ବାଛି ନିଅନ୍ତୁ ଗୋଟିଏ ହୃଦୟ ଓ ଜାଣନ୍ତୁ ସେ କେଉଁ ପ୍ରକାରର ପ୍ରେମୀ ଅଟନ୍ତି ? Love quiz

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଉ ଥରେ ଏକ ଏହି ଭଳି ରିଡିଂ ଯାହା ସାହାର୍ଯ୍ୟରେ ଆପଣ କୌଣସି ବ୍ୟକ୍ତି ଙ୍କର ନାମ ଅନୁସାରେ କୌଣସି ଏକ ନମ୍ବର ଚୟନ କରି ଜାଣି ପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଭାବନା ରହିଛି, ତାହାସହ ସେ ବ୍ୟକ୍ତି ଆପଣଙ୍କ ପାଇଁ କଣ ଚିନ୍ତା କରିଥାନ୍ତି । ଆଜିର ଏହି ରିଡିଂ ଟିକୁ ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ଜେନେରାଲ ରିଡିଂ ଅଟେ ।

ବେଳେବେଳେ କିଛି କାରଣ ବଶତଃ କିଛି ଲୋକଙ୍କ ସହ କନେକ୍ଟ ହୋଇ ପାରେ ନାହିଁ । ତେଣୁ ଯଦି ଏହା ଆପଣଙ୍କ ଜୀବନ ସହ କିଛି କାରଣ ବଶତଃ କନେକ୍ଟ ନ ହେଉଛି, ତେବେ ଆପଣ ଏହାକୁ ନିଜର ମନୋରଂଜନ ପାଇଁ ମଧ୍ୟ ପଢି ପାରନ୍ତି । ନମ୍ବର 1 କୁ ଯେଉଁ ମାନେ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଏହି ସମୟ ରେ ବ୍ୟତିବ୍ୟସ୍ତ ଅଛନ୍ତି ।

ଏହାସହ ସେ ଆପଣଙ୍କୁ ଖୁବ ଅଧିକ ମନେ ମଧ୍ୟ ପକାଉଛନ୍ତି । ଯଦି ଆପଣ ଦୁଇ ଜଣ ଙ୍କ ମଧ୍ୟରେ କୌଣସି କଳି ଝଗଡା ହୋଇଥାଏ ବା କିଛି ମନ ମୁତାବକ ହୋଇଥାଏ, ତେବେ ଏହି ସମୟରେ ସେ ଆପଣଙ୍କୁ ଖୁବ ଅଧିକ ମନେ ପକାଉଛନ୍ତି । ତାଙ୍କୁ ଏପରି ଲାଗୁଛି କି ଆପଣ ମଧ୍ୟ ତାଙ୍କୁ ଖୁବ ଅଧିକ ମନେ ପକାଉଛନ୍ତି ।

ଆପଣଙ୍କୁ ନେଇ ସେ ଏହି ସମୟରେ ଖୁବ ଅଧିକ ଚିନ୍ତା ରେ ଅଛନ୍ତି । ଆସନ୍ତୁ ଜାଣିବା 2 ନମ୍ବର କାର୍ଡ ବିଷୟରେ, ଯେଉଁ ମାନେ ଯାହାକୁ ଚିନ୍ତା କରି ଏହି ନମ୍ବର ଟିକୁ ଚୟନ କରିଛନ୍ତି, ସେ ବ୍ୟକ୍ତି ଆପଣଙ୍କୁ ଏହି ସମୟରେ ଖୁବ ଅଧିକ ମିସ କରୁଛନ୍ତି । ସେ ଭାବୁଛନ୍ତି କି କିପରି ଆପଣଙ୍କ ସହ ତାଙ୍କର ସାକ୍ଷାତ ହୋଇ ପାରିବ ।

ସେ ଖୁବ ତୀବ୍ରତା ର ସହ ଆପଣ ଙ୍କର କଲ ବା ମେସେଜ ର ପ୍ରତୀକ୍ଷା କରି ରହିଛନ୍ତି । ଖୁବ ଅଧିକ ସେ ଏହି ସମୟରେ ଆପଣଙ୍କୁ ମନେ ପକାଉଛନ୍ତି । କିନ୍ତୁ ଏହି ସମୟ ରେ ଯଦି ଆପଣ ଦୁହିଁ ଙ୍କ ମଧ୍ୟରେ କିଛି ମନମୁତାବକ ହୋଇଛି ତେବେ, ତାଙ୍କୁ ଏପରି ଲାଗୁଛି କି ସେ ଠିକ ଅଟନ୍ତି ଓ ଆପଣ ନିଶ୍ଚୟ ତାଙ୍କ ପାଖକୁ ତାଙ୍କୁ ମନେଇବାକୁ ଯିବେ । 3 ନମ୍ବର କୁ ବାଛିଥିବା ବ୍ୟକ୍ତି ଆପଣ ମାନଙ୍କ ପାଇଁ ଜଷ୍ଟିସ କାର୍ଡ ଅଛି ।

ଯାହାଙ୍କ ମନ ର କଥା କୁ ଜାଣିବା ପାଇଁ ଆପଣ ଏହି ନମ୍ବର ଟିକୁ ଚୟନ କରିଛନ୍ତି, ତାଙ୍କ ସହ ବୋଧ ହୁଏ, ଏହି ସମୟରେ ଆପଣ ଙ୍କର ଖୁବ ଅଧିକ ଲଢେଇ କିଛି ହୋଇ ଥାଇ ପାରେ । କିନ୍ତୁ ଏହି ସମୟରେ ସେ ଆପଣଙ୍କୁ ମନେ ପକାଉଛନ୍ତି ସତ କିନ୍ତୁ ସେ ଅପେକ୍ଷା କରିଛନ୍ତି, କେତେବେଳେ ଆପଣ ନିଜ ଭୁଲ ବୁଝି ତାଙ୍କ ପାଖକୁ ପୁନଃ ଫେରି ଯିବେ । ଏହାପରେ ସବୁ ଆପଣ ଙ୍କ ଉପରେ ଆପଣ କଣ କରିବେ ।

ଆସନ୍ତୁ ଜାଣିବା 4 ନମ୍ବର କୁ ଚୟନ କରିଥିବା ବ୍ୟକ୍ତି ଙ୍କ ବିଷୟରେ, ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଏହି ନମ୍ବର ଟିକୁ ଚୟନ କରିଛନ୍ତି, ସେ ବ୍ୟକ୍ତି ଏହି ସମୟରେ ଆପଣ ଙ୍କୁ ହିଁ ଚିନ୍ତା କରୁଛନ୍ତି । ଯଦି ଆପଣ ଦୁଇ ଜଣ ଙ୍କ ମଧ୍ୟରେ କୌଣସି କି କାହିଁକି ବିବାଦ ଟି ସୃଷ୍ଟି ହୋଇଥିଲା, ଅଥବା ଏହି ବିବାଦ ରେ ବାସ୍ତବରେ କିଏ ଠିକ ସେ ଫିଲାଲ ବର୍ତ୍ତମାନ ସମୟରେ ଏହି ସବୁ ବିଷୟରେ ହିଁ ଚିନ୍ତା କରୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *