ଶେଷ ହେଲା ଦୁଃଖର ଦିନ, ଖୁସି ହେଲେ ଲକ୍ଷ୍ମୀ ନାରାୟଣ, ଆସନ୍ତା କାଲି ଠାରୁ ଚମକି ଉଠିବ ଏହି 3 ଟି ରାଶିର ଭାଗ୍ୟ

ନମସ୍କାର ବନ୍ଧୁଗଣ ତେବେ ବିଘ୍ନ ବିନାଶକ, ଲମ୍ବୋଦର, ଗଣନାଥ, ଗଜନାନ ପ୍ରଭୁଙ୍କ ପୂଜା । ସେ ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସବୁଥିରେ ତାଙ୍କୁ ପୂଜା କରାଯାଏ । ସେ ସର୍ବତ୍ର ବିଦ୍ୟମାନ ।

ତେବେ ପ୍ରଭୁଙ୍କ ପୂଜାରେ ଯୋଗ ଦେବା ଅତ୍ୟନ୍ତ ସୌଭାଗ୍ୟର କଥା ଅଟେ । ଭଗବାନଙ୍କ ନିକଟରେ ବସିବା ପ୍ରଭୁଙ୍କୁ ସ୍ମରଣ କରିବା ସୌଭାଗ୍ୟର କଥା ଅଟେ । ବିଶ୍ୱାସ କରାଯାଏ ଯେ ଭଗବାନ ଶ୍ରୀଗଣେଶ ସବୁ ଦୁଃଖ ଦୂର କରନ୍ତି । ତେବେ ଏହି ୩ ଟି ରାଶି ସବୁ ହସ ଖୁସିରେ ଭରି ହେବାକୁ ଯାଉଛନ୍ତି । ଏବେ ଆସନ୍ତୁ ଜାଣିବା କଣ ସେଇ ୩ ଟି ରାଶି ।

ତେବେ ଏଥିରେ ଆପଣଙ୍କ ରାଶି ଥାଉ ଅବା ନଥାଉ ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ହେବ ଦୂର । ତେବେ ଭଗବାନ ଶ୍ରୀଗଣେଶଙ୍କର କୃପାରେ ଆପଣଙ୍କର ଭଲ ଦିନ ଆପଣ ଆରମ୍ଭ କରି ପାରନ୍ତି । ଏହି ଦିନରେ ଆପଣ ଅନେକ ଉପାୟରୁ ଟଙ୍କା ରୋଜଗାର କରିବା ପାଇଁ ସକ୍ଷମ ହେବେ । ଏହା ବ୍ୟତୀତ ଆପଣଙ୍କୁ ବ୍ୟବସାୟରେ ମୁଦ୍ରା ଲାଭ ହୋଇପାରେ ।

ବ୍ୟବସାୟରେ ଏକ ବଡ଼ ଡିଲ ଫାଇନାଲ ହେବ ବା ଚୁଡାନ୍ତ ହେବ । ଏବଂ ଏହି ସମୟରେ ଆପଣ ଭାଗିଦାରୀ କାର୍ଯ୍ୟରୁ ଭଲ ଟଙ୍କା ରୋଜଗାର କରିବେ । ଆପଣ ଭଗବାନ ଶ୍ରୀ ଗଣେଶଙ୍କର ଆଶୀର୍ବାଦ ପାଇବେ,ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କର ପଦ ଉନ୍ନତି ହେବାର ଯୋଗ ରହିଛି । ଆପଣଙ୍କର ବ୍ୟବସାୟ ମଧ୍ୟ ଏହି ସମୟରେ ବିସ୍ତାର ହେବ ।

ନୂତନ ବ୍ୟବସାୟିକ ସମ୍ପର୍କ ଗଠନ ହେବ । ତେବେ ଏହି ସମୟରେ ଆପଣଙ୍କର କାର୍ଯ୍ୟ ଶୈଳୀରେ ଉନ୍ନତି ଆସିବ । ଯାହାକି ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଦେଖା ଦେବ ଏବଂ ଅତ୍ୟନ୍ତ ଲାଭ ପୂର୍ଣ୍ଣ ରହିବ । ତେବେବ୍ୟବସାୟ ଏବଂ ବୃତ୍ତିରେ ଭଲ ସଫଳତା ପାଇବେ,ଏହି ସମୟରେ ଆପଣଙ୍କର ଆୟରେ ଭଲ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଏହା ସହିତ ଆପଣଙ୍କର ଆୟରେ ନୂତନ ଉତ୍ସ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ଯେଉଁମାନଙ୍କର କ୍ୟାରିଅର ମିଡିଆ,ଚଳଚ୍ଚିତ୍ର,ସଙ୍ଗୀତ ସହିତ ଜଡ଼ିତ ଏଥର ସେମାନେ ବହୁତ ଭଲ ବୋଲି ପ୍ରମାଣିତ ହେବେ ବା ଲକି ବୋଲି ପ୍ରମାଣିତ ହେବେ । ସେମାନଙ୍କର ଭାଗ୍ୟ ସୁଦୃଢ ହେବାକୁ ଯାଉଛି । ତେବେ ଏଥିରେ ଆପଣଙ୍କ ରାଶି ଥାଉ ଅବା ନଥାଉ ଭଗବାନଙ୍କ ନାମ ଜପ ସବୁ ଦୁଃଖ ଦୂର ହେବ । ତେବେ ସେହି ଭାଗ୍ୟଶାଳୀ ରାଶି ହେଉଛି କର୍କଟ, ବିଛା ଓ ତୁଳା ରାଶି ।

Leave a Reply

Your email address will not be published. Required fields are marked *