ଆଣ୍ଠୁ ବିନ୍ଧା ସବୁଦିନ ପାଇଁ ହୋଇଯିବ ଭଲ, ବାସ କରନ୍ତୁ ଏହି ଛୋଟ ଉପାୟ- Swami Ramdev Health Tips

ବନ୍ଧୁଗଣ ଆଣ୍ଠୁଗଣ୍ଠି ବିନ୍ଧୁବର ସମସ୍ୟା ଆଜିକାଲି ସମସ୍ତ ଙ୍କ ଘରେ ଦେଖିବାକୁ ମିଳୁଚି । କିଛି ଲୋକ ଉଠି ବସି ପାରନ୍ତି ନାହିଁ । ବୟସ ହେଲେ ଆଣ୍ଠୁ ଗଣ୍ଠି ବିନ୍ଧା ର ସମସ୍ୟା ଦେଖିବାକୁ ମିଳିବ । ଯେତେ ଚେଷ୍ଟା କରି ଔଷଧ ଖାଇଲେ ମଧ୍ୟ ତାହା ଭଲ ହୋଇନଥାଏ । ଏବଂ କିଛି ଏକ୍ସରସାଇଜ କରିବା ଆବଶ୍ୟକ । ଏବଂ ଘରୋଇ ଉପଚାର ର ପ୍ରୟୋଗ କରିବା ଉଚିତ୍ । ଏହା ଏକ ଆୟୁର୍ବେଦିକ ଓ ବହୁ ପରୀକ୍ଷିତ ଅଟେ । ଏଥିରୁ ଆପଣ ଙ୍କ ଶରୀର କୁ ବୋହୁତ ସକ୍ଷମ ବା ଉପଚାର ମିଳିଥାଏ ।

ମାର୍କେଟ ରୁ ମେଥି ଆଣନ୍ତୁ ଏବଂ ତାହାକୁ ଗୁଣ୍ଡ କରିଦିଅନ୍ତୁ । ସୁଣ୍ଠି କୁ ତ ଧେରେ ଅଳ୍ପ ପରିମାଣ ରେ ମିଶାନ୍ତୁ । ଏହା ପରେ ହଳଦୀ ଗୁଣ୍ଡ ର ପ୍ରୟୋଗ କରନ୍ତୁ ବା ସେଥିରେ ମିଶାନ୍ତୁ । ଅସ୍ଵଗନ୍ଧା ର ପ୍ରୟୋଗ ଆପଣ ସେଥିରେ କରନ୍ତୁ । ଏହାକୁ ଆପଣ ଗୋଳାଇ ଦିଅନ୍ତୁ । ଏହାକୁ ଆପଣ ଏକ ଗ୍ଲାସ୍ ଉଷୁମ ପାଣି ବା ଏକ ଗ୍ଲାସ୍ କ୍ଷୀର ରେ ପିଇବାକୁ ହେବ । ଏହାକୁ ଏକ ଗ୍ଲାସ୍ ମିଶାଇ ପ୍ରତିଦିନ ସେବନ କରନ୍ତୁ ।

ଦେଖିବେ ଆପଣ ଙ୍କ ଆଣ୍ଠୁ ଓ ଗଣ୍ଠି ବିନ୍ଧା ସମସ୍ୟା ବୋହୁତ ଜଲଦି ଦୁର ହୋଇଯିବ । ଖାଇବା ପରେ ବା ପୂର୍ବ ରୁ ସେବନ କରିପାରିବେ । ଖାଇବା ର ଏକ ଘଣ୍ଟା ପରେ ଏହାକୁ ସେବନ କଲେ ଭଲ । ଚାଲନ୍ତୁ ଜାଣିବା ଦ୍ୱିତୀୟ ଉପାୟ ଟି ପ୍ରଥମେ ଆବଶ୍ୟକ ରାଶି ତେଲ ଏହାକୁ ଆପଣ ଗରମ କରନ୍ତୁ ଏହାପରେ ଏଥିରେ ରସୁଣ ର ପ୍ରୟୋଗ କରନ୍ତୁ ଏହାକୁ ଅଳ୍ପ ଫୁଟାଇବାକୁ ଦିଅନ୍ତୁ ।

ଏହି ତେଲ କୁ ଥଣ୍ଡା ହେବାକୁ ଦିଅନ୍ତୁ ଏହା ପରେ ଯେଉଁଠି ଆପଣ ଙ୍କ ର ବିନ୍ଧା ହେଉଚି ସେହି ଥରେ ଏହି ତେଲ ର ପ୍ରୟୋଗ କରନ୍ତୁ । ଦେଖିବେ ଏହାକୁ କିଛି ଦିନ ପ୍ରୟୋଗ କରିବା ଦ୍ୱାରା ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ବୋହୁତ ଜଲଦି ଦୁର ହୋଇଯିବ । ତେବେ ଯଦି ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ପସନ୍ଦ ଆସିଥିବ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *