ଏହାକୁ ଥରେ ଚୁଟି ରେ ଲଗାନ୍ତୁ… ଚୁଟି ଏତେ ମୋଟା,କଳା ହେବ କି ଆପଣ ସମ୍ଭାଳି ପାରିବେନି- Hair Care Tips

ଆଜିକାଲି ଚୁଟି ଝଡିବା ଏକ ସାମାନ୍ଯ କଥା ହୋଇ ଗଲାଣି । ଖାଦ୍ୟପେୟ ଓ ପରିବେଶ ପାଇଁ ସମସ୍ତଙ୍କର ଏବ ଚୁଟି ଝଡୁଛି । ଏବଂ ଏହାକୁ ରୋକିବାପିଆନ ଆମେ ଯେଉଁ କେମିକାଲଯୁକ୍ତ ସାମ୍ପୂ ସବୁ ବ୍ୟବହାର କରୁଚେ ଏହା ଆହୁରି ଆମ ଚୁଟିକୁ ଖରାପ କରିବାରେ ଲାଗିଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ଗୋଟେ ଜିନିଷ କୁ ବ୍ୟବହାର କରିକି ଆପଣ ଏମିତି ଏକ ଘରୋଇ ଉପଚାର ପ୍ରସ୍ତୁତ କରିବେ ଯାହା ଆପଣ ଙ୍କ ଚୁଟି ର ଘନତା କୁ ବଢ଼ାଇବାରେ ସାହାର୍ଯ୍ୟ କରିବ ।

ଏହାକୁ ଆପଣ ଷ୍ଟୋର କରି ରଖିପାରିବେ ବାରମ୍ବାର ଏହାକୁ ବନାଇବାକୁ ପଡ଼ିବନି । ଆପଣଙ୍କ ଚୁଟି କୁ କଳା କରିବା । ରୁପି ସମସ୍ୟା ରୁ ମୁକ୍ତି ପାଇବେ । ପ୍ରଥମେ ମେଥି ଦାନା ନିଅନ୍ତୁ କାରଣ ଏଥିରେ ବୋହୁତ ସାରା ଉପକାର କରିଥାଏ । ଏହା ଏକ ରାମବାଣ ଉପାୟ ଅଟେ । ଏହା ଆପଣ ଙ୍କ ଧଳା ଚୁଟି କୁ କଳା କରିବାରେ ସାହାର୍ଯ୍ୟ କରିବ । ପୋଟାସିୟମ ସମସ୍ତ କ୍ଷୟକାରି କୁ ଦୁର କରିଥାଏ ।

ଏହାକୁ ଆପଣ ଅଲଗା ଅଲଗା ଉପାୟ ରେ ପ୍ରୟୋଗ କରିପାରିବେ । ଗୋଟେ ପାତ୍ର ରେ ମେଥି ଦାନା ନିଅନ୍ତୁ ଏହାକୁ ପାଣି ରେ ଭିଯାଇ ଗୋଟେ ଦିନ ପର୍ଯ୍ୟନ୍ତ ଷ୍ଟକ୍ କରି ରଖନ୍ତୁ । ଗୋଟେ ଦିନ ପାରେ ଦେଖିବାକୁ ମିଳିବା ଯେ ମେଥିଦାନା ଗୁଡ଼ିକ ଫୁଲି ଯାଇଥିବା ଓ ପାଣି ଗୁଡ଼ିକ ସାମାନ୍ୟ ହଳଦିଆ ଦେଖା ଯାଉଥିବ । ଏହି ପାଣି ଚୁଟି କୁ ବଢ଼ାଇବାରେ ସହାୟକ ହୋଇଥାଏ ।

ଏଥିରେ ନିକୋଟିନ ଏସିଡ ଅଛି ଯାହାକି ଚୁଟି ପାଇଁ ନିଶ୍ଚିତ ଆବଶ୍ୟକ । ଏହି ପାଣି ରେ ଆଲୋଭେରା କୁ ମିଶାନ୍ତୁ ଏବଂ ଗୋଳାନ୍ତୁ । ଏଥିରେ ନଡ଼ିଆ ତେଲ ମିଶାନ୍ତୁ ଏବଂ ଏବେ ଏହାକୁ ଗୋଳାନ୍ତୁ । ଏହାକୁ ମୁଣ୍ଡ ଧୋଇବାର ଗୋଟେ ଘଣ୍ଟା ପୂର୍ବ ରୁ ଲଗାନ୍ତୁ ଏବଂ ଗୋଟେ ଘଣ୍ଟା ପରେ ଯେପରି ସାମ୍ପୁ ରେ ମୁଣ୍ଡ ଧୁଅନ୍ତି ସେପରି ଧୋଇଦିଅନ୍ତୁ । ଏହାକୁ ପାଖା ପକ୍ଷୀ 2 ସପ୍ତାହ ପର୍ଯ୍ୟନ୍ତ ଫ୍ରୀଜ୍ ରେ ରଖିପାରିବେ ଏହାକୁ ସ୍ପ୍ରେ ବୋତଲ ରେ ରଖନ୍ତୁ ।

ଦେଖିବେ ଏହାର ବ୍ୟବହାର କରିଲେ ଆପଣଙ୍କ ଚୁଟି ଝଡିବା ବନ୍ଦ ହେବା ସହ ଚୁଟି ଘନ ଓ ଲାମ୍ବା ମଧ୍ୟ ହେବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ ଲାଇକ ସେୟାର କରନ୍ତୁ ଓ ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *