ଅକ୍ଷୟ ତୃତୀୟ ଆଗରୁ 5 ଟି ରାଶିରେ ରାଜଯୋଗ, ମା’ ଲକ୍ଷ୍ମୀଙ୍କ କୃପାରୁ ମିଳିବ ପୁଳା ପୁଳା ଟଙ୍କା, ଦେଖନ୍ତୁ ଆପଣଙ୍କ ରାଶି ତ ନାହିଁ

ଦର୍ଶକ ବନ୍ଧୁ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ଅଛନ୍ତି ଯେଉଁ ମାନଙ୍କର କାନ୍ଦିବାର ଦିନ ଏବେ ଶେଷ ହୋଇଯାଇଛି । ଏହି ରାଶିଙ୍କର କଷ୍ଟ ଏବେ ମାତା ଲକ୍ଷ୍ମୀ ଏବେ ଦୂର କରିବେ । ମା ଲକ୍ଷ୍ମୀ ଏହି ରାଶିଙ୍କ ଉପରେ ଏବେ ପ୍ରସନ୍ନ ହେବାକୁ ଯାଉଛନ୍ତି । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କୁ ବହୁତ ବଡ ଧନ ଲାଭ ମିଳିବାକୁ ଯାଉଛି । ଏମାନଙ୍କର ସବୁ ଗ୍ରହ ଦୋଷ ଏବେ ଶେଷ ହେବ ।

ମା ଲକ୍ଷ୍ମୀ ଙ୍କ କୃପାରୁ ଏମାନଙ୍କର ଊର୍ଜା ସଂଚାର ହେବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।କନ୍ୟା ରାଶି : ଆପଣ ଏବେ ଯାହା ଚାହିଁବେ ତାହା କରିପାରିବେ । ଖାଲି ନିଜର ଧର୍ଯ୍ୟ ଧରି ରଖନ୍ତୁ । କାରଣ ଆପଣଙ୍କର ବସିବା ଜାଗାରେ ପରିବର୍ତ୍ତନ ହୋଇପାରେ କିମ୍ବା ଆପଣଙ୍କୁ ଗୋଟେ ନୂଆ ଜାଗାରେ କାର୍ଯ୍ୟ କରିବାକୁ ପଡିପାରେ । ଆପଣଙ୍କ ଧାରଣାର ବିପରୀତ ଏହି ନୂଆ କାର୍ଜ୍ୟାଳୟ ରେ ନିଜର ଆତ୍ମବିଶ୍ଵାସ ଓ ସ୍ଵତନ୍ତ୍ର ରୂପରେ ପ୍ରଦର୍ଶନ କରିବାକୁ କ୍ଷମତା କୁ ସଫଳତା ମିଳିବ ।

ତୁଳା ରାଶି : ଜାଣି ରଖନ୍ତୁ ଏବ ଆପଣଙ୍କର ଅଚାନକ ଭାଗ୍ୟ ଚମକିବାକୁ ଯାଉଛି । ଯାହା ଫଳରେ ଆପଣଙ୍କ ସଚ୍ଚା ପ୍ରେମ ମିଳିବାର ସଂପୂର୍ଣ୍ଣ ସମ୍ଭାବନା ନଜର ଆସୁଛି । ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ଅଧିକ ଲାଗି ରହିବ । ଯାହା ଫଳରେ ପ୍ରେମ ମାମଲାରେ ଆପଣ ଅଧିକରୁ ଅଧିକ ସଫଳତା ପାଇବେ । ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିବାର କେହି ଅଟକାଇ ପାରିବେ ନାହି ।

ସିଂହ ରାଶି : ଜଣାଇ ଦେଉଛି ଯେ ଅପାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅସୀମ କୃପା ଲାଗି ରହିବ । ଯାହା ଫଳରେ ଏମାନଙ୍କର ଭଣ୍ଡାର ଧନ ଦୌଲତରେ ଭରପୁର ହୋଇ ଉଠିବ । ବିଦ୍ୟାର୍ଥୀ ମାନଙ୍କର ପାଠ ପଧାରେ ମନ ଲାଗିବ । ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢିବାରେ ଲାଗିବ । ପରିବାରର ମହିଳାଙ୍କ ଉପରେ ଧନ ପ୍ରାପ୍ତିର ଯୋଗ ଅଛି । ଅକାରଣ କଷ୍ଟର ଅନ୍ତ ହେବ । ଲାଭଦାୟକ ଯାତ୍ରାରେ ଯିବାର ଯୋଗ ଅଛି ।

ମେଷ ରାଶି : କହି ଦେଉଛି ପ୍ରତିଦିନର କାମରେ ଆସୁଥିବା ବ୍ୟବଧାନ ଏବେ ଆପଣଙ୍କର ଦୂର ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ମାନ ସମାନ ମିଳିବ । ଏହା ସହ ସବୁ କାମ ଆପଣ ଶେଷ କରିବାରେ ସଫଳ ରହିବେ । ବ୍ୟାପାର କ୍ଷେତ୍ରରେ ଭଲ ନିର୍ଣ୍ଣୟ ନେବାରେ ସକ୍ଷମ ହେବେ । ଆପଣ ଭାବି ଚିନ୍ତି ଯେଉଁ କାମ କରିବେ ସେଥିରେ ନିଶ୍ଚୟ ସଫଳତା ଲାଭ କରିବେ ।

କର୍କଟ ରାଶି : ଆଗାମୀ ଦିନ ଗୁଡିକରେ ଆପଣ ବଡ ସଂସ୍ଥା ସହ ଯୋଡି ହୋଇପାରନ୍ତି । ଯାହା ଫଳରେ ଆପଣଙ୍କର ଚାରି ପଟେ ପ୍ରଶଂସା ହେବ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଶ୍ଵଶୁର ଘରକୁ ଯିବାର ସମ୍ଭାବନା ରହିଛି । ଆପଣଙ୍କ ଚିନ୍ତାଧାରା ସମସ୍ୟାରୁ ଦୂରେଇ ରଖିବାରେ ସାହାଜ୍ୟ କରିବ । ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ ।

Leave a Reply

Your email address will not be published. Required fields are marked *