କାହାର ନାମ ଭାବି ଗୋଟିଏ ନମ୍ବର ମାଠିଆ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ନନକୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ ୪ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି ୪ ନମ୍ବର ୪ ଜଣଙ୍କ ପାଇଁ ଚୁଜ କରିପାରିବେ ।

ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।1- ପ୍ରଥମ ନମ୍ବର : ଯଦି ଆପଣ ନମ୍ବର 444 ବାଛିଛନ୍ତି ତେବେ ତାଙ୍କ ମନରେ ଅଛି ଇଶ୍ଵର ଆପଣଙ୍କୁ ସବୁକିଛି ଦେଇଛନ୍ତି ତଥାପି ଆପଣ ଦୁଖୀ ଅଛନ୍ତି । ଆପଣ ଏମିତି ମଣିଷ ଯିଏ ଭାବି ନେଇଛନ୍ତି ଦୁଖୀ ହେବେ ।

ଯାହା ଅଛି ଯାହା ନାହି ଆପଣ ସବୁବେଳେ ଦୁଖୀ ରହୁଛନ୍ତି । ଆପଣ ବହୁତ ଲୋଭୀ ଏମିତି ସେ ଭାବୁଛନ୍ତି । ଆପଣଙ୍କୁ ସନ୍ତୁଷ୍ଟ ମିଳିପାରେ ନାହି । ଆପଣଙ୍କ ପାଖରେ ଯାହା ଅଛି ସେଥିରେ ଖୁସି ନୁହନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ନମ୍ବର 666 ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ସରଳ ମଣିଷ ଭାବୁଛନ୍ତି । ହୋଇପାରେ ଆପଣ ମାତା ପିତାଙ୍କ ସମ୍ମାନ କରନ୍ତି ଓ ତାଙ୍କ କଥାରେ ଚାଲିଥାନ୍ତି । ଆପଣ ନିଜେ ନିସ୍ପତି ନେବା ଜାଣିଥାନ୍ତି । ଆପଣଙ୍କ ଚିନ୍ତାଧାରା ସଭ୍ୟତା ଅନୁଯାୟୀ ଅଛି । ସେ ଆପଣଙ୍କୁ ଜ୍ଞାନୀ ଭାବୁଛନ୍ତି । ଆପଣ ଠିକ ରାସ୍ତାରେ ଚାଲିଥାନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ପଜେଟିଭ, ପାୱାର ଫୁଲ ମଣିଷ ଅଟନ୍ତି । ଆପଣ ବହୁତ ରାଗି ହୋଇଥାନ୍ତି ।

3- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର 777 ବାଛିଛନ୍ତି ତେବେ ଆପଣ ଜୀବନରେ ଖୁସି ଦିଅନ୍ତି ଖୁସି ଖୋଜନ୍ତି ମଧ୍ୟ । ଆପଣଙ୍କ ପାଖରେ ବହୁତ ସାରା ଲକ ଅଛି । ଆପଣ ହୃଦୟରୁ ବହୁତ ଭଲ ଅଛନ୍ତି । ଆପଣଙ୍କ ପର୍ଶନ ଏମିତି କିଛି ଭାବୁଛନ୍ତି । ଆହୁରି ମଧ୍ୟ ସେ ଭବାଉଛନ୍ତି ଆପଣଙ୍କ ମନରେ ଯାହା ଅଛି ତାହା ମୁହଁରେ ଅଛି । ଆପଣ ସମ୍ପର୍କକୁ ନେଇ ଯାହା ଭାବିଛନ୍ତି ତାହାର ଭବିଷ୍ୟତ ଅଛି । ଆପଣ ଯାହା ଚାହୁଁଛନ୍ତି ତାହା ଜଲ୍ଦି ମିଳିପାରେ । ଦେଖିବେ ଆପଣଙ୍କ ସମ୍ପର୍କ ସୁନ୍ଦର ହୋଇଯିବ ।

4- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ନମ୍ବର 999 ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ବୁଦ୍ଧିମାନ, ପଢା ଲିକ୍ଷା, ଭଲ ମଣିଷ ଭାବୁଛନ୍ତି । ସେ ଭାବୁଛନ୍ତି ଆପଣ ବହୁତ କଥା ଲୁଚାଉଛନ୍ତି । ଆପଣ ଯେଉଁ କାମରେ ଫୋକସ ଦେଇଥାନ୍ତି ତାକୁ ହିଁ ମହତ୍ଵ ଦେଇଥାନ୍ତି । ଆପଣ ଯାହା ବି କରୁଛନ୍ତି ନିଜ ସମ୍ପର୍କକୁ ନେଇ କରୁଛନ୍ତି । ଆପଣଙ୍କର ପୁରା ଫୋକସ ନିଜର କ୍ୟାରିୟରକୁ ନେଇ ରହିଛି । ଆପଣ ଯାହାଙ୍କୁ ଚାହୁଁଛନ୍ତି ତାକୁ ସମୟ ଦେବା ଉଚିତ ଏମିତି ସେ ଭାବୁଛନ୍ତି ।

Leave a Reply

Your email address will not be published. Required fields are marked *