ବାଛନ୍ତୁ ଆପଣଙ୍କ ପସନ୍ଦର ଠାକୁର ଓ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ! ( Personality Test )

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଅତି ସୁନ୍ଦର ବିଷୟ ଟିକୁ ନେଇ ଆସିଛୁ । ଆପଣ ମାନେ ନିମ୍ନୋକ୍ତ ତିନୋଟି ଭଗବାନ ମାନଙ୍କ ମଧ୍ୟ ରୁ ନିଜର ମନ କୁ ପସନ୍ଦ ଆସୁଥିବା କୌଣସି ଏକ ଫୋଟୋ କୁ ବାଛି ନିଅନ୍ତୁ । ଯଦି ଆପଣ ମାନଙ୍କୁ ନିମ୍ନୋକ୍ତ ତିନୋଟି ଯାକ ଭଗବାନ ପସନ୍ଦ ଆସନ୍ତି, ତେବେ ଆପଣ ମାନେ ନିଜର ଆଖି ବନ୍ଦ କରି ତିନୋଟି ଭଗବାନ ଙ୍କ ମଧ୍ୟରୁ କୌଣସି ଏକ ଭଗବାନ ଙ୍କର ଚୟନ କରି ନିଅନ୍ତୁ । ଏହା ଦ୍ଵାରା ଆପଣ ଜାଣି ପାରିବେ କି ଆଗକୁ ଆସୁଥିବା ସମୟ ଟି ଆପଣଙ୍କ ପାଇଁ କିପରି ସମୟ ନେଇ କରି ଆସୁଛି ।

ବନ୍ଧୁଗଣ ଯଦି ଆପଣ ଉପରୋକ୍ତ ରେ ଫୋଟୋ ଚିତ୍ର ରେ ଥିବା ପ୍ରଥମ ଚିତ୍ର ପ୍ରଥମ ପୂଜ୍ୟ ଭଗବାନ ଶ୍ରୀ ଗଣେଶ ଙ୍କର ଫୋଟୋ କୁ ବାଛିଛନ୍ତି, ତେବେ ଏହାର ଅର୍ଥ ବର୍ତ୍ତମାନର ସମୟ କହୁଛି ଆପଣଙ୍କ ଜୀବନରେ ଏବେ ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ ।

ଆପଣ ଙ୍କର ଶତ୍ରୁ ମାନେ ଆପଣଙ୍କ ଠାରୁ ପରାଜିତ ହୋଇ ରହିବେ । ଯଦି ଅତୀତ ରେ କୌଣସି ସମ୍ପର୍କ ରେ କିଛି ତ୍ରୁଟି ଦେଖା ଦେଇଥିଲା ତେବେ ତାହା ଏହି ସମୟ ରେ ପୁନଃ ଠିକ ହୋଇଯାଇ ପାରେ। ପୂର୍ବରୁ ଲାଗି ରହିଥିବା କୌଣସି ବାଦ ବିବାଦ ବା ସମସ୍ଯା ରୁ ମଧ୍ୟ ଆପଣ ଙ୍କୁ ଏହି ସମୟ ରେ ମୁକ୍ତି ମିଳିବ ।

ଆଗକୁ ଆସୁଥିବା ସମୟ ଟି ଆପଣ ଙ୍କ ଜୀବବାନ ରେ ଏକ ସୁନ୍ଦର ସମୟ ଟି କୁ ନେଇ କରି ଆସୁଛି । ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ଫୋଟୋ ଚିତ୍ର ଦେବ ଦେବ ମହାଦେବ ବା ବାବା ଭୋଳାନାଥ ଙ୍କୁ ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ ଆପଣ ଙ୍କ ଜୀବନ ର ଖରାପ ସମୟ ର ଏବେ ଠାରୁ ନାସ ହୋଇ ଗଲା ।

ଜୀବନରେ ଏକ ନୂତନ ପର୍ଯ୍ୟାୟ ପ୍ରାରମ୍ଭ ହେବାକୁ ଯାଉଛି । ଯଦି ଆପଣ କୌଣସି ସ୍ଥାନ ରୁ ସଫଳତା କୁ ପ୍ରାପ୍ତ ପାଇବାକୁ ଚାହିଞ୍ଚନ୍ତି ତେବେ ଆପଣ ଚିନ୍ତିତ ହୁଅନ୍ତୁ, ନାହିଁ ସେଥିରୁ ଆପଣ ଙ୍କୁ ସଫଳତା ଶୀଘ୍ର ହିଁ ପ୍ରାପ୍ତ ହେବ । କିନ୍ତୁ ସଫଳତା ହାତକୁ ଆସିବା ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ।

ଜୀବନରୁ ରୋଗ ପୀଡା ଦୂର ହେବ ମାନସିକ ଚିନ୍ତା ରୁ ମଧ୍ୟ ମୁକ୍ତ ହେବେ । ବନ୍ଧୁଗଣ ଯଦି ଆପଣ ତୃତୀୟ ଫୋଟୋ ଚିତ୍ର ପରମବ୍ରହ୍ମ ପରମେଶ୍ଵର ଶ୍ରୀକୃଷ୍ଣ ଙ୍କୁ ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ ଆପଣଙ୍କ ଜୀବନ ରେ ଏହି ସମୟ ରୁ ଶୁଭ ସମୟ ର ପାରମ୍ଭ ହୋଇ ଗଲା । ଜୀବନରେ ସୁଖ ଶାନ୍ତି ଓ ସଫଳତା ସବୁ କିଛି ଆପଣ ପାଇବାକୁ ଯାଉଛନ୍ତି ।

ଜୀବନ ରେ ଥିବା ସମସ୍ତ ଦୁଃଖ ଦୂର ହେବାକୁ ଯାଉଛି । ଈଶ୍ଵର ଙ୍କର କୃପା ଦ୍ରୁଷ୍ଟି ଆପଣ ଙ୍କୁ ପ୍ରାପ୍ତ ହେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *