ରାବଣ ସ୍ତ୍ରୀ ଲୋକଙ୍କ ବିଷୟରେ 4 ଟି କଥା କହିଛନ୍ତି ଯାହା ବହୁତ ଖରାପ ଅଟେ କିନ୍ତୁ ସତ୍ୟ ଅଟେ… Rabana Katha

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାବଣ ରାମାୟଣର ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଲଙ୍କାର ଅଧିପତି ରାବଣ ଥିଲେ । ଶାସ୍ତ୍ର ଅନୁସାରେ ରାବଣ ଜଣେ ବଡ ପଣ୍ଡିତ ଓ ବିଦ୍ଵାନ ଜ୍ଞାନୀ ମଧ୍ୟ ଥିଲେ । ରାବଣ ଏକ ରାକ୍ଷସ ବଂଶର ଥିଲେ । ରାବଣ ମା ସୀତାଙ୍କୁ ହରଣ କରିଥିଲେ କିନ୍ତୁ ତାଙ୍କ ଉପରେ କେବେ ମଧ୍ୟ ନିଜ ଛାଇ ମଧ୍ୟ ପଡିବାକୁ ଦେଇନଥିଲେ । ରାବଣ ନାରୀଙ୍କ ଉପରେ ୪ ଟି ନିରାଟ ସତ୍ୟ କଥା କହିଥିଲେ । ଯାହା ନାରୀଙ୍କ ପାଇଁ କଟୁ କଥା ହେଲେ ମଧ୍ୟ ଏହା ହିଁ ସତ୍ୟ ହୋଇଥାଏ ।

ରାବଣଙ୍କ କଥା ଅନୁସାରେ ପ୍ରଥମେତଃ ନାରୀମାନେ ସ୍ଵାର୍ଥପର ଅଟନ୍ତି । ଏମାନେ ନିଜ ସ୍ଵାର୍ଥ ପାଇଁ କିଛି ମଧ୍ୟ କରିଦେଇପାରିଥାନ୍ତି । ଏମାନେ ଦରକାର ପଡିଲେ କାହା ସହିତ ପ୍ରେମ ଛଳନା କରିଥାନ୍ତି ଓ କେତେବେଳେ କାହାକୁ ଧୋକା ମଧ୍ୟ ଦେଇଥାନ୍ତି । ତେଣୁ ମହିଳା ମାନଙ୍କ ପ୍ରତି ସବୁବେଳେ ସତର୍କ ରହିବା ଉଚିତ । ଦିତୀୟ କଥା ଅନୁସାରେ ନାରୀମାନେ ନିଜର କଥାକୁ ବାରମ୍ବାର ପରିବର୍ତ୍ତନ କରିଥାନ୍ତି ।

ଏପଟ କଥାକୁ ସେପଟେ ଓ ସେପଟ କଥାକୁ ନେଇ ଏପଟେ ମଧ୍ୟ କହିଥାନ୍ତି । ସେଥିପାଇଁ ଆଖି ବୁଝି କେବେ ମଧ୍ୟ ନାରୀଙ୍କ ଉପରେ ଅନ୍ଧ ଭଳି ଭରସା କରି ତାଙ୍କୁ ନିଜର କିଛି ଗୁରୁତ୍ଵ କଥା କହିବା ଉଚିତ ହୋଇନଥାଏ । ତୃତୀୟରେ ନାରୀ ମାନେ କେବେ ମଧ୍ୟ କଥାକୁ ଲୁଚେଇ ରଖୀ ପାରିନଥାନ୍ତି ।

ଯେତେ ବଡ ଗୁପ୍ତ କଥା ହୋଇଥିଲେ ମଧ୍ୟ ସେହି କଥାକୁ ସେମାନେ ଅନ୍ୟ ଆଗରେ ବହୁତ ଶୀଘ୍ର ପ୍ରକାଶ କରିଦେଇଥାନ୍ତି । କଥାରେ ଅଛି ନାରୀଙ୍କ ପେଟରେ ପାଣି ମଧ୍ୟ ମିଳାଇନଥାଏ । ସେଥିପାଇଁ ଯେଉଁ ନାରୀ ଆପଣଙ୍କ ଯେତେ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ତାଙ୍କ ମାୟାରେ ପଡି କିଛି ମଧ୍ୟ ଭୁଲ୍ କରି ବସନ୍ତୁ ନାହିଁ ।

ଚତୁର୍ଥରେ ନାରୀ ମାନେ ବହୁତ ଶୀଘ୍ର ଅନ୍ୟ ଉପରେ ଭରସା କରିଦେଇଥାନ୍ତି । ଅନ୍ୟର ବୁଦ୍ଧିରେ ପଡି ନିଜର ହିତାହିତ ଜ୍ଞାନକୁ ମଧ୍ୟ ହରାଇ ବସିଥାନ୍ତି । ପ୍ରାୟତଃ ଏପରି ମହିଳା ମାନେ ମଧ୍ୟ ଥାଆନ୍ତି ଯେଉଁ ମାନେ ପରର କଥାରେ ପଡି ନିଜର ଘରର ବିନାଶ କରିବା ପାଇଁ ମଧ୍ୟ ପଛାଇ ନଥାନ୍ତି । ନାରୀ ଯେତେ ମଧ୍ୟ ଭଲ ହୋଇଥିଲେ ।

ଯେତେବେଳେ ତା’ ଉପରେ କୌଣସି କଥାକୁ ନେଇ କିଛି ଘଟଣା ଆସିଥାଏ । ତେବେ ସେମାନେ କାହାକୁ ମଧ୍ୟ ଛାଡିନଥାନ୍ତି । ନିଜର ସ୍ଵାମୀକୁ ମଧ୍ୟ ଦରକାର ପଡିଲେ କଟୁ କଥା କହିବା ପାଇଁ ପଛାନ୍ତି ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *