ବର୍ଷା ଙ୍କ ଦୁଃଖ ଦେଖିଲେ ଆପଣଙ୍କ ଆଖିରୁ ଝରିବ ଲୁହ

ବର୍ଷା ଏବେ ବହୁତ ଦୁଃଖରେ ଥିବା ବେଳେ ସେ ଏବେ ନିଜକୁ ଏହା ମଧ୍ୟରୁ ବାହାରିବା ପାଇଁ ଏବେ ସମାଜ ସେବା ବହୁତ କରୁଛନ୍ତି ଆପଣ ଯଦି ଦେଖିବେ ତ ଏହା ମଧ୍ୟ ଜାଣି ପାରିବେ କି ସେ ନିଜ ଝିଆରୀ ସହ ମଧ୍ୟ ବହୁତ ସମୟ ବିତାଉଛନ୍ତି । ଯାହା ଦ୍ଵାରା ନିଜ ସ୍ଵାମୀ ଅନୁଭବ ସହ ଚାଲି ଥିବା ବିବାଦ କୁ ସେ ଭୁଲି ଜୀବନରେ ଆଗକୁ ଯାଇ ପାରିବେ । ସମୟ ସବୁ ଙ୍କ ଜୀବନରେ ଆସେ । ତେବେ କାହା ଜୀବନରେ ଏହା ଭଲ ଅଛି କାହା ଜୀବନରେ ଏହା ନାହିଁ ।

ଆମେ କହିବା ଭୁଲ ହେବ କି ଏହା କେବଳ କଳାକାର ଙ୍କ ଜୀବନରେ ହୁଏ । ଆପଣ ଏହା ମଧ୍ୟ ଜାଣି ଥିବେ କି ଅନେକ କଥା କୁ ନେଇକି ବିବାଦରେ ରହୁଥିବା ବେଳେ ସତ୍ୟତାର ଆଲୋକର ମାନଶୀକ ସ୍ଥିତିରୁ କିଭଳି ଦୂରେଇ ରହିବେ । ଏହା ପାଇଁ ଚେଷ୍ଟା କରନ୍ତି ଦୁହେଁ ।

କିନ୍ତୁ ଏହା ମଧ୍ୟରେ ମଧ୍ୟ ସେ ନିଜକୁ ଆଗକୁ ଯିବା ପାଇଁ ଏକ ସୁଯୋଗ ଦେଉଛନ୍ତି ଏହା ଭଲ କଥା ଅଟେ । ଆମେ ଜୀବନର ସବୁ ରଙ୍ଗ ଦେଖିବା ପାଇଁ ଯିବା ତ ନିଶ୍ଚିତ ଭାବେ ଜାଣି ପାରିବାକି ସ୍ଵାମୀ ସ୍ତ୍ରୀ ଙ୍କ ଝଗଡା ଠାରୁ ଏହା ଅଧିକା ଆଗକୁ ଚାଲି ଯାଇଛି । କାରଣ ଏକ ତୃରୀୟ ଲୋକର ଉପସ୍ଥିତି ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ପସେ ତେବେ ସବୁ ନଷ୍ଟ କରିଥାଏ ।

ତେବେ ସେହି ଜାଗାରେ ବିବାଦ ହେବା ଆରମ୍ଭ ହୋଇ ଯାଇଥାଏ । ମାତ୍ର କିଛି ଦିନ ପରେ ଯଦି ଆମେ ଦେଖିବା ପାଇଁ ଯିବା ଏହାର ସମାଧାନ ବାହାରି ଯାଇଥାଏ । ଏହା କିନ୍ତୁ ବସ୍ତା ଙ୍କ ବିବାଦ ହାଇକୋର୍ଟ ଠାରୁ ସୁପ୍ରିମ କୋର୍ଟ ଯାଏ ଯାଇଛି ।

ଯାହା ଦ୍ଵାରା ଉଭୟ ଅନୁଭବ ଓ ବର୍ଷା ଉଭୟ ଚିନ୍ତା ରେ ଥିବା ବେଳେ । ନିଜକୁ ଏହି ସବୁ ସମୀକ୍ଷା ଠାରୁ ଦୂରେଇ ରଖିବା ପାଈଁ ସେ ଏବେ ଅନେକ ସାମାଜିକ କାମରେ ନିଜକୁ ବ୍ୟସ୍ତ କରି ରଖୁଛନ୍ତି । ଏହା ସହ ବର୍ଷା ନିଜ ସାନ ସାଙ୍ଗ ସହ ନିଜକୁ ବ୍ୟସ୍ତ ରଖିକି ଆଗକୁ ଜୀବନ ବଞ୍ଚିବାର ଏକ ନୂଆ ରାସ୍ତା ଖୋଲୁଛନ୍ତି ।

ଯାହା ପାଇଁ ସେ ନିଜକୁ ବହୁତ ଶକ୍ତିଶାଳୀ କରୁଛନ୍ତି । ଆମେ ଆଜି କହିବା ପାଇଁ ଯାଉଛେ ଆଗରୁ ମଧ୍ୟ ବର୍ଷା ଏକ ଚାରିଟି ଖୋଲି ଥିଲେ ଯାହାର ନାମ ହେଉଛି “ସମାନତା” ଏହା ଏକ ସମାଜ ସେବା ସଂସ୍ଥା । ଏହା ଦ୍ଵାରା ସେ ସମାଜ ସେବା କରୁଥିଲେ ମାତ୍ର ଏହାକୁ ସେ ବିବାହ ପରେ ଘରୁ ରହିକି ଚାଲାଉ ଥିଲେ ଅଧିକା ଦରକାର ହେଲେ ସେ ସେହି ଜାଗାକୁ ଯାଉଥିଲେ ।

ଏବେ କିନ୍ତୁ ସେ ନିଜକୁ ବାହାରକୁ ବାହାରି ଛନ୍ତି ଓ ବାହାରକୁ ବାହାରକି ନିଜ ସମାଜ ସେବା ରେ ମନ ଦେଇଛନ୍ତି । ତେବେ ବର୍ଷା ଙ୍କ ଏହି ପରିଶ୍ରମ ତାଙ୍କ ମନକୁ ଶାନ୍ତି ଦେଉ ଓ ଆଗକୁ ବଢିବା ପାଇଁ ଶକ୍ତି ମଧ୍ୟ ପ୍ରଦାନ କରୁ ଏହା କେବଳ ଆମେ ଏହା ହିଁ ପ୍ରାର୍ଥନା କରି ପାରିବା ।

Leave a Reply

Your email address will not be published. Required fields are marked *