Vastu Shastra – ସ୍ଵୟଂ ମାତା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ଘରେ ଲଗାଏ ଝାଡୁ, ମା’ ଲକ୍ଷ୍ମୀ ଧନ ଦୌଲତ ରେ ଭରି ଦିଅନ୍ତି ତା’ ଘର

 ନମସ୍କାର ବନ୍ଧୁଗଣ । ପ୍ରତ୍ୟେକ ମଣିଷର ମନକାମନା ଥାଏ କି ତାଙ୍କ ଘରେ ମାତାରାଣୀଙ୍କ କୃପା ସର୍ବଦା ରହୁବୋଲି । ସେଥିଲାଗି ସେ ପୂଜାପାଠ , ଆରାଧନା ଆଦି କରିଥାଏ । ଶାସ୍ତ୍ର ଅନୁସାରେ ଆପଣମାନେ ଯଦି ଏହି ସମୟରେ ଘରେ ଝାଡୁ ଲଗାନ୍ତି ତେବେ ଆପଣମାନଙ୍କ ଘରେ ଧନର ବର୍ଷା ହୁଏ । ମାତ୍ର ଆମେ ଝାଡୁ ଲଗେଇବା ସମୟରେ ବହୁତ କିଛି ଭୁଲ କରିଥାଉ ଯାହା ଦ୍ଵାରା ତାହାର ଶୁଭ ଫଳଳ ବଦଳରେ ଅଶୁଭ ଫଳ ପ୍ରାପ୍ତ କରିଥାଉ ।

ଶାସ୍ତ୍ର ଅନୁଯାୟୀ ସକାଳର ବ୍ରାଂହ୍ନ ମୁହୁତ୍ତ ହେଉଛି ଦେବାଦେବୀ ମାନଙ୍କ ଧାରାପୁଷ୍ଟକୁ ଆସି ଗମନାଗମନ କରିବାର ସମୟ । ଏହି ସମୟରେ ଯେଉଁ ଘରର ସ୍ତ୍ରୀମାନେ ଭୋର ସକାଳ ଶର୍ଯ୍ୟା ତ୍ୟାଗ କରି ଝାଡୁ ଲଗାନ୍ତି ତାହା ଶୁଭ ହୋଇଥାଏ । ଯାହା ଫଳରେ ମାତା ଲକ୍ଷ୍ମୀ ସଫା ସୁତୁରା ଥିବା ଘରେ ଯାଇ ତାଙ୍କୁ ଆର୍ଶୀବାଦ କରିଥାନ୍ତି । ମା ‘ ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ କରିଥିବା ଘର ଧନ ଦୌଲତରେ ଭରପୁର ହୋଇଥାଏ ।

ମାତ୍ର ଆଧୁନିକ ସମାଜର ବା ସହରରେ ବାସ କରୁଥିବା  ଲୋକମାନଙ୍କ ପକ୍ଷରେ ତାହା କରିବା ଅସମ୍ଭବ ପରିଲକ୍ଷିତ ହୁଏ । କାରଣ ସହରରେ ରହୁଥିବା ଲୋକେମାନେ ବ୍ରାଂହ ମୂହୁର୍ତ୍ତ ରେ ଉଠି ପାରନ୍ତି ନାହିଁ । ତେଣୁ ସେମାନଙ୍କ ଜୀବନରେ ମା ‘ ଲକ୍ଷ୍ମୀଙ୍କ କୃପା ପାଇ ନ ଥାନ୍ତି । ଏଣୁ କୁହାଯାଇଥାଏ କି ସକାଳ ସମୟ ବହୁତ ଶୁଭ ହୋଇଥାଏ ଓ ଏହି ସମୟରେ ଯେଉଁ ବି ଗୃହିଣୀ ଘରେ ଝାଡୁ ଲଗେଇଥାଏ ତାହା ଗୃହ ସୁଖମୟ ହୋଇଯାଇଥାଏ ।

ଆମ ଶାସ୍ତ୍ର ରେ ଝାଡୁ ର ଶୁଭ ଓ ଅଶୁଭ ବିଷୟରେ କୁହାଯାଇଅଛି । ଆଜି ଆମେ ତହି ସବୁ  ବିଷୟରେ ଅବଗତ କରାଇବୁ । ରାତି ଅନ୍ଧାର ହେବା ପରେ ଆପଣ ଯଦି ଘରେ ଝାଡୁ ଲଗାନ୍ତି ତେବେ ଆପଣ ଘର ପାଇଁ କଷ୍ଟ ବୋହି ଆଣନ୍ତି ଓ  ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି । କେତେକ ଲୋକମାନେ ସ୍ଵପ୍ନରେ ଝାଡୁ ଛିଡା ହୋଇଥିବାର ଦେଖନ୍ତି ଏବଂ ତାହା ଶୁଭ ସଂକେତ ହୋଇଥାଏ ।

ଆପଣ ଯଦି ଘରେ ଝାଡୁ ଲଗେଇବା ପରେ ତାହାକୁ ଓଲଟା ରଖନ୍ତି ତେବେ ତାହା ଅଶୁଭ ହୋଇଥାଏ । ଆପଣଙ୍କ ଘରେ ଅଶୁଭ ଘଟଣା ଘଟିବାର ସମ୍ଭାବନା ରହିଥାଏ । ତେଣୁ ଝାଡୁ କରିବା ପରେ ସିଧା ରଖିବା ଉଚିତ୍ । ଘରର ସଦସ୍ୟ ବାହାରକୁ ଯିବା ବେଳେ ଝାଡୁ ଲଗେଇବା ଅନୁଚିତ୍ ହୋଇଥାଏ ସେହି ଲୋକ ଯିବା ସ୍ଥାନକୁ ପହଞ୍ଚିବା ପରେ ଯାଇ ଝାଡୁ ଲଗାନ୍ତୁ । ଆମମାନେ ଯେତେବେଳେ ଝାଡୁର ଆଦର ଓ ସନମାନ କରିଥାନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

ଆପଣମାନେ ଯଦି ନୂଆ ଘର ନିରମାନ କରି ସେଥିରେ ରହିବାକୁ ଯାଉଛନ୍ତି ତେବେ ପୁରୁଣା ଝାଡୁ ନ ନେଇ ନୂଆ ଝାଡୁ ସହ ଜୀବନକୁ ଆରମ୍ଭ କରିବା ଉଚିତ୍ ହୋଇଥାଏ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *