ସିଂହ ରାଶି ବ୍ୟକ୍ତିଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଗୁପ୍ତ କଥା, ଆପଣଙ୍କ ପାଖରେ ସିଂହ ରାହି ବ୍ୟକ୍ତି ଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆଜି ଆମେ ଜାଣିବା ସିଂହ ରାଶି ବ୍ୟକ୍ତି ମାନଙ୍କର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ କଥା । ଚରିତ୍ର , ସ୍ଵଭାବ , କାର୍ଯ୍ୟରୁଚି ଆଦି ପ୍ରେମ ଜୀବନ , କ୍ୟାରିଅର , ଧନଜୀବନ ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଲୋଚନା କରିବା । ସିଂହ ରାଶି କୁ 3 ଭାଗ ରେ ବିଭକ୍ତ କରାଯାଇଛି ଯଥା 10/5 ମଘା ନକ୍ଷେତ୍ର ସିଂହ ରାଶି ଏମାନେ ଦାନବ ଗଣ , 11/ 5 ପୂର୍ବାଭାଦ୍ରପଦ ନକ୍ଷତ୍ର ସିଂହ ରାଶି ଏମାନେ ହେଉଛନ୍ତି ମାନବ ଗଣ ।

12 /5 ଉତ୍ତର ଫାଲଗୁନ ନକ୍ଷତ୍ର ଏମାନେ ମାନବ ଗଣ ରଜସେକ ଭକ୍ତି ରେ ଏମାନେ ଲିପ୍ତ ଥାନ୍ତି । ଏମାନେ ବିଚାର ବନ୍ତ , ବଳବାନ, ସାହସୀ, ସତ୍ୟ ପ୍ରିୟ ଏବଂ ଉଦାର ସ୍ଵଭାବ ର ହୋଇଥାନ୍ତି । ଏମାନ ଙ୍କ ର ମନ୍ଦ ବୁଦ୍ଧି ହେଉଛି ଗର୍ବି ଓ ଅହଙ୍କାରୀ ଓ ମନ୍ଦ ବୁଦ୍ଧି ବା ଆମିଷ ପ୍ରେମୀ । ବାତ ରୋଗ , ସିର, ଗଳା, ଉଦାର ରୋଗ ଆଦି ଏମାନ ଙ୍କୁ ହୋଇଥାଏ ।

ସରକାରୀ କର୍ମଚାରୀ , ବେସରକାରୀ କର୍ମଚାରୀ, କୃଷି , ଶିଳ୍ପ, ପରିବହନ, ଯୋଗାଯୋଗ , ଧର୍ମ ପ୍ରଚାରକ , ଇଞ୍ଜିନିୟର, ଡକ୍ଟର, ଆଦି ତାଙ୍କର ପେଶା । ସୁନା ବା ତମ୍ବା ପୂଜା କରି ରବିବାର ପିନ୍ଧିଲେ ଏମାନ ଙ୍କ ପାଇଁ ଶୁଭ ହୋଇଥାଏ । ହରିବଂଶ ପାଠ କରିଲେ ଶୁଭ ହୋଇଥାଏ । ଶୁଭ ରଙ୍ଗ କମଳା ରଙ୍ଗ । ବୁଦ୍ଧି ପ୍ରଖର ହୋଇଥାଏ । କାର୍ଯ୍ୟ ରେ ସଫଳତା ହାସଲ ପର୍ଯ୍ୟନ୍ତ ଚେଷ୍ଟା ଚାଲିଥାଏ ।

ଯତ୍ନ ବନ୍ ଓ ଜ୍ଞାନୀ ହୋଇଥାନ୍ତି । ବିଦ୍ୟା କମ୍ ଥିଲେ ମଧ୍ୟ ବୁଦ୍ଧି ର ସହାୟକ ରେ ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇଥାନ୍ତି । ଚତୁର ଓ ଧର୍ଯ୍ୟବାନ୍ ଉଦାରତା ହୋଇଥାନ୍ତି । ତାଲିମ ପାଇଁ ପ୍ରତିଷ୍ଠିତ ହୋଇଥାନ୍ତି । ପ୍ରେମ ରେ ବୁଡି ରହିବ ଏମାନ ଙ୍କ ଲକ୍ଷଣ । ବିଚାର ମନ୍ତ ଓ ସୁସମ୍ପର୍କ ଗଠନ କରିଥାନ୍ତି । ଭଲ କାର୍ଯ୍ୟ ରେ ମାନ ଥାଏ । ସମସ୍ତ ଙ୍କୁ ସାହାର୍ଯ୍ୟ କରନ୍ତି ।

ସବୁ ବର୍ଷ ଦ୍ୱିତୀୟ ମାସ 3, 18, 24,29 ଆଦି ଦିନ ଗୁଡ଼ିକ ଖରାପ ହୋଇଥାଏ । ପ୍ରତି ଶନିବାର ଅଶୁଭ ଅଟେ । କର୍କଟ, ବିଛା ,ମୀନ , ରାଶି ର ବ୍ୟକ୍ତି ଏମାନ ଙ୍କ ପାଇ ଅସୁବିଧା ସୃଷ୍ଠି କରିଥାନ୍ତି । କଳା ରଙ୍ଗ ର ବସ୍ତ୍ର ଓ ପଦାର୍ଥ ଅଶୁଭ ହୋଇଥାଏ । ଲାଭ ପାଇଥାନ୍ତି କେତେକ କ୍ଷେତ୍ର ରେ । ଆଞ୍ଚଳିକ ଭାଷା ବର୍ଣ୍ଣ ଠିକ୍ ରହିବ । ପାରିବାରିକ ସମସ୍ୟା ଦୂରୀଭୂତ ହେବ । ନିଜ ଜୀବନ ସାଥି ଙ୍କୁ ଖୁସି ରେ ରଖିବେ ।

ଜୀବନ ର ଶେଷ ରେ ଭୂସମ୍ପତ୍ତି ଧନ ଅର୍ଜନ ଆଦିରେ ଲୋଭ ରହିବ । ଅହିଂସା ଆଚରଣ କରିବେ । ଯାନବାହାନ ପ୍ରାପ୍ତ ସହ ଧନ ପ୍ରପ୍ତି ର ଯୋଗ ରହିଥାଏ । ପତ୍ନୀ ଙ୍କ ପାଇ ଟିକେ ଦୁଖୀ ଥାଆନ୍ତି କିନ୍ତୁ ଭୁଲ ବୁଝାମଣା ଶେଷ ପରେ ଖୁସି ରେ ଜୀବନ ଅତିବାହିତ କରିଥାନ୍ତି । ବିବାହ ବୟସ 15, 24, 25 । ସୁଯୋଗ୍ୟ ସନ୍ତାନ ମାନ ଙ୍କ ପାଇ ଜୀବନ ରେ ଖୁସି ଭରି ଆସିଥାଏ ।

Leave a Reply

Your email address will not be published. Required fields are marked *