ଆସନ୍ତା 12 ଘଣ୍ଟାରେ ଏହି 5ଟି ରାଶି ହେବେ କୋଟିପତି- Jyotisha Shastra

ନମସ୍କାର ବନ୍ଧୁଗଣ ତେବେ ପ୍ରତେକ ମାସରେ ଦୁଇଟି ଏକାଦଶୀ ତିଥି ଆସିଥାଏ । ଗୋଟେ ଶୁକ୍ଳ ପକ୍ଷରେ ଆଉ ଗୋଟେ କୃଷ୍ଣ ପକ୍ଷରେ । ପ୍ରତେକ ବର୍ଷ ସମୁଦାୟ ୨୪ଟି ଏକାଦଶୀ ଆସିଥାଏ । ହିନ୍ଦୁ ଧର୍ମରେ ଏକାଦଶିର ବିଶେଷ ମହତ୍ଵ ରହିଛି । ମାନ୍ୟତା ଅନୁଯାୟୀ ମାସର ଶୁକ୍ଳ ପକ୍ଷରେ ପଡିବାକୁ ଥିବା ଥିବା ଏକାଦଶିକୁ ପାପାଙ୍କୁଶା ଏକାଦଶୀ ମାନ୍ୟତା ଅନୁଯାୟୀ ଏହି ବ୍ରତ ରଖିଲେ ଭଗବାନ ବିଶୁଣୁଙ୍କ ବିଶେଷ କୃପା ମିଳିଥାଏ ।

ହିନ୍ଦୁ ଧର୍ମରେ ଭଗବାନ ବିଶୁଣୁଙ୍କୁ ଏକାଦଶୀ ତିଥି ରୂପରେ ସମର୍ପଣ କରାଯାଏ । ଦୀର୍ଘ ୧୦୦ ବର୍ଷ ପରେ ଆଜି ହେଉଛି ପାପାଙ୍କୁଶା ଏକାଦଶୀ ଆଉ ଆଜି ଠାରୁ କିଛି ରାଶି ହେବାକୁ ଯାଉଛନ୍ତି କୋଟିପତି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ। ତେବେ ଏହି ରାଶିର ଲୋକଙ୍କୁ ବହୁତ ଅଧିକ ଫାଇଦା ମିଳିବାକୁ ଯାଉଛି । ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପାରୁ ପ୍ରତେକ କାର୍ଯ୍ୟରେ ସଫଳ ହେବେ ।

ଅଟକି ରହିଥିବା କାମରେ ସଫଳ ହେବେ । ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ସନ୍ତାନଙ୍କ ସୁଖ ମିଳିବାକୁ ଯାଉଛି । ପଇସାରେ ବୃଦ୍ଧି ହେବ । ଅନ୍ୟ ଉପରେ ଭରସା କରନ୍ତୁ ନାହି । ଏହି ସମୟରେ ବହୁତ ଶୁଭ ସମାଚାର ଶୁଣିବାକୁ ମିଳିବେ। ପୁରୁଣା ବନ୍ଧୁ ଙ୍କ ଭେଟ ହେବାରୁ ମନ ପ୍ରସନ୍ନ ରହିବ । ଧର୍ମ କର୍ମ ରେ ଆପଣଙ୍କର ରୁଚି ରହିବ । ଜୀବନରେ ଏକ ସଫଳତା ବ୍ୟକ୍ତି ଭାବେ ଆପଣ ପରିଚୟ ହେବେ ।

ଆଗାମୀ ଦିନରେ ଆପଣଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ନୂଆ ଚାକିରି ପାଇଁ ଅଫର ମିଳିପାରେ । ଏହା ପରେ ବିଚାର କରି ସେଥିରେ ଯୋଗ ଦିଅନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ବଡ ଲାଭ ଦେଖିବାକୁ ମିଳିବ । ତେବେ ଆପଣ ଚେଷ୍ଟା କରିଲେ ବଡ ସିଧି ହାସଲ କରିବେ । କାର୍ଯ୍ୟ ର ପ୍ରଶଂସା ହେବ । ଧନ ପ୍ରାପ୍ତି ସୁଗମ ହେବ । ଯୋଜନା ଫଳପ୍ରଦ ହେବ । ଭଗବାନ ବିଶୁଣୁ, ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶ ଆପଣଙ୍କର ସବୁ ଦୁଖ କଷ୍ଟ ଦୂର କରିବେ । ଜୀବନରେ ସମସ୍ଯା ଆସିବ ନାହି । ଦାଂପତ୍ଯ ଜୀବନରେ ମଧୁରତା ଆସିବ ।

ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ନିଶ୍ଚୟ ସଫକା ମିଳିବ । ଆପଣ କାହାକୁ ମନ କଥା କହିବାକୁ ଚାହୁଁଥିଲେ ନିଶ୍ଚୟ କହି ପାରିବେ । ସମୟ ଉତ୍ତମ ରହିବ । ବିଦ୍ୟାର୍ଥୀ ବର୍ଗ ପଢା ରେ ଅଧିକ ଧ୍ୟାନ ଦେବେ । ବିଦେଶକୁ ଯାତ୍ରା କରିବାର ଯୋଗ ରହିଛି । ଅଟକି ରହିଥିବା ଗୁପ୍ତ ଧନ ଫେରି ପାଇବେ । ଭାଗ୍ୟ ଚମକିବାକୁ ଲାଗିବ । ତେବେ ସେହି ଭାଗ୍ୟଶାଳୀ ରାଶି ହେଉଛି – କନ୍ୟା ରାଶି,କର୍କଟ ରାଶି,ମିଥୁନ ରାଶି,ମକର ରାଶି,ଏବଂ କୁମ୍ଭ ରାଶି।

Leave a Reply

Your email address will not be published. Required fields are marked *