Vastu Tips – ମହା ଶିବରାତ୍ରି ( 18 ଫେବୃଆରୀ ) ଦିନ ନନ୍ଦୀ କାନରେ କହିଦିଅନ୍ତୁ ଏହି 1 ମନ୍ତ୍ର, ମାତ୍ର 24 ଘଣ୍ଟାରେ ହେବ ସବୁ ଇଚ୍ଛା ପୂର୍ଣ୍ଣ

ବନ୍ଧୁଗଣ ଚଳିତ ବର୍ଷ 18 ଫେବୃଆରୀ ଶନିବାର ଦିନ ପଡୁଛି ଶିବରାତ୍ରି ପର୍ବ । ଏହି ଦିନ ବିଶେଷ ସାରା ଯୋଗ ନିର୍ମାଣ ହେଉଛି । କେତେ ଗ୍ରହଙ୍କର ମିଳନ କାରଣରୁ କେତେ ପ୍ରକାରର ରାଜଯୋଗ, ଧନ ଯୋଗ ଓ ସିଦ୍ଧି ଯୋଗ ବଣୁଛି । ଏହି ଦିନ ବହୁତ ପବିତ୍ର ଅଟେ । ଭଗବାନ ଶିବଙ୍କୁ ଶିବରାତ୍ରି ଆହୁତ ପ୍ରିୟ ଅଟେ । ଶିବରାତ୍ରି ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରା ଯାଇଥାଏ ।

ଏହି ଦିନ ପ୍ରକାଶ ରୂପରେ ମହାଦେବ ପ୍ରକଟ ହୋଇଥିଲେ । ଶିବ ମନ୍ଦିର ରେ ନନ୍ଦି ରହିଥାନ୍ତି ତାହା ଆପଣ ନିଶ୍ଚୟ ଦେଖିଥିବେ । ଶାସ୍ତ୍ର ଅନୁଯାୟୀ ନନ୍ଦି ଙ୍କ କାନରେ ଯାହା ଚୁପଚାପ କହିବେ ତାହା ନିଶ୍ଚୟ ପୂରଣ ହୋଇଥାଏ । ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ନନ୍ଦୀ ମୃ-ତ୍ୟୁ-କୁ ଜୟ କରିବା ପାଇଁ ମହାଦେବଙ୍କ ଆରାଧନା କରିଥିଲେ ।

ଭଗବାନ ଶିବ ନନ୍ଦୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମୃ-ତ୍ୟୁର ଭୟ ଛୁଇଁ ପାରିବ ନାହି ବରଦାନ ଦେଇଥିଲେ । ସେହି ଦିନ ଠାରୁ ନନ୍ଦୀ ମହାଦେବଙ୍କ ପାଖରେ ରହିଲେ । ଏଥିପାଇଁ ଭଗବାନ ଶିବଙ୍କ ପାଖରେ ନନ୍ଦୀ ରହିଥାନ୍ତି । ଯଦି ମହାଦେବଙ୍କୁ କିଛି ଜଣାଇବାର ଅଛି ତେବେ ପ୍ରଥମେ ନନ୍ଦୀ ଙ୍କୁ ଜଣାଇବାକୁ ପଡିବ । ଭଗବାନ ଶିବ ଙ୍କୁ ଯିବାର ହେଲେ ସେ ନନ୍ଦୀ ପିଠି ରେ ବସି ଯାଇଥାନ୍ତି ।

ଏହି କାରଣରୁ ନନ୍ଦୀ ଭଗବାନ ଶିବ ଙ୍କର ବିଶେଷ ଗୁଣ ବା ବାହନ ଅଟନ୍ତି । ଯେବେ ଭଗବାନ ସଙ୍କରଙ୍କର ଆଜ୍ଞା ହୁଏ ଜଲ୍ଦି ପ୍ରସ୍ତୁତ ହୋଇଥାନ୍ତି ନନ୍ଦୀ । ଏଥିପାଇଁ ନନ୍ଦୀ ଶିବ ଙ୍କ ନିକଟରେ ବିରାଜମାନ ହୋଇଥାନ୍ତି । ଶିବରାତ୍ରିରେ ଆପଣ କ୍ଷୀର, ଦହି, ଚିନି ରେ ଶିବଲିଙ୍ଗ ର ଅଭିଷେକ କରନ୍ତୁ । ଚାଉଳ, ଚନ୍ଦନ, ଫୁଲ ଓ ବେଲପତ୍ର ଚଢାଇ ଆଳତି କରନ୍ତୁ ଏବଂ ନନ୍ଦି ଙ୍କର ମଧ୍ୟ ଆଳତି କରନ୍ତୁ । ନନ୍ଦି ଆଗରେ ଗୋଟେ ଦୀପ ଜଳାନ୍ତୁ ।

ଏହା ପରେ ଆପଣଙ୍କ ମନସ୍କାମନା କହିବା ଆଗରୁ ଆପଣ ଭଗବାନ ଶିବ ଙ୍କ ଆଗରେ 3 ଥର ତାଳି ମାରନ୍ତୁ । ତାଳି ମାରିବା ପରେ ନନ୍ଦି ଙ୍କ ଦୁଇ ସିଙ୍ଗ ଉପରେ ନିଜର ତର୍ଜନୀ ଓ କାଣୀ ଆଙ୍ଗୁଳି କୁ ଉପରେ ରଖିବେ । ଏହା ପରେ ମନ୍ତ୍ର କହି ନନ୍ଦି ଙ୍କୁ ଜାଗୃତ କରା ଯାଇଥାଏ । ମନ୍ତ୍ର ଟି ହେଉଛି ତତ ପୁରୁଷାୟ ବିଘାହେ ମହାଦେବାୟ ଧିମାହି ତନୋ ରୁଦ୍ର ପ୍ରଚୋଦୟା ।

ଏହି ମନ୍ତ୍ର ଟି କହିବା ପରେ ଆପଣ ଏମିତି ଚମତ୍କାର ଦେଖିଲେ ଯାହା ଆପଣ ବିଶ୍ଵାସ କରି ପାରିବେ ନାହି । ଆପଣଙ୍କର ସବୁ ଇଚ୍ଛା ଧୀରେ ଧୀରେ ପୂରଣ ହୋଇଯିବ । ଆପଣଙ୍କର ଯାହା ବି ଇଚ୍ଛା ରହିଛି ତାହା ନିଶ୍ଚୟ ବହୁତ ଜଲ୍ଦି ପୂରଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *