ଶ୍ରାବଣ ମାସ ହିନ୍ଦୁ ଧର୍ମ ର ମୁଖ୍ୟ ମାସ ଅଟେ । ଏହି ମାସ ର ସୋମବାର ଦିନ ପ୍ରଭୁ ଶିବ ଙ୍କ ର ମୁଖ୍ୟ ଦିନ ଅଟେ । ଏହି ମାସ ରେ ପୃଥିବୀ ରେ ଶିବଙ୍କର ଦର୍ଶନ ମିଳେ ଓ ତାଙ୍କ ଭକ୍ତ ଙ୍କୁ ଶ୍ରଧା ପୂର୍ଣ୍ଣ ଆଶ୍ଵାସନା ଦିଅନ୍ତି । ସେଥିପାଇଁ ଶ୍ରାବଣ ମାସରେ ଶିବଙ୍କ ର ପୂଜା କରିବା ଉଚିତ୍ ଅଟେ । ଯେଉଁ ଲୋକ ଶ୍ରାବଣ ମାସ ରେ ଶିବ ଲିଙ୍ଗ ଉପରେ ଏକଲକ୍ଷ ବେଲ ପତ୍ର ଚଢ଼ାନ୍ତି ସେମାନେ ଙ୍କ ଉପରେ ପ୍ରଭୁ ଙ୍କର ବିଶେଷ କୃପା ପଡ଼ି ଥାଏ ।
ଯିଏ ଶିବ ଲିଙ୍ଗ ଉପରେ କ୍ଷୀର ଓ ପାନୀୟ ର ଘର୍ଷଣ କରନ୍ତି ସେମାନେ ପ୍ରଭୁ ଙ୍କର ବିଶେଷ କୃପା ରେ ପରିଚାଳିତ ହୋଇଥାନ୍ତି । ଶିବ ଙ୍କ ପୂଜା ରେ ତୁଳସୀ ପତ୍ର ଚଢାଇବା ଅନୁଚିତ ଅଟେ । ଯଦି କୌଣସି ବ୍ୟକ୍ତି କୁ ଏହି ଶ୍ରାବଣ ମାସରେ 10 ଟି ସଂକେତ ରୁ ଗୋଟେ ବି ସଂକେତ ଦେଖା ଯାଉଛି ତାହେଲେ ତାହା ଶୁଭ ଫଳ ପ୍ରଦାନ କରିଥାଏ ।
ଯଦି ସ୍ବପ୍ନ ରେ ଶିବ ଲିଙ୍ଗ ଦର୍ଶନ ମିଳେ ବା ନିଜେ ଶିବ ଲିଙ୍ଗ ଉପରେ ଜଳ ଚଢାଇବା ର ଦର୍ଶନ ମିଳେ ତାହା ଶୁଭ ଅଟେ । ଧଳା ଗାଈ ମାନ ଙ୍କ ଦର୍ଶନ । ନାଗ ଦେବତା ଙ୍କ ଦର୍ଶନ । ସ୍ବପ୍ନ ରେ ନାଗ ଙ୍କ ଦର୍ଶନ ବହୁତ ଶୁଭ ହୋଇଥାଏ । ସ୍ବପ୍ନ ରେ କୌଣସି ପାହାଡ଼ ଚଢ଼ୁଥିବା ର ଦେଖା ଗଲେ ତାହା ଆପଣ ଙ୍କୁ ନିଜ ଜୀବନରେ ବହୁତ ଉପରକୁ ଯିବାକୁ ମାର୍ଗଦର୍ଶନ କରିଥାଏ ।
ସ୍ବପ୍ନ ରେ ଯଦି ଶିବ ଙ୍କ ର କୌଣସି ମନ୍ଦିର ଦେଖା ଯାଏ ତାହା ଶୁଭ ହୋଇଥାଏ । ସ୍ବପ୍ନ ରେ ତ୍ରିଶୂଳ ବା ଡମ୍ବୁରୁ ଦେଖା ଗଲେ ଭଗବାନ ଶିବ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ କୃପା ଦାନ କରିଛନ୍ତି । ତ୍ରିଶୂଳ ଦୁଃଖ ନାସନ ଓ ଡମ୍ବୁରୁ ଶୃଙ୍ଖଳା ର ପ୍ରତୀକ ହୋଇଥାଏ । ନଦୀ ର ଦର୍ଶନ ବା ନଦୀ ରେ ଗାଧଉଥିବା ଦର୍ଶନ ଶୁଭ ଖବର ପ୍ରାପ୍ତି ର ସଂକେତ ଦେଇଥାଏ ।
ବାହାରକୁ ଯିବା ସମୟ ରେ ମାଟିପାତ୍ର ରେ ଦୁଗ୍ଧ ଭର ଦେଖା ଯାଏ ତାହେଲେ ଏହା ଧନ ପୂର୍ଣ୍ଣ ଜୀବନ ର ସଂକେତ ଦେଇଥାଏ । ଅଘୋରି ସାଧୁଙ୍କ ଦର୍ଶନ ମଧ୍ୟ ଶିବଙ୍କ ଅନ୍ୟ ରୂପ ବା ଆପଣ ଶିବଙ୍କ ଦର୍ଶନ ତାଙ୍କ ମାଧ୍ୟମ ରେ କରି ପାରିବେ । କଳା କୁକୁର ଯଦି ଘର ସାମ୍ନା କୁ ଆସେ ତାହେଲେ ତାକୁ ଗୋଟେ ରୁଟି ଦିଅନ୍ତୁ ଯାହା ଦ୍ଵାରା ଆପଣ ଙ୍କ ଦୟା ର ପ୍ରଭାବ ଠାକୁର ଙ୍କ ପାଖରେ ପହଞ୍ଚି ପାରିବ ।