ସ୍ତ୍ରୀ ର ଏହି 3 ଟି ଭୁଲ ପାଇଁ ଜଲ୍ଦି ହୋଇଯାଏ ସ୍ବାମୀର ମୃତ୍ୟୁ, ଆପଣ ଏମିତି ଭୁଲ କରୁ ନାହାନ୍ତି ତ ? ସଧବା ମହିଳା ମାନେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ । ଯେଉଁ ସମ୍ପର୍କ ଦ୍ଵାରା ଜଣେ ପରୁଷ ସହିତ ଜଣେ ମହିଳାର ସମ୍ପର୍କ ସାରା ଜୀବନ ପାଇଁ ଯୋଡି ହୋଇଯାଇଥାଏ । ସ୍ଵାମୀ ମଧ୍ୟରେ ଥିବା ଦାମ୍ପତ୍ୟ ଜୀବନ ଯେତେ ଭଲ ରହିଥାଏ । ସେହି ସମ୍ପର୍କରେ କେବେ ମଧ୍ୟ ଫାଟ ସୃଷ୍ଟି ହୋଇନଥାଏ । ଏପରି କିଛି ସ୍ତ୍ରୀ ମାନେ ଅଛନ୍ତି ଯେଉଁ ମାନଙ୍କ ଭୁଲ୍ ଦ୍ଵାରା ତାଙ୍କ ସ୍ବାମୀର ଆୟୁ କମିଯାଇଥାଏ । ଯେଉଁ କାରଣରୁ ତାଙ୍କ ସ୍ବାମୀର ମୃତ୍ୟୁ ଯୁବ ଥିବା ଅବସ୍ଥାରେ ହିଁ ହୋଇଯାଇଥାଏ ।

ସ୍ଵାମୀ ମାନଙ୍କ ଲମ୍ବା ଆୟୁର କାମନା କରି ତାଙ୍କର ମଙ୍ଗଳ କାମନା କରି ସ୍ତ୍ରୀ ମାନେ ସାବିତ୍ରୀ ତଥା ଏହି ଭଳି ଅନେକ ଓଷା କରିଥାନ୍ତି । ଯେଉଁ ମହିଳା ମାନେ ସେହି ବ୍ରତ ରଖି ମଧ୍ୟ ବ୍ରତ ସମାପନ ନହେବା ପୂର୍ବରୁ ଖାଦ୍ୟ ଖାଇ ଦେଇଥାଏ । ସେହି ମହିଳା ମାନଙ୍କ ସ୍ବାମୀର ମୃତ୍ୟୁ ବହୁତ ଅଳ୍ପ ବର୍ଷ ବୟସରୁ ହୋଇଯାଇଥାଏ ।

ସ୍ଵାମୀ ନିମନ୍ତେ କରିଥିବା ବ୍ରତକୁ ନିଷ୍ଟାର ସହ କରିବା ଦ୍ଵାରା ହିଁ ସ୍ବାମୀର ଆୟୁ ବୃଦ୍ଧି ହୋଇଥାଏ ।ଏହା ସହିତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ଗଢିଉଠିଥାଏ । ଯେଉଁ ସ୍ତ୍ରୀ ମାନେ ନିଜ ସ୍ବାମୀର କଥା କଥାରେ ରାଗିଯାଇଥାନ୍ତି । ସ୍ବାମୀର ମିଛ ରାଣ ଖାଇଥାନ୍ତି । ସ୍ବାମୀର ଆଦେଶ ପାଳନ କରିନଥାନ୍ତି । ଦମ୍ପତି ମଧ୍ୟରେ କଳହ ଲାଗିଥିବା ସମୟରେ ସ୍ଵାମୀକୁ ଖରାପ ଶବ୍ଦ ବ୍ୟବହାର କରି ଗାଳି ଦେଇଥାନ୍ତି ।

ଏପରି କରିବା ଦ୍ଵାରା ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗିଯାଇଥାଏ ।ଏପରି ଗୁଣ ଥିବା ସ୍ତ୍ରୀ ମାନଙ୍କର ସ୍ଵାମୀଙ୍କର ଯୁବା ଅବସ୍ତାରେ ହିଁ ମୃତ୍ୟୁ ହୋଇଯାଇଥାଏ । ଏପରି ମହିଳା ମାନେ ସବୁଦିନ ପାଇଁ ନିଜ ସ୍ଵାମୀ ସୁଖରୁ ବଞ୍ଚିତ ରହିଥାନ୍ତି । ଯେଉଁ ସ୍ତ୍ରୀ ମାଂସ ସେବନ କରିଥାଏ । ସେହି ମହିଳାର ସ୍ଵାମୀ ଆୟୁ କମିଯାଇଥାଏ ।

ବୁଧବାର ଦିନ କେଶ ଧୋଊଥିବା ମହିଳା ମାନଙ୍କର ସ୍ଵାମୀ ଓ ସନ୍ତାନ ଉଭୟଙ୍କର ଆୟୁ କମିଯାଇଥାଏ ।ଯେଉଁ ମହିଳା ମାନେ ବିବାହିତ ହୋଇ ସୁଦ୍ଧା ଅନ୍ୟ ପୁରୁଷଙ୍କ ଉପରେ ସମ୍ପର୍କ ରଖିଥାଏ । ସେହି ଭଳି ନିଜ ସ୍ଵାମୀ ପାଇଁ ଅମଙ୍ଗଳର କାରଣ ହୋଇଥାଏ । ଯେଉଁ କାରଣରୁ ସ୍ତ୍ରୀ ବଞ୍ଚି ଥିବା ସମୟରେ ସ୍ବାମୀର ମୃତ୍ୟୁ ହୋଇଯାଇଥାଏ ।

ଯେଉଁ ବିବାହିତ ମହିଳା ମଙ୍ଗଳସୂତ୍ର ଗଳାରୁ କାଢି ଦେଇଥାଏ, ନିଜ ମଥା ଫାଙ୍କା ରଖିଥାଏ, ହାତରେ ଶଙ୍ଖା ଓ ପାଦରେ ପାଉଁଜି ପରିଧାନ କରିନଥାଏ । ସେପରି ମହିଳା ମାନଙ୍କର ମଧ୍ୟ ସ୍ଵାମୀର ଆୟୁ କମିଯାଇଥାଏ । ଯେଉଁ କାରଣରୁ ବୃଦ୍ଧ ହେବା ପୂର୍ବରୁ ହିଁ ଯୁବ ଅବସ୍ଥାରେ ସ୍ବାମୀର ମୃତ୍ୟୁ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *