ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଏବଂ ରାଶି ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ସେହିପରି ନବ ଗ୍ରହ ମାନଙ୍କ ଭିତରେ ବୁଧ ଗ୍ରହ ଗ୍ରହମାନଙ୍କ ମଧ୍ୟରେ ରାଜା ବୋଲି କହିଥାଉ । ବୁଧ ଗ୍ରହ ମିଥୁନ ରାଶି ଏବଂ କନ୍ୟା ରାଶିର ସ୍ବାମୀ ଅଟନ୍ତି । ବୁଧ ଗ୍ରହ ଯଶ,ମାନ, ସମ୍ମାନ,ବୁଦ୍ଧି, ଧନ ର କାରକ ଅଟନ୍ତି । ତେବେ ଏହି ମାସ ୧୬ ମାର୍ଚ୍ଚ ରୁ କିଛି ରାଶିଙ୍କ ଉପରେ ବୁଧ ଗ୍ରହଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଅଛି । ଯାହା ଫଳରେ ଏହି ରାଶି ମାନଙ୍କ ଭାଗ୍ୟ ସଂପୂଣ୍ଣ ଭାବେ ବଦଳିବାକୁ ଯାଉଅଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।
ମେଷ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଧନର ବର୍ଷା ହେବାକୁ ଯାଉଛି । ଧନର ଅଭାବ କେବେବି ଏହି ରାଶିରେ ଦେଖାଯିବ ନାହିଁ । ଏମାନଙ୍କ ପରିବାରରେ ସୁଖସାନ୍ତି ଲାଗି ରହିବ । ପ୍ରେମ ଜୀବନରେ ସୁଖ ମିଳିବା ପାଇଁ ଯାଉଛି । ପାଠପଢାରେ ମଧ୍ୟ ଉଚ୍ଚଫଳ ମିଳିବ । ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟାପାର ବାଣିଜ୍ୟ କରୁଥିଲେ ଏମାନଙ୍କୁ ସେଥିରୁ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି ।
ସିଂହ ରାଶି:- ଏହି ରାଶିର ବ୍ୟକ୍ତିମାନଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ । ବୁଦ୍ଧଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ।
କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଏହି ରାଶି ମାନଙ୍କର ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥିଙ୍କ ସହିତ ନିଜର ସମୟ ଅତିବାହିତ କରିବେ, ଭାଗ୍ୟର ଏମାନଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନଙ୍କୁ ଅଚାନକ କୌଣସି ଖୁସୀ ଖବର ପ୍ରାପ୍ତ ହେବ । ଭାଗ୍ୟର ସହଯୋଗରେ ଏହି ରାଶିର ବ୍ୟକ୍ତିମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ । ଆକସ୍ମିକ ଭାବେ ଧନ ଲାଭ ହେବ । ବ୍ୟବସାୟରେ ଧନ ଲାଭ ହେବ । ତେବେ ବନ୍ଧୁଗଣ ପ୍ରଭୁ ବୁଧଗ୍ରହ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ବୁଧଗ୍ରହାୟଃ ନମଃ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।