ଯେବେ ଗାଁ ଲୋକଙ୍କୁ ଦର୍ଶନ ଦେଲେ ସ୍ଵୟଂ ଭଗବାନ Sesanaga, ତା ପରେ ଘଟିଲା ଏପରି ବିଚିତ୍ର ଘଟଣା ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ଆପଣ ଜାଣି ଛନ୍ତି କି ଭଗବାନ ହେଉଛନ୍ତି ମହାଦେବ ତାଙ୍କ ପାଇଁ ସବୁ କିଛି ସମାନ ଥାଏ । ସେ ସବୁ ବେଳେ ପ୍ରକୃତି କୁ ଭଲ ପାଇ ଥାନ୍ତି ଆମେ ତାଙ୍କୁ ଭୋଳା ନାଥ ବୋଲି ମଦ୍ୟ ଜାଣିଛେ ଏହା ସହ ଆହୁରି ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ତାଙ୍କୁ ଯୋଗୀ ବୋଲି ମଧ୍ୟ କହି ଥାନ୍ତି ଆପଣ କଣ ଜାଣି ଛନ୍ତି କି କେଉଁ ଭଳି କମ ସେ କରିଥାନ୍ତି ଆଜ୍ଞା ହଁ ନିଜ ଭକତ ପାଇଁ ସେ ସବୁ କିଛି ତ୍ୟାଗ କରି ଦେଇ ପାରନ୍ତି ଠାରେ ଭାବନ୍ତୁ ଯିଏ ରାବଣ କୁ ଦୟା କରି ସୁନାର ଲଙ୍କା କରି ଦେଲା ସିଏ ଆଜି ନିଜ ପାଇଁ ଖୋଲା ଆକାଶ ରେ ବରଫ ଉପରେ ଯୋଗରେ ।

ଏହି ଭଲୀ ଅଟନ୍ତି ଭଗବାନ ତାଙ୍କ ଆରାଧନା ପଶୁମାନେ ମଧ୍ୟ କରିଥାନ୍ତି ତାଙ୍କୁ ଆମେ ପଶୁପତି ଯଦି କହିବା ଏହା ମଧ୍ୟ ଭୁଲ ନୁହେଁ । ତେବେ ଭଗବାନ ଦେଖିବା ପାଇଁ ଖୁବ ସୁନ୍ଦର ଶରୀର ଓ ତରୀ ନେତ୍ର ଧାରି ଅଟନ୍ତି । ତାଙ୍କ ମଥାରେ ସବୁ ବେଳେ ଚନ୍ଦ୍ରମା ସୋଭା ପାଉ ଥାଏ । ଆପଣ ଜାଣିକି ଏହା ଆଶ୍ଚର୍ଯ୍ୟ  ମଧ୍ୟ ହେବେ କି ସେ ବେକରେ ନାଗ ସାପ କୁ ଗୁଡାଇ ଥାନ୍ତି ଓ ବାଘର ଚମଡା ପିନ୍ଧି ଥାନ୍ତି । ଏକ ବିରଳ ଯୋଗୀ ଅଟନ୍ତି । ଏହାଙ୍କ ଭକ୍ତ ମାନେ ମଧ୍ୟ ଭଳି ଖୁବ ଆଶ୍ଚର୍ଯ୍ୟ ଜନକ ଅଟନ୍ତି । କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ଭଗବାନ ଙ୍କୁ ପାଇବା ପାଇଁ ଅନେକ କଷ୍ଟ ଅକ୍ରିୟ ଥାନ୍ତି ରାତି ସାରା ମସାଣି ରେ ରହି ଜପ କରିଥାନ୍ତି ।

ଏହି ଭଳି ଆଉ ଏକ ଭକତ ଙ୍କ କଥା ଆମେ ଆଜି ଆପଣ ଜାଣିବେ ମାତ୍ର ଏହା ମଣିଷ ନୁହେଁ ଏହା ହେଉଛି ଏକ ସାପ ଯିଏ କି ଭଗବାନ ଙ୍କ ପାଖରେ ଆସିକି ସବୁ ଦିନ ନିଜର ପୂଜା କରିବା ପରେ ସେହି ଜାଗାରୁ କାହାକୁ କିଛି ନ କରିକି ସେହି ଜାଗାରୁ ଚାଲି ଯାଉଛି । କିଛି ଜଣ ଅଛନ୍ତି ଯେଉଁ ମାନେ ବାହାରେ ଏହାକୁ ଦେଖିକି ଅଟକି ଯାଇ ଥାନ୍ତି ଭୟରେ ମାତ୍ର ଏହା କାହାକୁ କିଛି କରି ନଥାଏ ।  ଏହା ସତ ମଧ୍ୟ ଅଟେ କି ସାପ ନାଗ କୁ ଆମେ ପୂଜା କରିଥାଉ । ମାତ୍ର ଆମେ ଏହାକୁ ନିଜ ଆଖିରେ କେବେ ଦେଖି ନଥାଉ କି ଭଗବାନ ଙ୍କ ଆରାଧନା ନାଗ ଦେବ କରିବାର ।

ମାତ୍ର ଏହି ବିରଳ ଘଟଣା ସବୁଙ୍କୁ ଚମକାଇ ଦେଇ ଛନ୍ତି ସବୁଦିନ ଏକ ନ୍ନାଗ ଆସିକି ପୂଜା କରିଥାଏ ଓ କିଛି ସମୟ ପରେ ସେ ସେହି ଜାଗରୁ ଚାଲି ଯାଇ ଥାଏ । ଉତ୍ତରପ୍ରଦେଶରେ ଏକ ମନ୍ଦିର ଅଛି  ସେଲବାବା ମନ୍ଦିର ଏହି ମନ୍ଦିର ରେ ଏହି ନାଗ 5 ଘଣ୍ଟା ପାଇ ଆସିକି ପୂଜା କରିଥାଏ ଓ ଏହା ପରେ ସେ ସେହି ଜାଗାରୁ ଚାଲି ଯାଇଥାଏ ଏହାକୁ ଦେଖିବା ପାଇଁ ଏହି ଜାଗାରେ ବହୁତ ଭିଡ ମଧ୍ୟ ହୋଇ ଥାଏ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *