ଏହି 6 ଟି ରାଶି ସେପ୍ଟେମ୍ବର ମାସରେ ଅଟନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ହେବେ କୋଟିପତି, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ବନ୍ଧୁଗଣ ସେପ୍ଟେମ୍ବର ମାସର ରମ୍ଭ ହେବାକୁ ଯାଉଛି ଏବଂ ଏହି ସେପ୍ଟେମ୍ବର ମାସରେ ଏହି 6ଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି ।   ପ୍ରେମମୟ ଜୀବନ ଆରମ୍ଭ ହେବାକୁ ଯାଉଛି । ସୁଖ ରେ ସମୟ ଅତିବାହିତ ହେବାକୁ ଯାଉଛି । ଭଲ ପଦବୀ ରେ ଚାକିରି ମଧ୍ୟ ମିଳିବାକୁ ଯାଉଚି । ଯେଉଁମାନେ ଚାକିରି ରେ ରହିଛନ୍ତି ସେମାନ ଙ୍କ ପଦୋର୍ଣତି ହେବାକୁ ମଧ୍ୟ ଯାଉଚି । ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇବେ । ଅନ୍ୟ ଠାରୁ ସହଯୋଗ ପ୍ରାପ୍ତ ମଧ୍ୟ କରିବେ ।

ଧନୁ ରାଶି – ପରିବାର ରେ ଅଶାନ୍ତି ଲାଗି ରହିବ । କର୍ମଠ ଜୀବନ ଯାପନ କରିବେ । ମହିଳା ଓ ବିଦ୍ୟାର୍ଥୀ ମାନେ ଅସୁବିଧା ରେ ପରି ପାରନ୍ତି । ଉଚାଧିକରି ଙ୍କ ସଫଳତା ଲାଭ କରିପାରିବେ । ଶାରୀରିକ ଅସୁସ୍ଥତା ଦେଖା ଦେଇ ପାରେ । ମାନସିକ ଅଶାନ୍ତି ଦେଖା ଦେବା । କର୍ମ କ୍ଷେତ୍ର ରେ ବାଧା ଦେଖା ଦାଇ ପାରେ । ଯାହା କରୁଛନ୍ତି ଭାବିକି କରନ୍ତୁ ନିଜର ବିବେକ ଓ ବିଚାର ସହ କରନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଚି । ଲଟ୍ରି ଲାଗିବାର ସମ୍ଭାବନା ରହିଛି ।

ବିଛା ରାଶି – ଦୂର ଯାତ୍ରା କରିପାରନ୍ତି । ଗୃହ ରେ ଅଶାନ୍ତି ଦେଖା ଦେବ । ବନ୍ଧୁ ଙ୍କ ଠାରୁ ଧୋକା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଲାଭ ମିଳିବ । ଆୟ ଓ ବ୍ୟୟ ସମ୍ମାନ ରହିବ । ବିଚାର ରେ ଉଚ୍ଚ କୋଟି ର ପଦକ ହାସଲ କରିବେ । ବାଣିଜ୍ୟ ରେ ଲାଭ ହେବ ।  ଏହି ରାଶି ରେ ପ୍ରେମ ଅତ୍ୟନ୍ତ ନିବିଡ଼ ହେବ । ସଫଳତା ର ଶୀର୍ଷ ରେ ପହଞ୍ଚିବେ । ସବୁବେଳେ ଆନନ୍ଦ ଉଲ୍ଲାସ ରେ ଜୀବନ ଅତିବାହିତ କରିବେ ।

କନ୍ୟା ରାଶି – ପରିବାର ରେ ଅଶାନ୍ତି ଲାଗି ରହିବ । କର୍ମଠ ଜୀବନ ଯାପନ କରିବେ । ମହିଳା ଓ ବିଦ୍ୟାର୍ଥୀ ମାନେ ଅସୁବିଧା ରେ ପରି ପାରନ୍ତି । ଉଚାଧିକରି ଙ୍କ ସଫଳତା ଲାଭ କରିପାରିବେ । ଶାରୀରିକ ଅସୁସ୍ଥତା ଦେଖା ଦେଇ ପାରେ । ଏହି ରାଶି ରେ ପ୍ରେମ ଅତ୍ୟନ୍ତ ନିବିଡ଼ ହେବ । ସଫଳତା ର ଶୀର୍ଷ ରେ ପହଞ୍ଚିବେ । ସବୁବେଳେ ଆନନ୍ଦ ଉଲ୍ଲାସ ରେ ଜୀବନ ଅତିବାହିତ କରିବେ ।

ମକର ରାଶି – ସକାରାତ୍ମକ ଭାବେ ପରିଲକ୍ଷିତ ହେବାକୁ ଯାଉଛି । ଏହି ସମୟ ଆପଣ ଙ୍କ ପରିବାର ଓ କୁଟୁମ୍ବ ଙ୍କ ର ଭଲ ହେବ । ଯେଉଁ କାରଣ ରୁ ଆପଣ ଏକ ଶୁଖି ଓ ଆନନ୍ଦ ର ପରିବେଶ ରେ ରହିପାରିବେ । ଶିକ୍ଷା ରେ ଭଲ ପ୍ରଦର୍ଶନ କରିବାର ଦେଖି ପାରିବେ । ସ୍ବାସ୍ଥ୍ୟ ର କ୍ଷେତ୍ର ରେ ଭଲ ପ୍ରଦର୍ଶନ ରହିବ । ମାନସିକ ଚାପ ଅଳପ ମାତ୍ର ରେ ପଡିପାରେ । ଆପଣ ଙ୍କ ମଧ୍ୟ ରେ ସ୍ୱାଭିମାନ ଅଧିକ ଦେଖା ଦେବ ।

ମକର ରାଶି : ଏହି ମାସ ର ଆରମ୍ଭ ରୁ ଆପଣ ଙ୍କ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଏବେ ଆପଣ ଙ୍କୁ ସେହି ଖୁସି ମିଳିବାକୁ ଯାଉଚି ଯାହାର ଆପଣ ଅନେକ ଦିନ ରୁ ଅପେକ୍ଷା ରେ ରହିଥିଲେ । ଧନ ଓ ଦୌଲତ ଓ ଭୌତିକ ଅବସ୍ଥା ରେ ପରିବର୍ତ୍ତନ ଦେଖାଦେବ । ସୁଖ ରେ ଜୀବନ ଅତିବାହିତ କରିବେ ।

କୁମ୍ଭ ରାଶି – ପରିବାର ରେ ଅଶାନ୍ତି ଲାଗି ରହିବ । କର୍ମଠ ଜୀବନ ଯାପନ କରିବେ । ମହିଳା ଓ ବିଦ୍ୟାର୍ଥୀ ମାନେ ଅସୁବିଧା ରେ ପରି ପାରନ୍ତି । ଉଚାଧିକରି ଙ୍କ ସଫଳତା ଲାଭ କରିପାରିବେ । ଶାରୀରିକ ଅସୁସ୍ଥତା ଦେଖା ଦେଇ ପାରେ ।  ଏହି ରାଶି ରେ ପ୍ରେମ ଅତ୍ୟନ୍ତ ନିବିଡ଼ ହେବ । ସଫଳତା ର ଶୀର୍ଷ ରେ ପହଞ୍ଚିବେ । ସବୁବେଳେ ଆନନ୍ଦ ଉଲ୍ଲାସ ରେ ଜୀବନ ଅତିବାହିତ କରିବେ । ଆପଣ ଅଙ୍କର ଭାଗ୍ୟ ଖୋଲିଯିବା । ଶୁଭ ସମୟ ପଦାର୍ପଣ ହେବ ସହ ପାରିବାରିକ ସମସ୍ୟା ଦୂରୀଭୂତ ହେବ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେନ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *