କଣ କଲେ ପିଲା ମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ଏହା ସହିତ ଆହୁରି ପଢନ୍ତୁ ଆଜିର 10 ଟି Anuchinta

ବନ୍ଧୁଗଣ ଭଗବାନ ସମସ୍ତଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ଗଠନ କରିଛନ୍ତି । କିଏ ଟିକେ ଅଳ୍ପ ବୁଦ୍ଧିଯୁକ୍ତ ବ୍ୟକ୍ତି ହୋଇଥିବା ବେଳେ ଆଉ କାହାର ସ୍ମରଣ ଶକ୍ତି ଖୁବ ପ୍ରଖର ହୋଇଥାଏ । ତେବେ ବହୁତ ସମୟରେ ଛାତ୍ର ଛାତ୍ରୀ ମାନେ ବା ପିଲା ମାନଙ୍କ କ୍ଷେତ୍ରରେ କମ ସ୍ମରଣ ଶକ୍ତି ଅସୁବିଧା ଦେଖିବାକୁ ମିଳିଥାଏ ।

ଯେଉଁ ପିଲା ଟି ଜଲ୍ଦି ପାଠ ମନେ ରଖିପାରେ ନାହି ସେ ନିରାଶ ହୋଇଥାଏ । ଏମିତି ପିଲାଙ୍କୁ ପରିବାର, ସାଙ୍ଗ ସାଥିଙ୍କ ଠାରୁ କଟୁ କଥା ଶୁଣିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ କେଉଁ ଉପାୟ କରି ହେବ । ପିଲା ମାନଙ୍କୁ କଟୁ କଥା କହିଲେ ଏଥିରେ ସେମାନଙ୍କର କିଛି ଭୁଲ ନ ଥାଏ ।

କାରଣ ପିଲାର ସ୍ମରଣ ଶକ୍ତି ସେତିକି ପ୍ରଖର ହୋଇ ନ ଥାଏ । ତେବେ ପିଲାଙ୍କର ସ୍ମରଣ ଶକ୍ତି ବଢାଇବା ପାଇଁ ବାପା ମା ବହୁତ ଚିନ୍ତାରେ ରହିଥାନ୍ତି । ବହୁତ ପିଲା ବି ଭାବି ଥାନ୍ତି ଏମିତି କିଛି ଜିନିଷ ନାହି କି ଯାହାକୁ ପ୍ରୟୋଗ କରି ସ୍ମରଣ ଶକ୍ତି ତୁରନ୍ତ ବଢାଇ ହେବ । ତେବେ ଏମିତି କିଛି ଉପାୟ ରହିଛି କି ନାହି ତାହା ଖୁବ କମ ଲୋକ ଜାଣିଛନ୍ତି ।

ଏହି ଉପାୟ କରିବା ଦ୍ଵାରା ବ୍ୟକ୍ତି ବା ପିଲା ମାନେ ନିଜର ସ୍ମରଣ ଶକ୍ତି ବୃଦ୍ଧି କରାଇ ପାରିବେ । ଏହି ଉପାୟ ପାଇଁ କିଛି ବାଦାମ, ମିଶ୍ରି, ପାନମଧୁରୀ ନେବାକୁ ହେବ । ଏହି 3ଟି ସାମଗ୍ରୀ କୁ ମିଶାଇ ଏକ ଗୁଣ୍ଡ ତିଆରି କରନ୍ତୁ । ଏହା ପରେ ପ୍ରତେକ ଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଉଷୁମ ପାଣି ରେ ପୂର୍ବ ରୁ ତିଆରି କରିଥିବା ପାଉଡର ରୁ ଏକ ଚାମଚ ପକାଇ ଏହାର ଭଲ ଭାବେ ମିଶ୍ର କରନ୍ତୁ ।

ଏହି ଡ୍ରିଙ୍କ ର ସେବନ ଦ୍ଵାରା ଆପଣ ଦେଖି ପାରିବେ ନିଶ୍ଚୟ ସ୍ମରଣ ଶକ୍ତି ବଢିବାରେ ଲାଗିଛି । ତେବେ ଏହି ଉପାୟ ମାତ୍ର ଏକ ମାସ ବ୍ୟବହାର କରି ରେଜଲ୍ଟ ଦେଖି ପାରିବେ । ଏହି ଉପାୟ ସହ ସାତ୍ଵିକ ଭୋଜନ ବା ଆହାର ଭୋଜନ କରିବା ଉଚିତ । କାରଣ ପୂର୍ବ କାଳରେ ମୁନି ରୁଷି ମାନେ ସାତ୍ଵିକ ଆହାର ଭୋଜନ କରିଥିବା ହେତୁ ତାଙ୍କର ମନ ସନାତ ରହିବା ସହ ସ୍ମରଣ ଶକ୍ତି ର ବୃଦ୍ଧି ହେଉଥିଲା ।

ଆଉ ତାମସିକ ଭୋଜନ ଅର୍ଥାତା ମାଂସ, ମାଛ, ଜଣକ ଫୁଡ ଆଦି ଖାଇଲେ ପିଲାର ବ୍ରେନ ବୃଦ୍ଧି ହୁଏ ନାହି । ତେଣୁ ପ୍ରତେକ ବାପା ମା ପିଲାର ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ଯଦି ଏହି ଉପାୟ ନିଶ୍ଚୟ କରନ୍ତୁ । ଏହା ସହ ସବୁଜ ପନିପରିବା, ଫଳ ମୂଳ ଆଡ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *