ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ । ଏବଂ ଏହାର ଉତ୍ତର ମଧ୍ୟ କହିବୁ । ତେବେ ଚାଲନ୍ତୁ ଜାଣିବା ।
୧:- କେଉଁ ଦେଶର ଲୋକମାନେ ମୋବାଇଲ ଫୋନ ବ୍ୟବହାର କରିପାରନ୍ତି ନାହିଁ ?
ଉତ୍ତର:- ପେରୁ ଦେଶର ଲୋକମାନେ
୨:- ଭୟଭୀତ ହେବା ଦ୍ଵାରା ହୃଦୟର ସ୍ପନ୍ଦନ କାହିଁକି ବଢିଯାଏ ?
ଉତ୍ତର:- ରକ୍ତ ସଂଚାର ଅଧିକ ହୋଇଥିବା କାରଣରୁ
୩:- ଏମିତି କେଉଁ ଜିନିଷ ଅଛି ଯାହାକୁ ସମସ୍ତେ ଅନ୍ଧାରରେ ହିଁ କରିଥାନ୍ତି ?
ଉତ୍ତର:- ଆଲୋକ ଜଳାଇବା
୪:- ଭାରତରେ ପ୍ରଥମେ ଆଇଏଏସ ପରୀକ୍ଷା କେବେ ହୋଇଥିଲା ?
ଉତ୍ତର:- ୧୯୫୦
୫:- ତାହା କଣ ଅଟେ ଜାହର ଆସିବା ଦ୍ଵାରା ଲୋକମାନେ ଆମ ଉପରେ ଛେପ ପକାଇବା ପାଇଁ କୁହନ୍ତି ?
ଉତ୍ତର:- ରାଗ
୬:- ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ଵାମୀ ସବୁଦିନ ଓ ସ୍ତ୍ରୀ କେବଳ ବର୍ଷକୁ ଥରେ ପିନ୍ଧିଥାଏ ?
ଉତ୍ତର:- ପଇତା
୭:- ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ରେଳ ଲାଇନ ରହିଛି ?
ଉତ୍ତର:- ଉତ୍ତର ପ୍ରଦେଶ
୮:- ଏଭଳି କେଉଁ ଦେଶ ରହିଛି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର ଗୁଲାମ ରହି ନାହଁ ?
ଉତ୍ତର:- ନେପାଳ
୯:- ଭାରତରେ ସର୍ବ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାନ୍ତି ?
ଉତ୍ତର:- ଅରୁଣାଚଳ ପ୍ରଦେଶ
୧୦:- ନୋବେଲ ପୁରସ୍କାର କେଉଁ ଏକାଡେମୀ ଦ୍ଵାରା ପ୍ରଦାନ କରାଯାଏ ?
ଉତ୍ତର:- ସ୍ଵିଡିସ ଏକାଡେମୀ
୧୧:- କେଉଁ ଦେଶ ରେ ସବୁଠାରୁ ବେଶୀ ଫିଲ୍ମ୍ କରାଯାଇଥାଏ ?
ଉତ୍ତର:- ଭାରତ
୧୨:- କେଉଁ ସାର ଆମର ଦାନ୍ତ, ହାଡ ଓ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ?
ଉତ୍ତର:- ଧାତୁସାର
୧୩:- ଶରୀରରେ ଦୂଷିତ ରକ୍ତ କାହା ମଧ୍ୟାମରେ ପରିଷ୍କାର ହୋଇଥାଏ ?
ଉତ୍ତର:- ଫୁସଫୁସ
୧୪:- ଚଲାଇଲେ ଚାଲିବ, କିନ୍ତୁ ଆଗକୁ ଯାଇ ପାରେନା ଏମିତି କଣ ଅଟେ ?
ଉତ୍ତର:- ପଙ୍ଖା
୧୫:- ଏମିତି ବାଘ ସେ ଛାଡେନି ଘର, ଖାଏନି ମଣିଷ ଖାଇସେ କ୍ଷୀର, ମା ନଦେଖିଲେ ମାଉସୀ ଦେଖ, କୁକୁରକୁ ତାର ପ୍ରବଳ ଡର ?
ଉତ୍ତର:- ବିଲେଇ
ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହାର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।