ଭଗବାନ ଶିବଙ୍କୁ ସବୁଠୁ ଅଧିକ ପ୍ରିୟ ହୋଇଥାନ୍ତି ଏହି 6 ଟି ନାମର ଲୋକ, କରିଥାନ୍ତି ଏମାନଙ୍କ ସବୁ ଇଚ୍ଛା ପୂର୍ଣ୍ଣ ! ଦେଖନ୍ତୁ ସେହି ଭାଗ୍ୟଶାଳୀ ନାମ ଆପଣଙ୍କର ନୁହେଁ ତ ?

ଦର୍ଶକ ବନ୍ଧୁ । ଅଧିକାଂଶ ଲୋକ ମହାଦେବ ଙ୍କର ପାଖା ପାଖି ହୋଇ ରହିବାକୁ ପସନ୍ଦ ମଧ୍ୟ କରିଥାନ୍ତି । ଏହାର ଏକ କାରଣ ହେଉଛ କି ମହାଦେବ ଖୁବ ଶୀଘ୍ର ହିଁ ନିଜ ଭକ୍ତ ମାନଙ୍କର ସମସ୍ତ ଦୁଃଖ କୁ ଦୂର କରି ଦେଇଥାନ୍ତି । ଭକ୍ତ ଙ୍କର କୌଣସି କଷ୍ଟ କୁ ମହାଦେବ କେବେ ମଧ୍ୟ ସହ୍ୟ କରି ପାରି ନଥାନ୍ତି । ଯାହା ଉପରେ ମହାଦେବ ଙ୍କର ଦ୍ରୁଷ୍ଟି ରହିଥାଏ ସେହି ବ୍ୟକ୍ତି ଜୀବନରେ ଆସୁଥିବା ସବୁ ସମସ୍ଯା ଦୂର ହୋଇ ଯାଇଥାଏ । ଆଜି ଆମେ ଏହିପରି 6 ଟି ନାମର ବ୍ୟକ୍ତି ମାନଙ୍କ ନାମ ନେଇ ଆସିଛୁ, ଯେଉଁ ମାନଙ୍କ ଉପରେ ମହାଦେବ ଙ୍କର ଆଶୀର୍ବାଦ ରହିଥାଏ । ଏହି ନାମର ବ୍ୟକ୍ତି ମାନଙ୍କ ସହ ଶତ୍ରୁତା କରିବା ଭାରି ପଡି ପାରେ ।

ଯେଉଁ ମାନଙ୍କର ନାମ A ଅକ୍ଷର ରୁ ହୋଇଥାଏ ସେମାନେ ମହାଦେବ ଙ୍କର ସବୁଠାରୁ ପ୍ରିୟ ହୋଇଥାନ୍ତି । କାରଣ ଏହି ନାମର ବ୍ୟକ୍ତି ମାନଙ୍କ ମନରେ ମଧ୍ୟ ମହାଦେବ ଙ୍କ ପାଇଁ ଭରପୁର ମାତ୍ରା ରେ ଶ୍ରଦ୍ଧା ଥିବାର ଦେଖା ଯାଇଥାଏ । ଭଗବାନ ଭୋଳା ନାଥ ମଧ୍ୟ ଏହି ନାମର ଜୀବନରେ କୌଣସି ଅସୁବିଧା ଆସିବାକୁ ଦେଇ ନ ଥାନ୍ତି ।

ନମ୍ବର 2 ରେ ହେଉଛି C, ଯେଉଁ ବ୍ୟକ୍ତି ମାନଙ୍କର ନାମ C ଅକ୍ଷର ରେ ହୋଇଥାଏ, ସେମାନେ ମହାଦେବ ଙ୍କର ଖୁବ ବିଶ୍ଵାସ ଓ ଭକ୍ତି ର ସହ ପୂଜା ଆରାଧନା କରିଥାନ୍ତି । ମହାଦେବ ମଧ୍ୟ ଏମାନଙ୍କୁ କେବେ କୌଣସି ପରିସ୍ଥିତି ରେ ମଧ୍ୟ ଏକୁଟିଆ ଛାଡି ନ ଥାନ୍ତି । ସବୁବେଳେ ସବୁ ପରିସ୍ଥତି ରେ ଏମାନଙ୍କୁ ରକ୍ଷା କରିଥାନ୍ତି ।

ନମ୍ବର 3 ହେଉଛି J ନାମର ଲୋକ । ଯେଉଁ ମାନଙ୍କର ନାମ ଏହି ନାମରୁ ଆରମ୍ଭ ହୋଇଥାଏ, ସେହି ମାନଙ୍କ ଉପରେ ମହାଦେବ ଙ୍କର ଆଶୀର୍ବାଦ ଲାଗି ରହିଥାଏ । ଏହାର ଏକ କାରଣ ହେଉଛି ଏହି ନାମର ବ୍ୟକ୍ତି ମାନେ ମହାଦେବ ଙ୍କ ପ୍ରତି ନିଜ ମନରେ ଅତୁଟ ଭକ୍ତି ଓ ବିଶ୍ବାସ ରଖି ମହାଦେବ ଙ୍କର ପୂଜା କରିଥାନ୍ତି । ମହାଦେବ ଙ୍କର ଭକ୍ତ ହୋଇଥିବା ହେତୁ ଏମାନଙ୍କୁ ସବୁ ପରିସ୍ଥିତି ରୁ ରକ୍ଷା କରିଥାନ୍ତି ।

ନମ୍ବର 4 ହେଉଛି P ନାମର ଲୋକ । ଯେଉଁ ମାନଙ୍କର ନାମ ଏହି ନାମରୁ ଆରମ୍ଭ ହୋଇଥାଏ, ସେହି ମାନେ ମହାଦେବ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥିବା ହେତୁ ଏମାନେ ଖୁବ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ତାହାଛଡା ଏମାନେ ମଧ୍ୟ ମନରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କ ଉପରେ ମହାଦେବ ଙ୍କର ଆଶୀର୍ବାଦ ସବୁବେଳେ ଲାଗି ରହିଥାଏ ।

ନମ୍ବର 5 ହେଉଛି J ନାମର ଲୋକ । ଯେଉଁ ମାନଙ୍କର ନାମ ଏହି ନାମରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତି ମାନେ ମହାଦେବ ଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ହୋଇଥାନ୍ତି । ଏମାନଙ୍କ ସହ ମହାଦେବ ସବୁବେଳେ ସବୁ ପରିସ୍ଥିତି ରେ ରହିଥାନ୍ତି । ନମ୍ବର 6 ହେଉଛି V ନାମର ଲୋକ ।

ଯେଉଁ ମାନଙ୍କର ନାମ ଏହି ନାମରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତି ଙ୍କ ସହ ଯଦି କେହି ଶତ୍ରୁତା କରିଥାଏ ତେବେ ସେହି ମାନଙ୍କୁ ମହାଦେବ ଙ୍କର କ୍ରୋଧର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ । କାରଣ ଏମାନେ ମହାଦେବ ଙ୍କର ଅତି ପ୍ରିୟା ତଥା ନିଜର ହୋଇଥାନ୍ତି । ମହାଦେବ କେବେ ମଧ୍ୟ ଏମାନଙ୍କୁ କଷ୍ଟ ରେ ରହିବାକୁ ଦେଇ ନ ଥାଆନ୍ତି । ତେବେ ବନ୍ଧୁଗଣ ଏହି 6 ଟି ନାମର ଲୋକ ପ୍ରଭୁ ଭୋଳାନାଥ ଙ୍କର ଅତି ପ୍ରିୟ ଓ ନିଜର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *