8 ଟା ପରେ ଗାଧଉଥିବା ମହିଳାମାନେ ଏହାକୁ ନିଶ୍ଚିତ ଦେଖନ୍ତୁ – ଦେଖନ୍ତୁ କେଉଁ ସମୟରେ ଗାଧୋଇବା ଉଚିତ

ନମସ୍କାର ବନ୍ଧୁଗଣ ଆମର ଦୈନ ଦିନ ଜୀବନରେ କୌଣସି କାମ କରିବା ମନେ ରହୁ କିମ୍ବା ନ ରହୁ କିନ୍ତୁ ଗୋଟିଏ କାମ ଏଭଳି ଅଛି ଯାହା ମନେ ରହିଯାଇ ଥାଏ । ତାହା ହେଉଛି ଗାଧୋଇବା । ଆମେ ଏହି କର୍ମ ଅନେକ ବର୍ଷ ରୁ କରି ଆସୁଛେ । ନିଜକୁ ସଫା ରଖିବା ଏବଂ ନିଜକୁ ଶୁଦ୍ଧ ରଖିବା ପାଇଁ କିମ୍ବା ଅନ୍ୟ କୌଣସି ରୋଗ ରୁ ମୁ-କ୍ତି ପାଇଁ ଆମେ ପ୍ରତିଦିନ ସ୍ନାନ କରିଥାଉ । ଏହା ଆମ ମନ ଏବଂ ଶରୀର କୁ ଶାନ୍ତି ଏବଂ ଆରାମ ଦେଇଥାଏ । ଏବଂ ଆମେ କୌଣସି ସ୍ଥାନକୁ ଯାଉଛେ କିମ୍ବା କୌଣସି ମନ୍ଦିର ଅଥବା କୌଣସି ଶୁଭ କାର୍ଯ୍ୟ କରିବା କୁ ଗଲେ ସର୍ଵ ପ୍ରଥମେ ଆମକୁ ସ୍ନାନ କରିବାକୁ ପଡ଼ିଥାଏ । ଏବଂ ଆମ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇ ଥାଏ । ନ ଗାଧୋଇଲେ ଆମ୍ଭର ସବୁ କାର୍ଯ୍ୟ ଅସଫଳ ରୁହେ ବୋଲି ମାନ୍ୟତା ରହିଛି । କିନ୍ତୁ ବେଳେବେଳେ କିଛି ଲୋକ ଗାଧୋଇବା ସମୟରେ କିଛି ଏଭଳି ଭୁଲ କରିଥାନ୍ତି ଯାହା ଦ୍ୱାରା ଆପଣଙ୍କ ର ଅସୁବିଧା ସମସ୍ୟା ହା-ନି ବଢିବାକୁ ଲାଗିବ ଏବଂ ଅନେକ ରୋଗ ବୈ-ରା-ଗ ମଧ୍ୟ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ଗାଧୋଇବା ସମୟରେ ଆମକୁ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ । ତେବେ ଆମର ଗାଧେଇ ବାର ସବୁଠାରୁ ଶୁଭ ଏବଂ ଭଲ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧୋଇବା ଦ୍ୱାରା ଆମ ଶରୀର କୁ ଏକ ପ୍ରକାରର ସକାରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ ।
ଗରୁଡ଼ ପୁରାଣ ଅନୁସାରେ ଵ୍ରହ୍ମ ମୁହୂର୍ତ୍ତରେ କରା ଯାଇଥିବା ସ୍ନାନ କୁ ହିଁ ସର୍ଵ ଶ୍ରେଷ୍ଠ ସ୍ନାନ ବୋଲି କୁହାଯାଇଛି । ଵ୍ରହ୍ମ ମୁହୂର୍ତ୍ତ ର ଅର୍ଥ ହେଉଛି ଭୋର ୪ଟା କିମ୍ବା ୫ଟା ସମୟ । ଶା-ସ୍ତ୍ର ରେ ଏହି ସମୟ କୁ ମଧ୍ୟ ସର୍ଵ ଶ୍ରେଷ୍ଠ ସମୟ କୁହାଯାଇଛି । ଏହି ସମୟ ର ବାତାବରଣ ମଧ୍ୟ ଅ-ଦ୍ଭୁ-ତ ଏବଂ ଚମତ୍କାରୀ ଉର୍ଜା ପ୍ରାପ୍ତ ହୋଇଥାଏ । ତେଣୁ ଏହି ସମୟରେ ସ୍ନାନ କରିବା ଉଚିତ ଅଟେ ।
ଏହା ଛଡା ଏହି ସମୟରେ ସ୍ନାନ କରିବା ଦ୍ୱାରା ଆମ ଶରୀର ର ସହିତ ମନ ରେ ଥିବା ମଳିନ କୁ ମଧ୍ୟ ସଫା କରି ଦେଇଥାଏ । ସକାଳ ୮ ଟା ପରେ ସ୍ନାନ କରିବା ଆମ ଶା-ସ୍ତ୍ର ରେ ଉଚିତ କୁହାଯାଇ ନାହିଁ । ଏହି ସମୟରେ ବାତାବରଣ ରେ ବ୍ୟାପ୍ତ ଦୈବୀ ଶକ୍ତି ବହୁତ କମ ହୋଇ ଯାଇଥାଏ । ତାଛଡା ସକରାତ୍ମକ ଉର୍ଜା ର ବହୁତ କମ ଥାଏ । ଏହି ସମୟରେ ସ୍ନାନ କରିବା ଦ୍ୱାରା ଶରୀର ରେ ଆଳସ୍ୟ ରୁହେ ଏବଂ ମନ ମଧ୍ୟ ଅଶାନ୍ତ ରହିଥାଏ ଏବଂ କୌଣସି ବି କାର୍ଯ୍ୟ ରେ ମନ ମଧ୍ୟ ଲାଗେ ନାହିଁ । ତେଣୁ ସକାଳ ୮ଟା ପରେ କେବେବି ସ୍ନାନ କରିବା ଉଚିତ ନୁହେଁ । ଯେଉଁ ମହିଳା ମାନେ ୮ ଟା ପରେ ସ୍ନାନ କରିଥାନ୍ତି ତାଙ୍କ ଜୀଵନ ରେ ସର୍ଵଦା ଦୁ-ର୍ଭା-ଗ୍ୟ ଆସିଥାଏ । ତା ଛଡା ଘରରୁ ସୁଖ ଶାନ୍ତି ମଧ୍ୟ ଚାଲି ଯାଇଥାଏ । ଏହା ଛଡା ଦିନ ୧୨ ଟାରେ ସ୍ନାନ କରିବାକୁ ଦାନବ ସ୍ନାନ କୁହାଯାଏ । ଏହି ସମୟରେ ସ୍ନାନ କଲେ ନ-କ-ରା-ତ୍ମ-କ ଉର୍ଜା ଦୁ-ର୍ବ-ଳ ଲାଗିବା ଏବଂ କୌଣସି କାର୍ଯ୍ୟ ରେ ମନ ନ ଲାଗିବା ଆଦି ହୋଇଥାଏ ତେଣୁ ଏହି ସମୟରେ ସ୍ନାନ କରିବା ଆଦୌ ଉଚିତ ନୁହେଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *