ଭଗବାନଙ୍କ ନାମ ସ୍ମରଣ କରି ବାଛନ୍ତୁ ଗୋଟେ ମାଛ ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଯାହା ଆପଣଙ୍କୁ ମିଳିକି ହିଁ ରହିବ ( Personality Test )

ନମସ୍କାର ବନ୍ଧୁଗଣ , ମଣିଷ  ଭବିଷ୍ୟତକୁ ନେଇ ସର୍ବଦା ଚିନ୍ତାମଗ୍ନ ହୋଇ ରହିଥାଏ। ଯଦି କେହି ଆପଣଙ୍କୁ ଭବିଷ୍ୟତ ସହ ସମ୍ବନ୍ଧୀୟ ସୂଚନା ପୂର୍ବରୁ ପ୍ରଦାନ କରିପାରେ ତେବେ ଆପଣ ପୂର୍ବ ଭୁଲ ଗୁଡକୁ ପୁଣ୍ୟବାର କରିନଥାନ୍ତି । ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ତିନୋଟି ରଙ୍ଗର ମାଛ ତହି ମଧ୍ୟରୁ ଆପଣ ଯେକୋଣସି ରଙ୍ଗର ମାଛ ଚୟନ କରିବେ । ଆମେ ଆପଣଙ୍କୁ  ତାହା ଭିତରେ ଥିବା ଭବିଷ୍ୟତ ବିଷୟ ସମ୍ପର୍କରେ କହିବୁ ।

ଆପଣମାନଙ୍କ ଆଗରେ ଆମେ ଲାଲୀ, ହଳଦିଆ ଓ ନୀଳ ରଙ୍ଗର ମାଛ ଆଣିଛୁ । ଏବେ ଆପଣଙ୍କୁ ମୁଁ ପାଞ୍ଚ ମିନିଟ୍ ର ସମୟ ଦେଉଛି ତିନୋଟି ମଧ୍ୟରୁ ଗୋଟିଏ ମାଛକୁ ବାଛନ୍ତୁ ଏବଂ ଦେଖନ୍ତୁ ସେହି ମାଛ ଆପଣଙ୍କ ଭବିଷ୍ୟତ ବିଷୟରେ କିପରି କହୁଛୁ । 1- ନୀଳ ରଙ୍ଗର ମାଛକୁ ଚୟନ  କରିଥିବା ଲୋକମାନେ ପ୍ରଶ୍ନର ର ବର୍ଷାରେ ବୁଢିକି ରହୁଥିଲେ । ଆପଣଙ୍କ ଜୀବନକୁ କଷ୍ଟଓ ଦୁଃଖ ଅଧିକାର କରୁଥିଲା ।

କିନ୍ତୁ ଆପଣଙ୍କ ଦୁଃଖ ସମୟ ଅତିବାହିତ ହୋଇଯାଇଛି । ଆପଣଙ୍କ ଜାତକରେ ଥିବା ଖରାପ ଦଶା ହେତୁ ତାହା ଘଟୁଥିଲା । ମାତ୍ର ଭଗବାନ ଦୟାରୁ ତାହା ଦୂର ହୋଇଯାଇଛି । ରୋଗରେ ପଡି ଆପଣ ବହୁତ ଅର୍ଥ କର୍ଚ କରିସାରିଛନ୍ତି । ସଂମ୍ମାନ ହରାଇ ଆପଣ ବହୁତ ଦୁଶ୍ଚିନ୍ତା ରେ ପଡି ରହିଛନ୍ତି । ସେଥିଲାଗି ଆପଣ ଆପଣଙ୍କ ଇଷ୍ଟ ଦେବଙ୍କ ପୂଜାର ଆୟୋଜୋନ ଘରେ କରନ୍ତୁ । ଶାନ୍ତି ପାଇଁ ଦେବାଦେବୀମାନଙ୍କ ପୂଜା କରନ୍ତୁ । ମାତ୍ର ଏବେ ଆପଣ ତାହାକୁ ନେଇ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

2- ହଳଦିଆ ରଙ୍ଗ ମାଛଟିକୁ ବାଛିଥିବା ଲୋକମାନଙ୍କ ଜୀବନରେ ପାପ ଫଳ ମାନ ଦୂର ହୋଇ  ଶୁଭ ଫଳର ଆଗମନ ହେବାକୁ ଯାଉଛି । ଆପଣଙ୍କୁ ଲାଗୁଥିବା କି ଶୁଭ ସମୟ ଆସୁନାହିଁ , ମାତ୍ର ବିଳମ୍ବ ହେଲେ ମଧ୍ୟ ଶୁଭ ନିଶ୍ଚୟ ଆପଣ ପ୍ରାପ୍ତ ହେବାକୁ ଯାଉଛନ୍ତି । ଆପଣଙ୍କ ଜୀବନରେ ଶତ୍ରୁର ହ୍ରାସ ହେବା ସହ ମିତ୍ରମାନଙ୍କ ସଂଖ୍ୟା ବୃଦ୍ଧି ପାଇବ । ଆପଣଙ୍କ ଜୀବନରେ ଥିବା ବିପଦ ଆପଦ ସବୁ ଦିନ ପାଇଁ ଦୂର ହେବାକୁ ଯାଉଛି ।

ଯେଉଁ କାମ ପାଇଁ ଆପଣ ବ୍ୟସ୍ତ ଥିଲେ ସେହି କାମରେ ସିଦ୍ଧିଲାଭ କରିବେ । ବ୍ରାହ୍ମଣ ଓ ଆବଶ୍ୟକ ଥିବା ଲୋକକୁ ଭୋଜନ କରାଇବା ଦ୍ଵାରା ଆପଣ ଶୁଭଫଳ ପ୍ରାପ୍ତ କରିଥାନ୍ତି ।   3- ଲାଲୀ ରଙ୍ଗ ମାଛକୁ ବାଛିଥିବା ଲୋକମାନେ ପରିସ୍ଥିତି ଯୋଗୁ ଇଶ୍ଵରଙ୍କ ଶକ୍ତି ନାହିଁ ବୋଲି  ଭାବୁଛନ୍ତି । ଆପଣଙ୍କ ର ଇଶ୍ଵରଙ୍କ ପ୍ରତି ବିଶ୍ଵାସ ଆଉ ରହିନାହିଁ ପିତାମାତାଙ୍କ ଭାରକୁ ଆପଣ ପରିତ୍ୟାଗ କରିଅଛନ୍ତି ।

ଆପଣ ଯାହାକୁ ନିଜର ମନେ କରିଥିଲେ ସେମାନେ ହିଁ ଆପଣଙ୍କୁ ସାହାଯ୍ୟର ହାତ ବଢାଉ ନାହାନ୍ତି । ମାତ୍ର ଆଗାମୀ ଦିନମାନଙ୍କରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଅଛି । ଆପଣଙ୍କୁ ଶୁଭଫଳ ମିଳିବକୁ ଯାଉଛି ।  ସମୟ ସହିତ ତାଳ ଦେଇ ଆଗକୁ ବଢିଯାଆନ୍ତୁ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *