ଧନତେରସ ବା ଦୀପାବଳିରେ ଘରକୁ ନିଶ୍ଚୟ ଆଣନ୍ତୁ 7ଟି ଶସ୍ତା ଜିନିଷ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ତେବେ ଆମେ ଏହା ଜାଣୁ କି ଦୀପାବଳୀ ପୂର୍ବରୁ ଧନତେରସ ପଡ଼ିଥାଏ । ପୁରାଣରେ ଏହା କୁହା ଯାଇଥାଏ କି ଧନତେରସ ଦିନ ସମୁଦ୍ର ମନ୍ଥନ ବେଳେ ଭଗବାନ ଧନନ୍ତରି ଅମୃତ କଳସ ଓ ଆୟୁର୍ବେଦ ନେଇ ସମୁଦ୍ର ଭିତରୁ ବାହାରିଥିଲେ । ତେବେ ଏହା ସହିତ ଏହା ମଧ୍ୟ କୁହା ଯାଇଥାଏ କି ଏହି ଦିନ ଆପଣ କିଛି ଏପରି ଜିନିଷ ରହିଛି ଯାହାକୁ ନିଜର ଘରକୁ ଆଣିବା ଫଳରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ଭରି ହୋଇ ଯାଇଥାଏ । ଏହା ସହିତ ଆପଣ ଆଗାମୀ ସମୟରେ ଭଗବାନଙ୍କ ବିଶେଷ କୃପା ମଧ୍ୟ ପାଇ ପାରିବେ ।

ପ୍ରଥମ ଜିନିଷ ହେଉଛି କଇଁଛ । କଇଁଛ କୁ ବାସ୍ତୁ ଶାସ୍ତ୍ର ରେ ବହୁତ ମହତ୍ତ୍ୱପୂର୍ଣ୍ଣ ମାନି ନିଆଯାଇଛି । ତେଣୁ ଘରକୁ ଦୀପାବଳୀ ପୂର୍ବରୁ ଘରକୁ କଇଁଛ ଆଣନ୍ତୁ । କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ । ଜୀବିତ କିମ୍ବା ଧାତୁରୁ ପ୍ରସ୍ତୁତ କଇଁଛ ଘରକୁ ଆଣି ପାରିବେ । ଦ୍ଵିତୀୟ ଜିନିଷ ହେଉଛି ମାତା ଲକ୍ଷ୍ମୀ ଙ୍କ ଚରଣ ପାଦୁକା । ମାତାଙ୍କ ଚରଣ ପାଦୁକା ଘରକୁ ଆଣିଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । ଏହା ଦ୍ୱାରା ଧନ ର ଅଭାବ କେବେବି ହେବ ନାହିଁ ।

ତୃତୀୟ ଜିନିଷ ହେଉଛି ଦୌଡ଼ ଥିବା ଘୋଡାର ଫଟୋ । ଘରେ କିମ୍ବା ଅଫିସରେ ଦକ୍ଷିଣ ପୂର୍ବ କାନ୍ଥ ରେ ଏହି ଫୋଟୋ କୁ ଲଗାଇଲେ ଧନର ଅଭାବ କେବେବି ହେବ ନାହିଁ ଏବଂ ଧନ ର ବୃଦ୍ଧି ହେବ । ଚତୁର୍ଥ ରେ ହେଉଛି ରୂପାରେ ତିଆରି ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ଏହାକୁ ଆପଣ ନିଜର ଘରକୁ ଧନତେରସ ଦିନ ଆଣି ନିଜର ଘରେ ପ୍ରତିଷ୍ଠା କରିବା ଫଳରେ ଆପଣଙ୍କ ପାଖରେ ଧନର ଅଭାବ ରହି ନଥାଏ ।

ପଞ୍ଚମ ରେ ହେଉଛି କଉଡ଼ି ଏହାକୁ ଆପଣ ନିଜର ଘରକୁ ଧନତେରସ ଦିନ ଆଣିବା ଫଳରେ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ ଏହା ସହ ଆପଣମୋତି ଶଙ୍ଖକୁ ମଧ୍ୟ ଆଣି ଆପଣ ନିଜର ଘରକୁ ଆଣିବା ଫଳରେ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ । ଷଷ୍ଠ ରେ ହେଉଛି ଝାଡୁ ।

ତେବେ ଶାସ୍ତ୍ର ରେ କୁହାଯାଏ କି ଝାଡୁ ହେଉଛି ଲକ୍ଷ୍ମୀ ଙ୍କ ପ୍ରତିମା ତେବେ ଧନତେରସ୍ ରେ ଘରକୁ ଝାଡୁ ଆଣିବା ଦ୍ୱାରା ଆପଣ ଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ସପ୍ତମ ରେ ଶୁଖିଲା ଧନିଆ ମଞ୍ଜି କିଣି କରି ଘରକୁ ଆଣନ୍ତୁ ଓ ଏହାକୁ ଘରେ ରଖନ୍ତୁ । ଏହା ଅତି ଅଳ୍ପ ପଇସା ରେ ମଧ୍ୟ ମିଳି ଯାଇଥାଏ । ଯେ କୌଣସି ଦୋକାନରେ ମିଳିଯାଇଥାଏ । ଏହା ଦ୍ଵାରା ଆପଣଙ୍କୁ ଅତି ସହଜରେ ହିଁ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *