Vastu Tips – ଆପଣଙ୍କ ହାତରେ ଅଛି କି M ଚିହ୍ନ, ତେବେ ଥରେ ଏହାକୁ ନିଶ୍ଚୟ ଦେଖନ୍ତୁ !

ବନ୍ଧୁଗଣ ଆଜି ଆମେ ଜାଣିବା ହାତର ରେଖାରେ ଲୁଚିରହିଥିବା ଏକ ଅକ୍ଷର M ବିଷୟରେ । ହାତର ରେଖା ମନଙ୍କରେ ଏମିତି କେତେ ଯେ ସତ୍ୟ ଲୁଚିରହିଥାଏ ଯାହାର ଅର୍ଥ ହୁଏତ ଆମେ ମାନେ ଜାଣିପାରିନଥାଉ । କିନ୍ତୁ ତାହାର ମହତ୍ତ୍ଵ ବହୁତ ଅଧିକ ରହିଥାଏ । ତେବେ ଆଜି ଆମେ ହାତର ରେଖାରେ ଥିବା ଇଂରାଜୀ ଅକ୍ଷର M ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଯେଉଁ ବ୍ୟକ୍ତି ମାନଙ୍କ ହାତ ପାପୁଲିରେ M ଚିହ୍ନ ଦେଖାଯାଇଥାଏ ସେମାନେ ବହୁତ୍ ବୁଦ୍ଧିମାନ ହୋଇଥାନ୍ତି । ଏହା ସହିତ କୌଣସି ବ୍ୟବସାୟରେ ଭଲ ପାଟନର ବୋଲି ମଧ୍ୟ ସାବ୍ୟସ୍ତ ହୋଇଥାନ୍ତି । ଯଦି ଆପଣ କାହାକୁ ଭଲ ପାଉଛନ୍ତି ଏବଂ ତାଙ୍କ ହାତରେ M ଚିହ୍ନ ରହିଅଛି ତ ଆପଣ ତାଙ୍କୁ ବିଲକୁଲ ମିଛ କହିପାରିବେ ନାହିଁ ।

କାରଣ ସେମାନେ ଯେକୌଣସି ମିଛକୁ ବହୁତ ସହଜରେ ଧରି ନେଇ ଥାଆନ୍ତି । ଏମାନଙ୍କ ଦୂରଦୃଷ୍ଟି ବହୁତ ଶକ୍ତିଶାଳୀ ହୋଇଥାଏ । ଏମାନେ ମନର କଥାକୁ ଖୁବ କମ ସମୟରେ ବୁଝିନେଇଥାନ୍ତି । ସ୍ତ୍ରୀ ଅବା ପୁରୁଷ ଦୁହିଁଙ୍କ ମଧ୍ୟରୁ ଏହି M ଅକ୍ଷର ଯାହା ହାତରେ ରହିଥାଏ ସେମାନେ ଦୁହେଁ ଦୁହିଁଙ୍କ ପାଇଁ ଉଚ୍ଚ କୋଟିର ପାଟନର ସାବ୍ୟସ୍ତ ହୋଇଥାଏ ।

ଦୁହିଁଙ୍କର ବୈବାହିକ ଜୀବନ ସୁଖମୟ ରହିଥାଏ । ଯଦି ଆପଣଙ୍କ ହାତର ରେଖରେ ଏହି ଚିନ ରହିଅଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ବ୍ୟକ୍ତି ନିଜ ଜୀବନରେ ସବୁ ସମସ୍ୟାକୁ ଖୁବ ସହଜରେ ସାମ୍ନା କରିଥାନ୍ତି । ଏମାନେ ବହୁତ ସାହସୀ ଏବଂ ଚତୁର ହୋଇଥାନ୍ତି । ଏମାନଙ୍କ ଉପରେ ଭଗବାନ ଙ୍କ ବିଶେଷ କୃପା ସଦା ସର୍ବଦା ଲାଗି ରହିଥାଏ ।

ଏପରି କୁହାଯାଇଥାଏ କି ଯେଉଁ ମାନଙ୍କ ହାତରେ ଏହି M ଚିହ୍ନ ରହିଥାଏ ସେହି ବ୍ୟକ୍ତି ଭଗବାନ ଙ୍କର ବହୁତ ପ୍ରିୟ ହୋଇଥାନ୍ତି । ଏମାନେ ଯଦି କାହା ପାଇଁ କିଛି ପାର୍ଥନା କରିଥାନ୍ତି ତେବେ ଏମାନଙ୍କ କଥା ଅତି ଶୀଘ୍ର ଭଗବାନ ସୁଣିଥାନ୍ତି । ଏବଂ ତାହା ପୂରଣ ହୋଇଥାଏ । ଏହି ବ୍ୟକ୍ତି ବହୁତ ଲକି ହୋଇଥାନ୍ତି । ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *