ବନ୍ଧୁଗଣ ଅଳତା ମହିଳାମାନଙ୍କ ସୋନ୍ଦର୍ଯ୍ୟ କୁ ବୃଦ୍ଧି କରିବା ରେ ସାହାର୍ଯ୍ୟ କରି ଥାଏ । ଏହା କେବଳ ମହିଳା ମାନ ଙ୍କୁ ସୁନ୍ଦର କରିନଥାଏ ମା ଲକ୍ଷ୍ମୀ ଙ୍କୁ ମଧ୍ୟ ସନ୍ତୁଷ୍ଟ କରିଥାଏ । ଯାହା ଫଳ ରେ ସୁଖ ସମୃଦ୍ଧି ସହ ଧନ ର ବର୍ଷା ମଧ୍ୟ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ସମସ୍ତ ଦେବୀ ମାନେ ଅଳତା ପିନ୍ଧି ଥିବାର ଦେଖିଥିବେ । ମା ଲକ୍ଷ୍ମୀ ଙ୍କ ନାମ କୁ ନେଇ ରକ୍ତଚରଣ ର ନାମ ରହିଛି ।
ସାଧାରଣ ତହ କୁଆଁରୀ ଝିଅ ମାନେ ଙ୍କୁ ଗୌରୀ ବୋଲି କୁହାଯାଏ ଏବଂ ବିବାହ ପରେ ଗୃହଲକ୍ଷ୍ମୀ ବୋଲି ବିବେଚନା କାର ଯାଇଥାଏ । ଯେପରି ମା ଲକ୍ଷ୍ମୀ ଙ୍କ ପଦ ଖାଲି ରହିଥାଏ ବିବାହ ପରେ ଗୃହଲକ୍ଷ୍ମୀ ମଧ୍ୟ ଗୋଡ଼ କୁ ଖାଲି ରଖିବା କଥା ନୁହେଁ, । ଏବେ ସହର ରେ ଏହା ଦେଖିବାକୁ ମିଳୁନାହିଁ କିନ୍ତୁ ଗ୍ରାମାଞ୍ଚଳ ମାନ ଙ୍କ ରେ ଏହା ସହଜ ରେ ଦେଖିବାକୁ ମିଳିଥାଏ । ଏହି ବିଧି ବିଧାନ ସମସ୍ତ ଙ୍କୁ ମିଳିନଥାଏ ।
ଗ୍ରାମାଞ୍ଚଳ ରେ ବିବାହ,ଓଷା, ପର୍ବପର୍ବାଣୀ ରେ ଏହାକୁ ବ୍ୟବହାର କରାଯାଏ । କୁଆଁରୀ ମାନେ ଅନେକ ସମୟ ରେ ପଦ କୁ ଖଳିରଖନ୍ତି କିନ୍ତୁ ଏହା କରିବା ଉଚିତ୍ ନୁହେଁ । କାରଣ ରାହୁ ଗ୍ରହ ଏପରି ଏକ ଦୁଷ୍ଟ ଗ୍ରହ ଯାହା ଘରେ କଳହ ସହ ଆସନ୍ତୁ ର ସୂତ୍ରପାତ କରିଥାଏ । ଏବଂ ରାହୁ ଗ୍ରହ କୁ ଗୋଟିଏ ପ୍ରତୀକ ସନ୍ତ କରେ ତାହା ହେଉଛି ମାଆ ଲକ୍ଷ୍ମୀ ଙ୍କ ପାଦ । ରାହୁ ଗ୍ରହ ମା ଲକ୍ଷ୍ମୀ ଙ୍କ ପାଦ ଦେଖିଲେ ଶାନ୍ତ ହୋଇଥାନ୍ତି ।
ରାହୁ ଗ୍ରହ ଲାଲ ରଙ୍ଗ ର ପ୍ରତୀକ ହୋଇଥାନ୍ତି । ଏଣୁ ଗୃହ ର ଗୃହିଣୀ ମାନ ଙ୍କ ର ଅଳତା ଦେଖିଲେ ରାହୁ ଗ୍ରହ ଶାନ୍ତ ହୋଇଥାଏ । ଘରର ନୂଆ ବୋହୂ ପ୍ରଥମେ ନିତ୍ୟ କର୍ମ ସାରି ଘର ର ନଣନ୍ଦ ଏବଂ ଶାଶୁ ଙ୍କୁ ପ୍ରଥମେ ଅଳତା ଲଗାଇ ଦେଇଥାଏ । ଏହାପରେ ସେମାନେ ଙ୍କ ଆଶୀର୍ବାଦ ନେଇଥାନ୍ତି ଏବଂ ନିଜେ ଅଳତା ପିନ୍ଧି ସମସ୍ତ ଦୁଃଖ କୁ ଘରୁ ଦୂର କରି ଦେଇଥାନ୍ତି । ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ସହ ଧନ ରେ ଘର ପରିପୂର୍ଣ ରହିଥାଏ ।
ଦୁଃଖ ର ନିବାରଣ ହୋଇଥାଏ । ଏହା ଲଗାଇବା ଦ୍ଵାରା ମନରେ ଶାନ୍ତି ର ପ୍ରତୀକ ଆସିବ ସହ ରୋଗାକ୍ରାନ୍ତ ରୁ ଦୂର ରେ ରହିଥାଏ । ମାନ ମସ୍ତିଷ୍କ ଶାନ୍ତ ରହିଥାଏ । ଯାହା ଦ୍ଵାରା ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ପଣିକିଆ ଏବଂ ପଦ ଫାଟ ରୋଗ ଦୂର ହୋଇଥାଏ । ଅଳତା ଲଗାଇବା ସମୟ ରେ ଘର ର ଦକ୍ଷିଣ କୁ ମୁଁହ କରି ଲଗାଇବା ଉଚିତ୍ ।
ଘର ର ଚୌକଠା ବା ଦୁଆର ବନ୍ଧ ରେ ବସି ଅଳତା ଲଗାଇବା ନିଷେଧ ଅଟେ । ଏହା ଏକ ଶାନ୍ତି ର ପ୍ରତୀକ ହେତୁ ଏହାକୁ ମହିଳା ମାନ ଙ୍କ ର ପିରିୟଡ଼ ସମୟ ରେ ଲଗାଇବା ଅନୁଚିତ୍ । ମହିଳା ମାନେ ଦେହ ତ୍ୟାଗ କଲେ ପରେ ସେମାନେ ଅଳତା ଲଗାଇ ଶ୍ମଶାନ କୁ ନେଇ ଥାଆନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।