ବଡ ଶନିବାର (11 ନଭେମ୍ବର 2022) ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି 1 ଜିନିଷ ବଦଳିଯିବ ଭାଗ୍ୟ

ନମସ୍କାର ବନ୍ଧୁଗଣ। ଆମ ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ଯେକ ଘର ଅଗଣା ରେ ତୁଳସୀ ଗଛ ଥିବାର ଅନେକ ବିଶେଷ୍ୟତା ରହିଅଛି । ଏପରି ମଧ୍ୟ ପ୍ରତ୍ଯେକ ଘର ଅଗଣା ରେ ତୁଳସୀ ଗଛ ଥିବାର ଦେଖା ମଧ୍ୟ ଯାଇଥାଏ । କିନ୍ତୁ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁ ମାନେ କି ଜାଣି ନଥିବେ ବାସ୍ତବରେ ତୁଳସୀ ମହାରାଣୀ ଙ୍କର ସେବା ପୂଜା କିପରି ବିଧିବତ ଭାବରେ କରି ସଂପୂର୍ଣ୍ଣ କରାଯିବା ଉଚିତ ।

ଯଦି କେହି ବ୍ୟକ୍ତି ଶାସ୍ତ୍ର ଅନୁସାରେ ଯଥୋଚିତ ଭାବରେ ତୁଳସୀ ଗଛର ସେବା ପୂଜା କରି ମାତା ବୃନ୍ଦାବତୀ ଙ୍କୁ ପ୍ରସନ୍ନ କରି ଦେଇଥାଏ, ତେବେ ସେହି ବ୍ୟକ୍ତିର ଘରେ ଓ ଜୀବନରେ କେବେ ମଧ୍ୟ କୌଣସି ପ୍ରକାରର କିଛି ଅସୁବିଧା ଦେଖିବାକୁ ମିଳିନଥାଏ ।

ମାତା ଲକ୍ଷ୍ମୀ ମଧ୍ୟ ସେହି ଘର ଓ ବ୍ୟକ୍ତି ଉପରେ ସବୁବେଳେ ପ୍ରସନ୍ନ ହୋଇ ରହିଥା’ନ୍ତି । ବନ୍ଧୁଗଣ ତୁଳସୀ ଗଛ ଘରେ ରଖିବା ଦ୍ଵାରା ଘରର ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ହୋଇଥାଏ । ଶାସ୍ତ୍ର ସହିତ ବିଜ୍ଞାନ ମଧ୍ୟ ତୁଳସୀ ଗଛର ବିଶେଷତା କୁ ସ୍ଵୀକାର କରିଛି ।

ତୁଳସୀ ଗଛରେ ଏପରି ଔଷଧୀୟ ଗୁଣ ମାନ ନିହିତ ହୋଇ ରହିଛି , ଯାହାକି ପରିବେଶ କୁ ସମସ୍ତ ପ୍ରକାର ଜୀବାଣୁ ମାନଙ୍କ ଠାରୁ ମୁକ୍ତ କରିବା ସହ ବାତାବରଣ କୁ ମଧ୍ୟ ସକରାତ୍ମକ ଯୁକ୍ତ କରି ରଖିଥାଏ । ବିଷ୍ଣୁ ପୁରାଣ ଅନୁସାରେ ତୁଳସୀ ଙ୍କୁ ଲକ୍ଷ୍ମୀ ତଥା ଭଗବାନ ଶ୍ରୀ ହରି ବିଷ୍ଣୁ ଙ୍କର ପତ୍ନୀ ବୋଲି ମଧ୍ୟ କୁହାଯାଇଛି ।

ପ୍ରତିଦିନ ତୁଳସୀ ଗଛ ମୂଳରେ ଜଳ ଦେଇ ଏକ ଦୀପ ପ୍ରଜ୍ଜ୍ୱଳିତ କରିବା ଦ୍ଵାରା ଜୀବନରେ କେବେ ମଧ୍ୟ ଦରିଦ୍ରତା ର ମୁଖ ଚାହିଁବାକୁ ପଡି ନଥାଏ । ଏହାଛଡା ତୁଳସୀ ଗଛକୁ ପୂଜା କରିବା ସମୟରେ ସବୁବେଳେ ତାଙ୍କୁ ଏକ ଓଢଣା ଓଢାଇ ପୂଜା କରାଯିବା ଉଚିତ ।

କିନ୍ତୁ ତୁଳସୀ ଙ୍କୁ କେବେ ମଧ୍ୟ ଲାଲ ରଙ୍ଗର ଓଢଣା ଦେବା ଉଚିତ ହୋଇ ନଥାଏ । କାରଣ ଲାଲ ରଙ୍ଗ ମଙ୍ଗଳ ଗ୍ରହର ପ୍ରତୀକ ଅଟନ୍ତି । ତୁଳସୀ ଗଛ ବୁଧ ଗ୍ରହର ପ୍ରତୀକ । ଏପରିରେ ବୁଧ ଙ୍କର ମଙ୍ଗଳ ଙ୍କ ସହ କେବେ ମଧ୍ୟ ଭଲ ସମ୍ପର୍କ ରହି ନାହିଁ । ତେଣୁ ତୁଳସୀ ଗଛରେ ଲାଲ ବ୍ଯତୀତ ଆପଣ ଅନ୍ୟ କୌଣସି ରଙ୍ଗର ଓଢଣା ବା ଚୁନୁରି ଚଢାଇ ପାରିବେ ।

ଶାସ୍ତ୍ର ଅନୁସାରେ ତୁଳସୀ ଗଛରେ ହଳଦିଆ ରଙ୍ଗର ଓଢଣା ଚଢାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଜୀବନରେ ଥିବା ସମସ୍ତ ସମସ୍ଯା ମାନ ଦୂର ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *