ସକାଳୁ ସକାଳୁ ବାସି ରୁଟି ଖାଇବା ର ଫାଇଦା ଜାଣିଲେ ପାଦ ତଳୁ ମାଟି ଖସିଯିବ – ମୂଳରୁ ଶେଷ ହେବ ଏହି 4 ଟି ରୋଗ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବାସୀ ଖାଦ୍ୟ ଶରୀର ପାଇଁ ହା-ନି-କା-ର-କ ଅଟେ । କିନ୍ତୁ କିଛି ବାସୀ ଖାଦ୍ୟ ଏଭଳି ରହିଛି ଯାହା ଶରୀର କୁ କୌଣସି ହା-ନୀ ପହଞ୍ଚାଇ ନଥାଏ, ବରଂ ତାହା ଶରୀର ପାଇଁ ଲାଭଦାୟୀ ହୋଇଥାଏ । ସେଥି ମଧ୍ୟରୁ ଗୋଟିଏ ଜିନିଷ ହେଉଛି ଗହମ । ପ୍ରାୟତଃ ଘରେ ଗହମ ରେ ତିଆରି ରୁଟି ହୋଇଥାଏ । ଅଧିକାଂଶ ସମୟ ସେହି ରୁଟି ବଳକା ରହିଯାଏ ଏବଂ ତାକୁ ପଶୁ ପକ୍ଷୀ ଙ୍କୁ ଦେଇ ଦିଅନ୍ତି ଅଥବା ଫୋପାଡ଼ି ଦିଅନ୍ତି । କିନ୍ତୁ ଯଦି ଆପଣ ସେହି ବାସୀ ରୁଟି କୁ ଖାଇବେ ତେବେ ଆପଣଙ୍କ ଶରୀର କୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାସୀ ରୁଟି ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣ ରାତି ରେ ତିଆରି କରିଥିବା ରୁଟି ବଳକା ରହି ଯାଇଛି, ତେବେ ସେହି ରୁଟି କୁ ବାହାରେ ପକାନ୍ତୁ ନାହିଁ । ଆପଣ ସେହି ବାସୀ ରୁଟି କୁ କ୍ଷୀର ରେ ଭିଜାଇ ରଖି ଦିଅନ୍ତୁ ଏବଂ ତାକୁ ସେବନ କରନ୍ତୁ । ଏହିପରି ଖାଇବା ବିଶେଷ କରି ଡାଇବେଟିସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଡାଇବେଟିସ ରୋଗୀ ଙ୍କ ଶରୀର ରେ ଇନ୍ସୁଲୀନ ର ଅଭାବ ଥାଏ । ଯଦି ବାସୀ ରୁଟି କୁ କ୍ଷୀର ସହିତ ଭିଜାଇ ଖାଇବେ ତେବେ ଏହା ଶରୀର ରେ ଧୀରେଧୀରେ ପ୍ରାକୃତିକ ଉପାୟ ରେ ଇନ୍ସୁଲୀନ ତିଆରି କରିଥାଏ । ଯାହାଦ୍ୱାରା ୩ ମାସ ମଧ୍ୟରେ ଆବଶ୍ୟକ ମାତ୍ରାରେ ଇନ୍ସୁଲୀନ ତିଆରି ହୁଏ ଏବଂ ଡାଇବେଟିସ ରୋଗ ରୁ ସବୁଦିନ ପାଇଁ ମୁ-କ୍ତି ମିଳିଥାଏ । ୨. ଯଦି ଆପଣଙ୍କ ଶରୀର ରେ ଆଣ୍ଠୁ ଗଣ୍ଠି ବି-ନ୍ଧା ସମସ୍ୟା ରହୁଛି ଏବଂ ଯ-ନ୍ତ୍ର-ଣା ହେଉଛି, ଏହା ସହିତ ଯଦି ଶରୀରର କୌଣସି ଅଙ୍ଗ ଫୁଲି ଯାଉଛି ତେବେ ଆପଣ ବାସୀ ରୁଟି ର ସେବନ କରନ୍ତୁ । ଶରୀର ରେ ଏଭଳି ଯ-ନ୍ତ୍ର-ଣା ର ମୁଖ୍ୟ କାରଣ ହେଉଛି ପେଟ ରେ ହେଉଥିବା ଗ୍ୟାସ । ତେଣୁ ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଆପଣଙ୍କୁ ଗ୍ୟାସ ହେବ ନାହିଁ ଏବଂ ଶରୀର ରେ କୌଣସି ଯ-ନ୍ତ୍ର-ଣା ମଧ୍ୟ ହେବ ନାହିଁ ।
୩. ଯଦି ଆପଣଙ୍କ ପାଚନ କ୍ରିୟା ରେ ସମସ୍ୟା ରହିଛି ତେବେ ଆପଣ ବାସୀ ରୁଟି କୁ କ୍ଷୀର ସହିତ ଖାଆନ୍ତୁ । କାରଣ ଏଥିରେ ଫାଇବର ର ମାତ୍ରା ଅଧିକ ରହିଥାଏ । ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଏବଂ ପାଚନ ତ-ନ୍ତ୍ର ମଜବୁତ ହୋଇଥାଏ । ୪. ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଏହାଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇ ପାରିବ । ବାସୀ ରୁଟି କୁ କ୍ଷୀର ସହିତ ଖାଇବା ଦ୍ବାରା ଏହା ଆମ ମେଟାବୋଲିଯିମ କୁ ବୁଷ୍ଟ୍ କରିଥାଏ । ଯାହାଦ୍ଵାରା ଏହା ଓଜନ କମାଇବାରେ ସହାୟକ ହୋଇଥାଏ । ଯେଉଁମାନେ ଜିମ୍ ଯାଉଛନ୍ତି ଅଥବା ଏକ୍ସରସାଇଜ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବାସୀ ରୁଟି ଲାଭଦାୟୀ ହୋଇଥାଏ । ଏହା ସହିତ ବାସୀ ରୁଟି ଖାଇବା ଦ୍ବାରା ଏହା ଆମ ଶରୀରର ତାପମାତ୍ରା କୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ଲୁ ଭଳି ସମସ୍ୟା ରୁ ମୁ-କ୍ତି ମିଳିଥାଏ ଏବଂ ଏହାଦ୍ବାରା ହା-ର୍ଟ ଆ-ଟା-କ ହେବାର ସମ୍ଭାବନା ମଧ୍ୟ ବହୁତ କମ ଥାଏ । ଏହା ହର୍ମୋନ ପ୍ରକ୍ରିୟା କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ । ତେଣୁ ସକାଳୁ ବାସି ରୁଟି ଖାଇବା ନି-ହା-ତି ଆବଶ୍ୟକ । ଏହାଦ୍ବାରା ଆମ ଶରୀରକୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *