ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଘର ର ଲକ୍ଷ୍ମୀ ଅନୁସାରେ ଘର ର ସ୍ତ୍ରୀ ଲୋକଙ୍କୁ ବା ନାରୀଙ୍କୁ ମନା ଯାଏ । କାରଣ ସେମାନେ ଲକ୍ଷ୍ମୀ ଙ୍କ ଗୁଣ କୁ ମାନିକି ଚାଲି ଆସିଥାନ୍ତି । ମନୁଷ୍ୟର ସୁଖ ସମୃଦ୍ଧି ନାରୀ ଉପରେ ନିର୍ଭର କରିଥାଏ । ଯେଉଁ ନାରୀ ଘର କାମ ସହ ଗୁରୁଜନ ଙ୍କୁ ସମ୍ମାନ କରେ ଆଜି ର ଦୁନିଆ ରେ ସେହି ଭଲ ନାରୀ ରୂପେ ପରିଗଣିତ । ସେମାନେ ଙ୍କୁ ଆଧୁନିକ ନାରୀ ସହ ପ୍ରାଚୀର ଗୁଣ ସମ୍ପନ୍ନ ନାରୀ ବୋଲି କୁହାଯାଇଥାଏ ।
ଯେଉଁ ଘର ର ମହିଳା ମାନେ ଖାଇବା ସମୟରେ ଗୋଡ଼ ହଲାଇଥାଆନ୍ତି ସେମାନେ ଙ୍କ ଘରୁ ଲକ୍ଷ୍ମୀ ଛାଡି ଚାଲିଯାଆନ୍ତି । ଚାକିରି ରେ ଅସନ୍ତୋଷ ଦେଖା ଯାଇଥାଏ । ଝାଡୁ କୁ ପାଦ ରେ ଲଗାନ୍ତି ବା ଗୋଇଠା ମାରନ୍ତି ବା ଝାଡୁ ରେ କାହାକୁ ମାରିଥାନ୍ତି ସେପରି ଘରେ ମାତା ଲକ୍ଷ୍ମୀ ଙ୍କ କୃପା ପଡ଼ିନଥାଏ । ବେମାର ଓ କଷ୍ଟ ସବୁ ଆରମ୍ଭ ହୋଇଯାଇଥାଏ ।
ରୋଷେଇ ଘରେ ଅଇଁଠା କଡେଇ ରଖିଲେ ମଧ୍ୟ ମାତା ଲକ୍ଷ୍ମୀ ଘର ଛାଡ଼ି ପଳାନ୍ତି । ଏହା ଦୁଃଖ ଓ କଷ୍ଟ ର ବଡ଼ କାରଣ ହୋଇଥାଏ । ଖାଇବା ପରେ ନିଜ ବାସନ ନିଜେ ଧୋଇବା ଏକ ଭଲ ଅଭ୍ୟାସ ହୋଇଥାଏ । ଘର ର କବାଟ ବାଡେଇ ହେବା । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ବାସ ରେ ଅସୁବିଧା ହୋଇଥାଏ ଓ ସେହି ଘରେ ତାଙ୍କର ବାସସ୍ଥାନ ହୋଇନଥାଏ ।
ମହିଳା ମାନେ ଘର ର ଦୁଆର ରେ ବସିବା ଅନୁଚିତ୍ କିମ୍ବା ବସିକି ଭୋଜନ କରନ୍ତି ତାହା ଘର ପାଇଁ ଘୋର ବିପତ୍ତି ର କାରଣ ହୋଇଥାଏ । ସୂର୍ଯ୍ୟ ଅସ୍ଥ ହେବା ପରେ ବା ରାତିରେ ଝାଡୁ କରାଯାଏ ସେହି ଘରେ ମାତା ଲକ୍ଷ୍ମୀଙ୍କର ବାସ ଅସମ୍ଭବ ହୋଇଥାଏ ।
ଯେଉଁ ଘରେ ମହିଳା ମାନେ ଡେରି ପର୍ଯ୍ୟନ୍ତ ଶୋଇବା ର ଅଭ୍ୟାସ ଅଛି ସେ ଘରକୁ ମା ଲକ୍ଷ୍ମୀ ଙ୍କ ର ପାଦ କେବେ ମଧ୍ୟ ପଡେ ନାହିଁ । ପିଲାମାନଙ୍କୁ ଗୁରୁବାର ଦିନ ମାରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଉଠୀ ଯାଇଥାଏ । ଉଚ୍ଚସ୍ୱର ରେ କଥା ହେବ ଦ୍ଵାରା ପରିବାର କୁ ଅଭିଶାପ ମିଳିଥାଏ । ଝଗଡ଼ା ଓ ଗାଳି ଦେବା ଦ୍ଵାରା ସେହି ଘରେ ଅଶାନ୍ତି ଓ ବିଶୃଙ୍ଖଳା ଲାଗିରହେ ।
ସେହି ପରିବାର ମା ଲକ୍ଷ୍ମୀ ଙ୍କ କୃପା ରୁ ଦୁର ରେ ରହିଥାନ୍ତି ଫଳ ରେ ଏହି ପରି ଘର ସର୍ବଦା ଭିକାରୀ ହୋଇ ରହିଥାଏ । ଉଚ୍ଚସ୍ଵର ରେ ବା କାନ୍ଦିବା ସ୍ୱର ରେ କଥା ହେଲେ ତାହାର ଅଭିଶାପ ଘର ଉପରେ ପଡ଼ିଥାଏ । ଏହି କେତୋଟି ଭୁଲ ଦ୍ଵାରା ଘର ସଂସାର ରେ ବୋହୁତ ବଡ଼ ବଡ଼ ପରିବର୍ତ୍ତନ ଦେଖା ଦେଇଥାଏ ।