ଘରେ ଯଦି ଝିଟିପିଟି ଦେଖାହୁଏ ତେବେ ତୁରନ୍ତ ପକାଇ ଦିଅନ୍ତୁ ଏହି ଜିନିଷ ? ହେବ ଧନର ବର୍ଷା !

ଆପଣ ମାନେ କଣ ଜାଣିଛନ୍ତି ଝିଟିପିଟି ଦେଖିବା କେତେ ଶୁଭ ହୋଇଥାଏ । ପ୍ରାୟତ କିଛି ଲୋକ ମାନେ ଘରେ ଝିଟିପିଟି ଦେଖି ଡଋ ଯାଇଥାନ୍ତି । କିନ୍ତୁ ସେମାନଙ୍କଉ ଜଣା ନ ଥାଏ ଯେ ଝିଟିପିଟି ଦେଖିବା କେତେ ଶୁଭଦାୟକ ହୋଇଥାଏ । ଜ୍ଯୋତିଷ ଓ ଶାସ୍ତ୍ର ରେ ଝିଟିପିଟି କୁ ନେଇ ଅନେକ କଥା କୁହା ଯାଇଛି । ଭାରତ ରେ ଅନେକ ମନ୍ଦିର ରେ ଝିଟିପିଟି କୁ ପୂଜା କରାଯାଏ । ଓଡିଶାର ଗୌରଥନାଥ ମନ୍ଦିରରେ ଝିଟିପିଟି ପୂଜା କରା ଯିବାର ମାନ୍ୟତା ରହିଛି । ଶ୍ରୀ ରଙ୍ଗନାଥ ମନ୍ଦିର ରେ କାନ୍ଥ ରେ ଝିଟିପିଟି ଛବି ଦେଖିବାକୁ ମିଳିଥାଏ ।

ସେଠାରେ ମାନ୍ୟତା ରହିଛି ଯେ ଝିଟିପିଟି ର ଛବି ଦେଖିଲେ ଭଗବାନ ଙ୍କ ଦର୍ଶନ ହୋଇଯାଏ । ଆଜି ଆମେ ଆପଣ ମାନଙ୍କୁ ଝିଟିପିଟି ର ଏକ ଶୁଭଦାୟକ ଫଳ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆମ ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବା ସହ ଧନ ବର୍ଷା ମଧ୍ୟ ହେବ । ଦୀପାବଳି ଦିନ ଘରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ ।

ମାନ୍ୟତା ରହିଛି ଏପରି ହେବା ଦ୍ଵାରା ବର୍ଷକ ଯାକ ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । ଆମେ ଯେଉଁ ଉପଚାର ବିଷୟରେ କହିବାକୁ ଯାଉଛୁ ତାହର କରିଲେ ଧନ ସମ୍ବନ୍ଧିତ ସମସ୍ଯା ଦୂର ହୋଇଯିବ । ଏଥିପାଇଁ ଯଦି ଆପଣ ଘରେ କାନ୍ଥ ରେ ଝିଟିପିଟି ଦେଖନ୍ତି ତେବେ ତୁରନ୍ତ ଠାକୁର ଘରୁ ଚାଉଳ ଆଣି ଝିଟିପିଟି ଉପରେ ଫିଙ୍ଗି ଦିଅନ୍ତୁ ।

ଏହା କରିବା ସମୟରେ ଆପଣ ନିଜର ମନସ୍କାମନା ମନରେ ସ୍ମରଣ କରନ୍ତୁ ଯେ ଜଲ୍ଦି ଆପଣଙ୍କର ଇଚ୍ଛା ପୂରଣ ହୋଇଯାଉ । ଶାସ୍ତ୍ର ଅନୁସାରେ ଝିଟିପିଟି ର ପୂଜା କରିଲେ ଧନ ସହ ଜଡିତ ସବୁ ସମସ୍ୟାର ନିବାରଣ ହୋଇଥାଏ । ଏହା ସହ ଧନ ଆସିବାର ନୂଆ ମାର୍ଗ ମିଳିଥାଏ ।

ଯଦି ଆପଣଙ୍କ ଜୀବନରେ ଧନ ସହ ଜଡିତ କୌଣସି ସମସ୍ୟା ରହିଛି ବା ଆପଣ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣ ସେଥିରେ ସଫଳ ହେଉ ନାହାନ୍ତି ତେବେ ହି ଉପାୟ କୁ ଥରେ ମାତ୍ର କରି ଦେଖନ୍ତୁ । ଆପଣ ଜାଣି ପାରିବେ ଯେ ଏହି ଉପାୟ କରିବା ଦ୍ଵାରା ମା ଲକ୍ଷ୍ମୀ ପଣାଙ୍କ ଉପରେ ପ୍ରସନ୍ନ ହେବା ସହ ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

ତେବେ ଏହା ଥିଲା ଝିଟିପିଟି ଘରେ ଦେଖା ଗଲେ କେଉଁ ଉପାୟ କରିବା ଉଚିତ ଯାହା ଦ୍ଵାରା ଧନ ପ୍ରାପ୍ତ ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *