Study Tips- ପାଠ ପଢିବା ପରେ ମନେ ରହୁନାହିଁ ? କେମିତି ପଢିଲେ ମନେ ରହିବ ସବୁ ପାଠ ? ଦେଖନ୍ତୁ ମନେ ରଖିବାର 4 ଟି Smart Trick

ନମସ୍କାର ବନ୍ଧୁଗଣ , ଶିକ୍ଷା ମଣିଷକୁ ଜୀବନର ସଂପୂର୍ଣ୍ଣ ଅର୍ଥ ବୁଜାଇଥାଏ । ସମାଜରେ ମଣିଷର ମାନକୁ  ବଢାଇଥାଏ  ଶିକ୍ଷା । ଶିକ୍ଷା ନ ଥିବା ମଣିଷ ଲକ୍ଷ୍ୟ ମଧ୍ୟ ଦେଇ ଯାଇପାରିନଥାଏ । ଯଦି ଆପଣ ଜୀବନରେ ସାମାନ୍ୟ ବିଷୟକୁ କରିବାକୁ ଚାହାନ୍ତି ତେବେ ଶିକ୍ଷିତ ହେବ ଉଚିତ୍ । ମାତ୍ର ଆଧୁନିକ ସମାଜର ପ୍ରମୁଖ୍ୟ ସମସ୍ୟା ହେଲା ପାଠ କୁ ମନେ ରଖିବା ।

ଆମେ ସର୍ବଦା ଆଲୋଚନା କରିଥାଉ କି ପାଠକୁ ମନେ ରଖୁଥିବା ପିଲା ଇଶ୍ଵରଙ୍କ ଠାରୁ ବିଶେଷ ଧାରଣର ଜ୍ଞାନ ପ୍ରାପ୍ତ କରି ଆସିଛି । ମାତ୍ର ଇଶ୍ଵର ଆମକୁ ସେହି ପ୍ରକାରର ଜ୍ଞାନ ଦେଇନାହାନ୍ତି । ଏହା ସଂପୂର୍ଣ୍ଣ ଭୁଲ ଧାରଣ କାରଣ ଇଶ୍ଵର ପ୍ରତ୍ୟେକ ମଣିଷକୁ ଜ୍ଞାନ ଦେଇ ଧରା ପୁଷ୍ଟକୁ ଫଟାଇଛନ୍ତି । ମାତ୍ର ଲୋକମାନେ ତାହାକୁ ଗ୍ରହଣ କରିପାରୁନାହାନ୍ତି । ନିଜ ଭିତରେ ଲୁଚି ଥିବା ଜ୍ଞାନକୁ ଅନୁସନ୍ଧାନ କରିପାରିନ ଥାନ୍ତି । ପାଠ କୁ ପଢିବାର କିଛି ପଦ୍ଧତି ଓ ନିୟମାନ ରହିଛି ।

ଯାହାକୁ ଆପଣ ପ୍ରତିଦିନ ମନେ ରଖି ତହି ଅନୁସାରେ କରିବା ଦ୍ଵାରା ପାଠକୁ ସହଜରେ ମନେ ରଖିପାରିବେ । ତେବେ ଆସନ୍ତୁ ଜାଣିବା ପାଠକୁ ମନେ ରଖିବାର କୌଶଳ ସମ୍ବନ୍ଧରେ । 1- ପାଠକୁ କେଉଁ ସମୟରେ ପଢିବା ଉଚିତ୍ । ସକାଳ ସମୟରେ ଯେବେ ଆପଣ ପାଞ୍ଚ ଛଅ ଘଣ୍ଟାର ନିଦ କରି ଉଠିଥିବ । ସେହି ସମୟରେ ଆପଣଙ୍କ ମନ ଶାନ୍ତ ରହିବ ।

ଆମ ପୃଥିବୀ ପୁଷ୍ଟରେ ସଫଳତା ହାସଲ କରିଥିବା ବଡ ବଡ ବିଶେଷଜ୍ଞମାନଙ୍କ ବ୍ୟକ୍ତବ ରୁ ଜଣାଯାଇଛି । ଯଥା ସେମାନେ ସକାଳ ସମୟକୁ ପାଠ ପଢିବାରେ କର୍ଚ କରୁଥିଲେ । କାରଣ ଶୋଇକି ଉଠିଲା ପରେ ଆପଣ ଯାହା ବି କରିବେ ତାହା ମନେ ରହିଥାଏ । 2- ପଢିବା ଆଗରୁ ଧ୍ୟାନ ବା ଯୋଗ କରିବା ଦରକାର । କାରଣ ପଢିବା ପୂର୍ବରୁ ଆପଣଙ୍କୁ ମନକୁ ପ୍ରସ୍ତୁତ କରିବା ଉଚିତ୍ , ଯଥା ଯେପରି ଯାହା ବି ପଢିବେ ମନ ତାହାକୁ ଗ୍ରହଣ କରି ରଖିପାରିବ ।

3- ଆପଣ ପଢୁଥିବା ସମୟରେ କୋଣସି ବିଷୟଟି ବୁଜି ହଉନି ତେବେ ତାହା ସମ୍ବନ୍ଧୀୟ ଭିଡିଓ ୟୁ ଟୁବରେ ଦେଖନ୍ତୁ । ଦେଖିବେ ତାହାକୁ ଦେଖିବା ଦ୍ଵାରା ପାଠ ଶୀଘ୍ର ମନେ ରହିଥାଏ । କାରଣ ଦୃଶ୍ୟ ଆକାରରେ ଦେଖିବା ହେତୁ ପାଠ ର ବିଷୟକୁ ଆପଣ କଳ୍ପନା କରି ସହଜରେ ପାଠ ମନେ ରଖି ହୁଏ । 4- ପାଠ ପଢିବା ବେଳେ କିଛି ସମୟ ପାଇଁ ବିରାମ ନେବା ଉଚିତ୍ ।

ଲଗାତାର ପଢିବା ଦ୍ଵାରା ବିରକ୍ତି ଭାବ ଜାତ ହୋଇପାରେ । ତେଣୁ ବିରାମ ନେଇ ପାଢ ପଢିବା ଉଚିତ୍ । 5- ପଢିଥିବା ପାଠକୁ ନ ଦେଖି ଲେଖିବା ଉଚିତ୍ । ତହି ରୁ ଆପଣ ଜାଣିପାରିବେ ଯେ ପାଠ କେତେ ମନେ ରହିଛି ବୋଲି । 6- ଆପଣ ଯାହା ପଡ଼ିଲେ ତାହାକୁ ଅନ୍ୟ ଆଗରେ କହିବା ଦ୍ଵାରା ପାଠକୁ କେବେ ବି ଭୁଲିବେ ନାହିଁ । ଏହି ସବୁ ବିଷୟକୁ ମନେ ରଖି ପଡିବା ଦ୍ଵାରା ପାଠ ମନେ ରହିଥାଏ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *