ବାଛନ୍ତୁ ଯେ କୌଣସି ଗୋଟିଏ ଠାକୁର, ଦେଖିବା ଆପଣଙ୍କର ଇଚ୍ଛା ପୁରା ହେବ ନା ନାହିଁ ! ( Personality Test )

ବନ୍ଧୁଗଣ ପ୍ରତ୍ଯେକ ବ୍ଯକ୍ତିର ନିଜ ଭବିଷ୍ୟତ କୁ ଜାଣିବା ପାଇଁ ଇଛା ରହିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ପୁରାତନ ଶାସ୍ତ୍ର ମଧ୍ୟରୁ କିଛି ପରି ବିଷ୍ୟ କୁ ସଂରହିତ କରି ନେଇ ଆସିଛୁ କି ଯାହା ଦ୍ଵାରା ଆପଣ ଜାଣି ପାରିବେ । ଆସୁଥିବା ଅସମୟ ରେ ଆପଣ ଙ୍କ ଜୀବନରେ କଣ ସବୁ ଘଟିବ । ଏହାସହ ଆପଣ ଜାଣି ପାରିବେ କି ଜୀବନରେ ଥିବା ସେହି ସମସ୍ଯା ଗୁଡିକ ରୁ ଶୀଘ୍ର କିପରି ଆପଣ ରକ୍ଷା ପାଇବେ । ଏହା ପାଇଁ ଆପଣଙ୍କୁ ମାତ୍ର ତଳେ ଥିବା ଠାକୁର ମାନଙ୍କ ମଧ୍ୟରୁ କୌଣସି ଏକ ଠାକୁର ଙ୍କୁ ଚୟନ କରିବାକୁ ହେବ ।

ବନ୍ଧୁଗଣ ଯଦି ଆପଣ ତଳେ ଥିଲବା ଠାକୁର ମାନଙ୍କ ମଧ୍ୟରୁ ଶ୍ରୀ ଗଣେଶ ଙ୍କୁ ବାଚିଛନ୍ତି ତେବେ, ଆପଣଙ୍କ ବ୍ୟାପାର ରେ ଏହି ସମୟରୁ ଉନ୍ନତି ଦେଖିବାକୁ ଆପଣ ପାଇବେ । ଯଦି ଆପଣ କୌଣସି ଜିନିଷ କୁ ନେଇ କିଛି ଶଙ୍କା କରୁଥାନ୍ତି, ତେବେ ଆପଣ ଶୀଘ୍ର ହିଁ ନିଜ ମନର ସେହି ଶଙ୍କା କୁ ଦୂର କରନତୁ । ମନରେ କୌଣସି ଜିନିଷ କୁ ବାନ୍ଧି ରଖନ୍ତୁ ନାହିଁ ।

ବିବାହ କୁ ଅପେକ୍ଷା କରିଥିବା ବ୍ୟକ୍ତି ମାନଙ୍କ ବିବାହ ମଧ୍ୟ ଶୀଘ୍ର ହୋଇ ପାରେ । କିଛି ସମସ୍ଯା ଆସିଲେ ଆପଣ ଭଗବାନ ଶ୍ରୀ ଗଣେଶ ଙ୍କର ଚିନ୍ତନ କରନ୍ତୁ । ସମସ୍ଯା ରୁ ମୁକ୍ତ ହୋଇଯିବେ । ସଫଳତା ପାଇବା ପାଇଁ ଆପଣ ଙ୍କୁ କଠିନ ପରିଶ୍ରମ କରିବାକୁ ହେବ ।

ଯଦି ଆପଣ ଭଗବାନ କାରତିକ ଙ୍କର ଚୟନ କରିଛନ୍ତି, ତେବେ ଆପଣ ଜୀବନରେ କାହା ସହ ଅଧିକ ମିଳାମିଶା କରନ୍ତୁ ନାହିଁ । ବିଦ୍ୟା କୁ ଜୀବନ ରେ ମିତ୍ରା କରନ୍ତୁ । ବିବାହ ରେ ବିଳମ୍ବ ହେଉଥିବା ବ୍ୟକ୍ତି ମାନେ ଜାଣି ରଖନ୍ତୁ କି ଆପଣ ଙ୍କର ବିବାହ ଦକ୍ଷିଣ ଦିଗରେ ହେବାକୁ ଯାଉଛି । ଆପଣଙ୍କର ଗଙ୍ଗା ଦର୍ଶନ ର ଯୋଗ ବନୁଅଛି । ଏହା ମଧ୍ୟ ଆପଣଙ୍କ ଜୀବନରେ ଅଧିକ ଉନ୍ନତି ଆଣିବ । ଜୀବନରେ କିଛି ଅପବାଦ ଲାଗିଥିଲେ ଖୁବ ଶୀଘ୍ର ସେଥିରୁ ଆପଣ ମୁକ୍ତି ପାଇଯିବେ ।

ଭଗବାନ ଶ୍ରୀକୃଷ୍ଣ ଙ୍କୁ ଚୟନ କରିଥିଲେ, ଆପଣ ଙ୍କର ଅପବାଦ କଷ୍ଟ ଜୀବନ ରୁ ଖୁବ ଶୀଘ୍ର ଦୂର ହେବ । ଜୀବନରେ ଶୀଘ୍ର ସଫଳତା ଲାଭ କରିବେ । ବିବାହ କ୍ଷେତ୍ରରେ କିଛି ସମୟ ଲାଗି ପାରେ । କିନ୍ତୁ ଏହା ଘରର ପୂର୍ବ ଦିଗରେ ହେବ । କୌଣସି ତୀର୍ଥ ସ୍ଥାନ କୁ ଯିବାକୁ ଇଛା କରିଥିଲେ, ଖୁବ ଶୀଘ୍ର ସେହି ଇଛା ଆପଣ ଙ୍କର ପୂରଣ ହେବ ।

ଯଦି ଆପଣ ବରୁଣ ଦେବତା ଙ୍କୁ ବାଛିଛନ୍ତି, ତେବେ ଜଣାଇ ରଖନ୍ତୁ, ଖୁବ ଶୀଘ୍ର ଆପଣ ଙ୍କୁ ଜୀବନରେ ଧନ ଲାଭର ମଧ୍ୟ ଯୋଗ ରହିଅଛି । ବ୍ୟାପାର ଆପଣ ମାନଙ୍କ ପାଇଁ ଖୁବ ଭଲ ରହିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଆସୁଥିବା ସମୟ ଟି ଖୁବ ଭଲ ରହିବ। ସମାଜରେ ଆପଣ ଙ୍କର ମାନ ସମ୍ମାନ ମଧ୍ୟ ବଢିପାରେ । ଦର୍ଶକ ବନ୍ଧୁ ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପେଜ ଟିକୁ ଲାଇକ ଓ ଶେୟାର କରି ଆମର ଉତ୍ସାହ ବଢାଇବାକୁ ମୋଟେ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *