ଝିଲି ସିରିଏଲ ଲିଡ ହେରୋଇନ Nikita Mishra ଙ୍କର ଏମିତି ସତ… ଆଗରୁ କେହିବି କହି ନଥିବେ, ହିରୋ Swaraj Barik ଙ୍କ ସହ ତାଙ୍କର…

ଆପଣ ମାନେ ଜି ସାର୍ଥକ ରେ ଚାଲୁଥିବା “ଝିଲ୍ଲିକ” ସିରିୟାଲ ଦେଖୁଥିବେ ତେବେ ଆପଣ କଣ ଜାଣିଛନ୍ତି ତାଙ୍କ ପ୍ରକୃତ ନାମ କଣ ଓ ତାଙ୍କ ଜୀବନ ବିଷୟରେ କିଛି । ଯେଉଁ ଭଳି ଭାବେ ଭାରତ ରେ ହିନ୍ଦୀ ସିରିୟାଲ ଅଲଗା ଅଲଗା ଲୋକଙ୍କ ଲୋକଙ୍କ ପସନ୍ଦ ହୋଇ ସାରିଛି ସେହି ଭଳି ଭାବେ ଅନେକ ଲୋକଙ୍କ ପସନ୍ଦରେ ଓଡିଆ ମଧ୍ୟ ନିଜ ଜାଗା ବନେଇ ଦେଇଛି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ପ୍ରିୟା ଅଭିନେତା କିମ୍ବା ଅଭିନେତ୍ରୀ ଙ୍କ ସହ ଦେଖା କରିବା କିମ୍ବା ସାକ୍ଷାତ ଦେଖି ବା କୁ ଖୁବ ଭଲ ପାନ୍ତି କିଛି ଏହି ଭଳି ଲୋକମାନେ ମଧ୍ୟ ଅଛନ୍ତି ।

ତେବେ ନିଜ ଅଭିନେତ୍ରୀ ର ନିଜି ଜୀବନ ବିଶୟରେ ଜାଣିବା ପାଇଁ ଖୁବ ଭଲ ପାଉଥିବା ଲୋକଙ୍କ ପାଇଁ ଆମେ ଆଜି ନେଇ ଆସିଛୁ ଝିଲ୍ଲୀ ରେ ଅଭିନୟ କରୁଥିବା ନିକିତା ମିଶ୍ରଙ୍କ ଜୀବନ ବିଷୟରେ କିଛି । ଝିଲ୍ଲୀ ନିଜ ମଜାଳିଆ ଅକଥା ଦ୍ଵାରା ଖୁବ କମ ଦିନରେ ଲୋକଙ୍କ ଅତି ପ୍ରିୟା ହୋଇ ପାରିଛନ୍ତି ତେବେ ସେ ଦେଖିବାକୁ ଯେଉଁ ଭଳି ସୁନ୍ଦରୀ ମଧ୍ୟ ମନରୁ ।

ତେବେ ସେ 2000 ମସିହା ରେ ଜନ୍ମ ଗ୍ରହଣ କରିଥିଲେ କଟକ ରେ । ନିକିତା ଙ୍କୁ ଏବେ ମାତ୍ର 22 ବର୍ଷ ବଯଶ ମାତ୍ର ସେ ଅନେକ କଳାକାର ଙ୍କ ସହ ଅନେକ ଦିନରୁ କାମ କରି ଆସିଛନ୍ତି ସେ ଶିଶୁ କଳାକାର ଭାବେ କାମ କରି ଛନ୍ତି । ଏହି ଦୁନିଆ ତାଙ୍କ ପାଇଁ ନୂଆ ନୁହେଁ ।

ସେ ଅନେକ ଚଳଚିତ୍ର ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ଏହା ମଧ୍ୟରେ “ସମୟ ହାତରେ ଡୋରୀ”, “ନେଇଯା ରେ ମେଘ ମତେ” ରେ ସ୍ଵରାଜ ଙ୍କ ସହ ଅଭିନୟ କରିଥିଲେ । ନିକିତା ଅଲିଉଡ କୁ ବଡ ହେବ ଅପରେ ହିଙ୍ଘଦ୍ଵାର ରେ ଆସିଥିଲେ ମାତ୍ର ତାଙ୍କୁ ଏତେ କିଛି ସଫଳତା ମିଳି ନଥିଲା । ସେହି ପାଇଁ ସେ ସିରିୟାଲ କୁ ଛାଡି ଦେଇ ଥିଲେ ଏହା ପରେ ସେ ଏବେ ଝିଲ୍ଲୀ ସିରିୟାଲ ରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଏହି ସିରିୟାଲ ରେ ସେ ଜଣେ ଅର୍ଦ୍ଧ ଶିକ୍ଷିତ ହୋଇ ଅଭିନୟ କରୁଛନ୍ତି ।

ଆପଣ ଜାଣି ଥିବେ କି 2020 ରେ ଇନ୍ଦିରାଗାନ୍ଧି କଲେଜ ରୁ ଗ୍ରାଜୁଏସନରେ ତପର ହୋଇଥିଲେ । ତ ନିକିତା ଙ୍କ ବାପା ଓ ମା ଙ୍କ ଛଡା ତାଙ୍କର ଏକ ଭାଇ ମଧ୍ୟ ଅଛି ଯାହା ଆପଣ ଫୋଟୋ ରେ ଦେଖୁଛନ୍ତି । ତେବେ ଆପଣଙ୍କୁ ଏହି ଝିଲ୍ଲୀ ସିରିୟାଲ କିଭଳି ଲାଗୁଛି ଓ ନିକିତା ଙ୍କ ଅଭିନୟ କିଭଳି ଲାଗୁଛି ଆପଣ ନିଶ୍ଚିତ ଭାବେ କହିବେ । ଝିଲ୍ଲୀ ସିରିୟାଲ ଏବେ ଲୋକପ୍ରିୟତା ପାଇବାର ଚରମ ସୀମାରେ ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *