ଯଦି ଆପନଙ୍କ ନାମ S, R, P, B, M, N ଏହି ଅକ୍ଷରରୁ ଆରମ୍ଭ ତେବେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି ଆମ ଜୀବନରେ ଯାହା ବି ପରିବର୍ତ୍ତନ ହେଉଛି ତାହାର ସମ୍ବନ୍ଧ ମୁଖ୍ୟତଃ ଗ୍ରହ ମାନଙ୍କ ସହିତ ରହିଛି । ଆଜି ର ସମୟରେ ସମସ୍ତଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ଏହି ଦୁନିଆର ପ୍ରତେକ ମଣିଷ ନିଜର ଭାଗ୍ୟ ନେଇ ଆସିଥାଏ । ପ୍ରତେକ ମଣିଷର ନାମ ତାର ଜନ୍ମର ଗ୍ରହର ସ୍ଥିତି ଅନୁସାରେ ହୋଇଥାଏ । ପ୍ରତେକ ଅକ୍ଷରର କିଛି ଅଲଗା ମହତ୍ତ୍ଵ ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ଅକ୍ଷରର ନାମ ବିଷୟରେ କହିବୁ ଯାହାଙ୍କୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

S ନାମର ବ୍ୟକ୍ତି:- ଏହି ବ୍ୟକ୍ତି ବହୁତ ଚାଲାକ ହୋଇଥାନ୍ତି । ଏମାନେ ସବୁବେଳେ ନିଜର ଫାଇଦା ଦେଖି କାମ କରିଥାନ୍ତି । ଏମାନେ ନିଜର ମିଠା ମିଠା କଥାରେ ସମସ୍ତଙ୍କ ମନ କିଣିଥାନ୍ତି । ଏମାନେ ପ୍ରେମ ମାମଲାରେ ବିଲକୁଲ ଲାଜ କରନ୍ତି ନାହିଁ ।

R ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ନରମ ହୃଦୟର ହୋଇଥାନ୍ତି । ଏମାନେ କେବେ କାହାରି ଦୁଃଖ ଦେଖିପାରନ୍ତି ନାହିଁ । ଏହି ବ୍ୟକ୍ତି ସବୁବେଳେ ସମସ୍ତଙ୍କ ଭଲ ଚିନ୍ତା କରିଥାନ୍ତି । ଏମାନେ ନିଜ ଘର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ।

P ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ରାଗି ହୋଇଥାନ୍ତି । ଏମାନେ ଟିକେ ଟିକେ କଥାରେ ରଗିଥାନ୍ତି । ଏହି ବ୍ୟକ୍ତି ମାନେ ସବୁବେଳେ ଠିକ କଥା କହୁଥାନ୍ତି । କୋଉଠି ଅନ୍ୟାୟ ହେଲେ ଏମାନେ ସହି ପାରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ନିଜର ସାଥୀ ଏବଂ ପରିବାରକୁ ହିଁ ନିଜର ଦୁନିଆ ବୋଲି ଭାବିଥାଆନ୍ତି ।

B ନାମର ବ୍ୟକ୍ତି:- ଏହି ବ୍ୟକ୍ତି ମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି । ଏମାନେ ସବୁବେଳେ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି । ଏହି ବ୍ୟକ୍ତି ମାନେ ନିଜର ସମସ୍ତେ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯଥା ଚେଷ୍ଟା କରିଥାନ୍ତି ଏବଂ ସେଥିରେ ସେ ସଫଳ ମଧ୍ୟ ହୋଇଥାନ୍ତି ।

M ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ନରମ ସ୍ୱଭାବର ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ନିଜର ସୁନ୍ଦରତା ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଏହି ବ୍ୟକ୍ତି ମାନେ ନିଜର ବ୍ୟବହାର ଦ୍ୱାରା ସମସ୍ତଙ୍କ ମନରେ ଘର କରିଥାନ୍ତି । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ ।

N ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତିମାନେ ସବୁବେଳେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ଇଚ୍ଛା କରିଥାନ୍ତି । ଏମାନେ ନିଜର କାମ ପୁରା ମନ ଧ୍ୟାନ ଦେଇ କରନ୍ତି । ଏହି ବ୍ୟକ୍ତି ମାନେ ବେଳେ ବେଳେ ଗର୍ବ ମଧ୍ୟ କରିଥାନ୍ତି । ଏମାନେ ନିଜର ଭାଇ ଭଉଣୀ ଙ୍କୁ ଭଲ ପାଇଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *