା ପାର୍ବତୀ ଙ୍କ ର ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ । ସୁହାଗିନି ଝିଅ ମାନ ଙ୍କୁ ଏହି ପୂଜା କରିବା ଜରୁରୀ ଅଟେ । ଯେପରି ପାର୍ବତୀ ଶିବ ଙ୍କୁ ପାଇବା ପାଇଁ କଷ୍ଟ କରି ପୂଜାର୍ଚ୍ଚନା କରିଥିଲେ ଠିକ୍ ସେହି ପରି ଝିଅ ମାନେ ମଧ୍ୟ ପୂଜାର୍ଚ୍ଚନା କରିବା ଉଚିତ୍ ।
ଶ୍ରାବଣ ର ସୋମବାର ରେ ଗୌରୀଙ୍କ ପୂଜା କରିବା ଉଚିତ୍ ଓ ସିନ୍ଦୂର ଓ ଲାଲ୍ ଫୁଲ ପ୍ରଦାନ କରିବା ଉଚିତ୍ । ଯଦି ଆପଣ ଙ୍କ ପତି ଙ୍କ ଦେହ ଖରାପ ରହିଥାଏ ତାହେଲେ ଆପଣ ଙ୍କୁ ଏହି ଉପାୟ କରିବା ଉଚିତ୍ ମନ୍ଦାର ଫୁଲ କୁ ଚଢ଼ାଇଲେ ମଧ୍ୟ ବୋହୁତ ଭଲ । ଶ୍ରାବଣ ର ପରିବେଶ ଅତ୍ୟନ୍ତ ଆନନ୍ଦ ମୟ ହୋଇଥାଏ । ଭଗବାନ ଶିବ ଯେତେବେଳେ ପାର୍ବତୀ ଙ୍କୁ ମିଳିବାକୁ ଧରା ପୃଷ୍ଟ କୁ ଆସିଥିଲେ ସେତେବେଳେ ତାଙ୍କ ବିବାହ ପାଇଁ ଚାରିଆଡେ ସେ ସୁନ୍ଦର ସୁନ୍ଦର ଚାରା ର ପ୍ରୟୋଗ କରିଥିଲେ ଯାହା ଦ୍ଵାରା ଧରା ପୃଷ୍ଟ ହସୁଥିବର ନଜର ଆସେ ।
ଯଦି ଆପଣ ଶ୍ରାବଣ ମାସ ରେ ସବୁଜ ରଙ୍ଗ ର ଶାଢ଼ୀ ବା ବସ୍ତ୍ର ପରିଧାନ କରିବେ ତାହେଲେ ଏହା ଆପଣ ଙ୍କ ମଧ୍ୟ ରେ ଓ ଆପଣ ଙ୍କ ସ୍ବାମୀ ଙ୍କ ମଧ୍ୟ ରେ ନିବିଡ଼ ସଂପର୍କ ସ୍ଥାପନ କରିଥାଏ । ସବୁଜ ରଙ୍ଗ ହେଉଛି ଶ୍ରାବଣ ମାସର ରଙ୍ଗ । ଏହି ମାସ ରେ କୌଣସି ମହିଳା ଙ୍କୁ ନିଜ ବେକ ଖାଲି କରିବା ଉଚିତ୍ ନୁହେଁ । ଶ୍ରାବଣ ମାସ ରେ କଳା ରଙ୍ଗ ର ବସ୍ତ୍ର କେବେ ମଧ୍ୟ ପରିଧାନ କରିବା ଉଚିତ୍ ନୁହେଁ । ଏହି ସମୟ ରେ ଆପଣ ଙ୍କୁ ନାଲି ଓ ଗୋଲାପି ଓ ସବୁଜ ରଙ୍ଗ ର ବସ୍ତ୍ର ପିନ୍ଧିବା ଉଚିତ୍ । କଳା ରଙ୍ଗ ବସ୍ତ୍ର ପିନ୍ଧିବା ଦ୍ଵାରା ଆପଣ ଙ୍କ ମନରେ ନକାରାତ୍ମକ ଶକ୍ତି ଭରି ହୋଇଯାଏ ।
ଏହି ମାସ ରେ କାଉଡ଼ିଆ ଜଳ ନେଇ ଶିବ ଙ୍କୁ ଅର୍ପଣ କରିଥାଏ । ଭଗବାନ ଶିବ ଙ୍କୁ ବେଲ ପତ୍ର ଅର୍ପଣ କରିବା ସହ ପାଣି ଚଢାଇବା ଏକ ସୌଭାଗ୍ୟ ର କଥା ହୋଇଥାଏ । ଶିବ ଲିଙ୍ଗ ରେ ଭସ୍ମ ଲଗାଇବା ଦ୍ଵାରା ମହାଦେବ ବୋହୁତ ପ୍ରସନ୍ନ ହୋଇଥାନ୍ତି । ଅନ୍ନ ଓ ଧନ ରେ ଘର ପରିପୂର୍ଣ ହେଇଯିବ । ଚାନ୍ଦୀ ର ତ୍ରିଶୂଳ ଅର୍ପଣ କରିବା ଦ୍ୱାରା ଶିବ ଆପଣ ଙ୍କ ଉପରେ ଅଧିକ୍ୟତା ପ୍ରଦାନ କରିଥାନ୍ତି ।
ଏହାକୁ ଆଣି ନିଜ ଘର ଆଗରେ ଟାଙ୍ଗୀ ଦିଅନ୍ତୁ ଏବଂ ସବୁବେଳେ ନମସ୍କାର କରନ୍ତୁ ଏହା ଦ୍ଵାରା ଘର ର ସମସ୍ତ ଦୁଃଖ ସଙ୍କଟ ଦୁର ହେବ । ଚାନ୍ଦୀ ବା ପିତଳ ଓ ତମ୍ବା ର ନାଗୁଣୀ ବା ନାଗ ଙ୍କ ମୂର୍ତ୍ତି ଅନିକି ଘରେ ରଖି ପୂଜାର୍ଚ୍ଚନା କରନ୍ତୁ । ଏହା ହେଉଛି ଶିବ ନକର ଅଭୂଷଣ ଏହା ଦ୍ଵାରା ଆପଣ ଙ୍କ ଗ୍ରୁହ ରେ ଶିବ ଙ୍କ ସାକ୍ଷାତ ଦର୍ଶନ ମିଳିଥାଏ ।
ଶ୍ରାବଣ ମାସ ରେ ଯଦି ଆପଣ ରୁଦ୍ରାକ୍ଷ ଘରକୁ ଆଣୁଛନ୍ତି ତାହେଲେ ଘରକୁ ଧନ ର ଆଗମନ ର ସୂଚନା ମିଳିଥାଏ । ଗଙ୍ଗା ଜଳ ରେ ଶିବଲିଙ୍ଗ କୁ ଗଧୋଇଦେବା ଶୁଭ ବୋଲି ମନା ଯାଇଛି । ଏହା ଦ୍ଵାରା ଆପଣ ଙ୍କ ଜୀବନ ରେ ହୋଇଥିବା କଷ୍ଟ ବା ଦୁଃଖ ସବୁ ଧୋଇହୋଇଯାଏ । ବା ନଷ୍ଟ ହୋଇଯାଏ ।