ନମସ୍କାର ବନ୍ଧୁଗଣ । ଆପଣ ସମସ୍ତ ଙ୍କୁ ଆମ ତରଫ ରୁ ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦନ । ନୂତନ ବର୍ଷ ଏକ ଏପରି ଦିନ ଅଟେ ଯାହା କୁ ବର୍ଷ ସାରା ସମସ୍ତେ ଅପେକ୍ଷା କରି ରହିଥାନ୍ତି । ପୁରୁଣା ବର୍ଷ ର ମାତ୍ର ଆଉ କିଛି ଦିନ ଶେଷ ରହିଗଲା । ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ । ନୂତନ ବର୍ଷ ପାଇଁ ସମସ୍ତେ ନିଜ ମନରେ ଅନେକ ଅନେକ ଇଛା ଓ ଆକାଂକ୍ଷା ମାନ କରି ରଖିଛନ୍ତି । କାରଣ ସମସ୍ତ ଙ୍କ ମନରେ ଏକ ନୂତନ ଆରମ୍ଭ ଇଛା ରହିଥାଏ ।
ସମସ୍ତ ଙ୍କର ଧାରଣ ଥାଏ କି ଏହି ନୂଆବର୍ଷ ର ପ୍ରଥମ ଦିନ କୁ ଆମେ ଯେପରି କାଟିବା ଆମର ସାରା ବର୍ଷ ଟି ସେହିପରି ହିଁ ଯିବ । ଏହି ଦିନ ଅନେକ ଲୋକ କିଛି ଜିନିଷ ମଧ୍ୟ କିଣାକିଣି କରିଥାନ୍ତି । କିନ୍ତୁ କଣ ଆପଣ ମାନେ ଜାଣନ୍ତି କି, ବାସ୍ତୁଶାସ୍ତ୍ର ଅନୁସାରେ ନୂଆବର୍ଷ ରେ କିଛି ଉପାୟ କରିବା ଦ୍ଵାରା ମାତା ଲକ୍ଷ୍ମୀ ଘର କୁ ଆକର୍ଷିତ ହୋଇ ଆସିଥାନ୍ତି ।
ସର୍ବ ପ୍ରଥମେ ବନ୍ଧୁଗଣ ମନେରଖନ୍ତୁ ମାତା ଲକ୍ଷ୍ମୀ ସବୁବେଳେ ସଫା ସୁତୁରା ଓ ସ୍ଵଚ୍ଛ ସ୍ଥାନ କୁ ହିଁ ଯିବାକୁ ପସନ୍ଦ କରିଥାନ୍ତି । ଏପରି ରେ ମାତା ଲକ୍ଷ୍ମୀ ଙ୍କୁ ନିଜ ଘରକୁ ଆଣିବାକୁ ଚାହୁଁଥିଲେ ଆପଣ ମାନେ ସର୍ବ ପ୍ରଥମେ ନୂଆବର୍ଷ ପୂର୍ବ ରୁ ନିଜ ଘର କୁ ଭଲ ଭାବରେ ଝଡା ପୋଛା କରି ସଫା କରି ନିଅନ୍ତୁ । ତାହାସହ ଯଦି ଘରେ କିଛି ଭଙ୍ଗା ବା ପୁରୁଣା ରଦି ଜିନିଷ ମାନ ରହିଥାଏ, ତେବେ ସେ ଗୁଡିକୁ ମଧ୍ୟ ଘରୁ ବାହାର କରି ଦିଅନ୍ତୁ ।
ଚାଲୁ ନଥିବା ଘଡି, ପୁରୁଣା କ୍ୟାଲେଣ୍ଡର ସବୁ କୁ ଘରୁ କାଢି ଦିଅନ୍ତୁ । ତାହାସହ ନୂଆବର୍ଷ ର ଦିନ ସକାଳେ ଘର ପୋଛିବା ସମୟରେ ସେହି ପୋଛା ପାଣି ରେ କିଛି ଲୁଣ ପକାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଘରକୁ ଲକ୍ଷ୍ମୀ ଆକର୍ଷିତ ହୋଇ ଆସିଥାନ୍ତି ।
ତାହାସହ ବନ୍ଧୁଗଣ କିଛି ଏପରି ଜିନିଷ ମାନ ରହିଛି, ଯାହାକୁ ନୂଆବର୍ଷ ଦିନ କିଣିବା ଦ୍ଵାରା ଜୀବନର ରେ ଉନ୍ନତିର ମାର୍ଗ ଖୋଲି ଯାଇଥାଏ । ସେ ସବୁ ମଧ୍ୟରୁ ପ୍ରଥମ ଟି ହେଉଛି ଶ୍ରୀ ଗଣେଶ ଙ୍କର ପ୍ରତିମା । ବର୍ଷ ର ଆରମ୍ଭ ରେ ସର୍ବପ୍ରଥମ ବିଘ୍ନହରତା ଶ୍ରୀ ଗଣେଶ ଙ୍କୁ ଘରକୁ ନେଇ ଆସିବା ଦ୍ଵାରା ଜୀବନରେ ଆସୁଥିବା ସମସ୍ତ ବିଘ୍ନ କୁ ଗଣପତି ବାପା ନାସ କରି ଦେଇଥାନ୍ତି ।
ତାହାଛଡା ଏହି ଦିନ ମୟୂର ପଙ୍ଖ ଆଣି ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଅର୍ପଣ କରିବା ଦ୍ଵାରା ଆପଣ ଙ୍କ ଜୀବନ ରେ ଆପଣ ଅଧିକ ରୁ ଅଧିକ ସଫଳତା ପ୍ରାପ୍ତ ହୋଇଥାଏ । ତୃତୀୟ ରେ ଏହି ଦିନ ନଡିଆ କିଣି ଭାଙ୍ଗିବା ଦ୍ଵାରା ସଫଳତାର ମାର୍ଗ ପ୍ରଶସ୍ତ ହୋଇ ଯାଇଥାଏ । ଚତୁର୍ଥ ରେ ଏହି ଦିନ ଘରକୁ ମନିପ୍ଲାଣ୍ଟ ଗଛ କିଣି ଆଣିବା ଦ୍ଵାରା ଘର କୁ ଧନ ଆକର୍ଷିତ ହୋଇ ଆସିଥାଏ ।
ଶେଷ ରେ ଏହି ଦିନ ଯଦି ଲାଫିଙ୍ଗ ବୁଦ୍ଧ କୁ କିଣି ଗହରକୁ ଅଣାଯାଏ ବା କେହି ଯଦି ଆପଣଙ୍କୁ ଏହି ଦିନ ଲାଫିଙ୍ଗ ବୁଦ୍ଧ ଗିଫ୍ଟ କରନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ